ଜାତୀୟ କନିଷ୍ଠ ମହିଳା ଫୁଟବଲ୍ ଚାମ୍ପିଅନସିପ୍: ମଣିପୁରଠାରୁ ୫-୦ରେ ହାରିଲା ଓଡ଼ିଶା

ଗୋଆ: ଜାତୀୟ କନିଷ୍ଠ ମହିଳା ଫୁଟବଲ୍ ଚାମ୍ପିଅନସିପ ଫାଇନାଲରେ ମଣିପୁରଠାରୁ ୫-୦ ଗୋଲରେ ପରାଜିତ ହୋଇଛି ଓଡ଼ିଶା। ବୁଧବାର ଗୋଆର ନେଭେଲିମ୍ ଗ୍ରାଉଣ୍ତରେ ଖେଳାଯାଇଥିବା ଏହି ମ୍ୟାଚରେ ପ୍ରଥମରୁ ହିଁ ମଣିପୁର ଦଳ ଓଡ଼ିଶା ଉପରେ ଭାରି ପଡିଥିଲା। ମଣିପୁର ଖେଳାଳି ଓଡ଼ିଶାର ରକ୍ଷଣଭାଗ ଭାଦ କରି ଗୋଟିଏ ପରେ ଗୋଟିଏ ଗୋଲ ଦେଇ ଚାଲିଥିଲେ । ମଣିପରୁ ପକ୍ଷରୁ ପ୍ରେମୀ ଚୀରୁ ଖେଳ ଆରମ୍ଭ ହେବାର ୬ଷ୍ଠ ମିନିଟରେ ପ୍ରଥମ ଗୋଲ ଦେଇଥିଲେ । ପରେ […]

minipur won

minipur won

Rakesh Mallick
  • Published: Wednesday, 21 October 2015
  • Updated: 21 October 2015, 12:58 PM IST

ଗୋଆ: ଜାତୀୟ କନିଷ୍ଠ ମହିଳା ଫୁଟବଲ୍ ଚାମ୍ପିଅନସିପ ଫାଇନାଲରେ ମଣିପୁରଠାରୁ ୫-୦ ଗୋଲରେ ପରାଜିତ ହୋଇଛି ଓଡ଼ିଶା। ବୁଧବାର ଗୋଆର ନେଭେଲିମ୍ ଗ୍ରାଉଣ୍ତରେ ଖେଳାଯାଇଥିବା ଏହି ମ୍ୟାଚରେ ପ୍ରଥମରୁ ହିଁ ମଣିପୁର ଦଳ ଓଡ଼ିଶା ଉପରେ ଭାରି ପଡିଥିଲା। ମଣିପୁର ଖେଳାଳି ଓଡ଼ିଶାର ରକ୍ଷଣଭାଗ ଭାଦ କରି ଗୋଟିଏ ପରେ ଗୋଟିଏ ଗୋଲ ଦେଇ ଚାଲିଥିଲେ । ମଣିପରୁ ପକ୍ଷରୁ ପ୍ରେମୀ ଚୀରୁ ଖେଳ ଆରମ୍ଭ ହେବାର ୬ଷ୍ଠ ମିନିଟରେ ପ୍ରଥମ ଗୋଲ ଦେଇଥିଲେ । ପରେ ରତନବାଲା ଦେବୀ, କଶ୍ମୀନା ଓ ରଞ୍ଜନା ଛାନୁ ଗୋଲ ବଳରେ ଓଡ଼ିଶାକୁ ୫-୦ ଗୋଲରେ ପରାଜିତ ହେବାକୁ ପଡିଥିଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story