ଇତିହାସ ରଚିଲେ ଯଶପ୍ରୀତ ବୁମ୍ରା

ନୂଆଦିଲ୍ଲୀ: ଆୟୋଜକ ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ଟେଷ୍ଟର ଦ୍ୱିତୀୟ ଇନିଂସରେ ୫ ୱିକେଟ୍ ନେଇଥିବା ଭାରତୀୟ ପେସ୍ ବୋଲର ଯଶପ୍ରୀତ ବୁମ୍ରା ନୂଆ ଇତିହାସ ରଚିଛନ୍ତି। ବୁମ୍ରା ଦ୍ୱିତୀୟ ଇନିଂସରେ ମାତ୍ର ୭ ରନ୍ ଦେଇ ୫ ୱିକେଟ୍ ହାସଲ କରିଛନ୍ତି। ଏଥିସହ ଟେଷ୍ଟ କ୍ରିକେଟ୍ ଇତିହାସରେ ସେ ଅଷ୍ଟ୍ରେଲିଆ, ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା ଓ ୱେଷ୍ଟଇଣ୍ଡିଜରେ ଗୋଟିଏ ଇନିଂସରେ ୫ ୱିକେଟ୍ ନେବାରେ ଏସିଆର ପ୍ରଥମ ବୋଲର ହୋଇଛନ୍ତି। ତେବେ ବଡ଼ କଥା ହେଉଛି, ଭାରତ […]

bumrah

bumrah

Ranjit Kumar Jena
  • Published: Monday, 26 August 2019
  • Updated: 26 August 2019, 06:17 PM IST

Sports

Latest News

ନୂଆଦିଲ୍ଲୀ: ଆୟୋଜକ ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ଟେଷ୍ଟର ଦ୍ୱିତୀୟ ଇନିଂସରେ ୫ ୱିକେଟ୍ ନେଇଥିବା ଭାରତୀୟ ପେସ୍ ବୋଲର ଯଶପ୍ରୀତ ବୁମ୍ରା ନୂଆ ଇତିହାସ ରଚିଛନ୍ତି। ବୁମ୍ରା ଦ୍ୱିତୀୟ ଇନିଂସରେ ମାତ୍ର ୭ ରନ୍ ଦେଇ ୫ ୱିକେଟ୍ ହାସଲ କରିଛନ୍ତି। ଏଥିସହ ଟେଷ୍ଟ କ୍ରିକେଟ୍ ଇତିହାସରେ ସେ ଅଷ୍ଟ୍ରେଲିଆ, ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା ଓ ୱେଷ୍ଟଇଣ୍ଡିଜରେ ଗୋଟିଏ ଇନିଂସରେ ୫ ୱିକେଟ୍ ନେବାରେ ଏସିଆର ପ୍ରଥମ ବୋଲର ହୋଇଛନ୍ତି।

ତେବେ ବଡ଼ କଥା ହେଉଛି, ଭାରତ ପକ୍ଷରୁ ମାତ୍ର ୧୧ ଟେଷ୍ଟ ଖେଳିଥିବା ବୁମ୍ରା ଏହି ଚାରୋଟି ଦେଶରେ ନିଜର ପ୍ରଥମ ଗସ୍ତରେ ଏହି ସଫଳତା ହାସଲ କରିଛନ୍ତି। ବୁମ୍ରା ଦ୍ୱିତୀୟ ଇନିଂସରେ କାର୍ଲସ୍ ବ୍ରାଥୱେଟ୍, ଜନ୍ କ୍ୟାମ୍ପବେଲ୍, ଡାରେନ୍ ବ୍ରାଭୋ, ଶାଇ ହୋପ୍ ଓ ଜେସନ୍ ହୋଲ୍ଡରଙ୍କୁ ଆଉଟ୍ କରିଥିଲେ। ଏଥିରେ ବ୍ରାଥୱେଟଙ୍କୁ ଛାଡ଼ିଦେଲେ ବୁମ୍ରା ବାକି ଚାରିଜଣ ବ୍ୟାଟ୍ସମ୍ୟାନଙ୍କୁ କ୍ଲିନ୍ ବୋଲ୍ଡ କରିଛନ୍ତି। ଏହା ସହ ଟେଷ୍ଟ କ୍ରିକେଟ କୌଣସି ଏକ ଇନିଂସରେ ଚାରିଜଣ ବ୍ୟାଟ୍ସମ୍ୟାନଙ୍କୁ ବୋଲ୍ଡ କରିବାରେ ବୁମ୍ରା ପ୍ରଥମ ଭାରତୀୟ ବୋଲର ହୋଇଛନ୍ତି।

ଗତମାସରେ ଇଂଲଣ୍ଡରେ ଆୟୋଜିତ ବିଶ୍ୱକପରେ ବାଂଲାଦେଶ ବିପକ୍ଷ ମ୍ୟାଚରେ ବୁମ୍ରା ଚାରି ବ୍ୟାଟ୍ସମ୍ୟାନଙ୍କୁ ବୋଲ୍ଡ କରିଥିଲେ ଏବଂ ଏଥିସହ ସେ ଦିନିକିଆ କ୍ରିକେରେ ଏଭଳି କାରନାମା କରିବାରେ ପ୍ରଥମ ଭାରତୀୟ ବୋଲର ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story