ଜାତୀୟ ସିନିୟର ମହିଳା ଫୁଟବଲ୍ ଚାମ୍ପିଅନସିପ: ଓଡ଼ିଶା ଦଳର ଜୋରଦାର ପ୍ରସ୍ତୁତି

ଭୁବନେଶ୍ୱର: ଜାତୀୟ ସିନିୟର ମହିଳା ଫୁଟବଲ୍ ଚାମ୍ପିଅନସିପ ପାଇଁ ଏକ ମାସ ଧରି ଚାଲିଥିବା ଓଡିଶା ଦଳର ପ୍ରସ୍ତୁତି ଶେଷ ହୋଇଛି। କଳିଙ୍ଗ ଷ୍ଟାଡ଼ିୟମରେ ଚାଲିଥିଲା ଏହି ପ୍ରଶିକ୍ଷଣ ଶିବିରରେ ସରିତା ଜୟନ୍ତୀ ବେହେରା, ରଞ୍ଜିତା ମହାନ୍ତି ଏବଂ ନନ୍ଦକିଶୋର ପଟ୍ଟନାୟକ ପ୍ରଶିକ୍ଷଣ ଦେଇଥିଲେ। ପ୍ରଥମଥର ପାଇଁ ନୂଆ ଫର୍ମାଟରେ ହେବାକୁ ଥିବା ଏହି ଚାମ୍ପିଅନସିପରେ ଓଡ଼ିଶା ପାଇଁ ବେଙ୍ଗଲ୍ ପ୍ରତିବନ୍ଧକ ସାଜିବାର ଅମ୍ଭାବନା ରହିଛି। ପ୍ରଶିକ୍ଷଣ ଶିବିରରେ ପୁସ୍ ପାସ୍, ସୁଟିଂ, ଡ୍ରିବିଲିଂ, ଆଟାକିଂ ଆଦି […]

football

football

Rakesh Mallick
  • Published: Wednesday, 16 December 2015
  • Updated: 16 December 2015, 04:51 AM IST

Sports

Latest News

football1ଭୁବନେଶ୍ୱର: ଜାତୀୟ ସିନିୟର ମହିଳା ଫୁଟବଲ୍ ଚାମ୍ପିଅନସିପ ପାଇଁ ଏକ ମାସ ଧରି ଚାଲିଥିବା ଓଡିଶା ଦଳର ପ୍ରସ୍ତୁତି ଶେଷ ହୋଇଛି। କଳିଙ୍ଗ ଷ୍ଟାଡ଼ିୟମରେ ଚାଲିଥିଲା ଏହି ପ୍ରଶିକ୍ଷଣ ଶିବିରରେ ସରିତା ଜୟନ୍ତୀ ବେହେରା, ରଞ୍ଜିତା ମହାନ୍ତି ଏବଂ ନନ୍ଦକିଶୋର ପଟ୍ଟନାୟକ ପ୍ରଶିକ୍ଷଣ ଦେଇଥିଲେ। ପ୍ରଥମଥର ପାଇଁ ନୂଆ ଫର୍ମାଟରେ ହେବାକୁ ଥିବା ଏହି ଚାମ୍ପିଅନସିପରେ ଓଡ଼ିଶା ପାଇଁ ବେଙ୍ଗଲ୍ ପ୍ରତିବନ୍ଧକ ସାଜିବାର ଅମ୍ଭାବନା ରହିଛି।

ପ୍ରଶିକ୍ଷଣ ଶିବିରରେ ପୁସ୍ ପାସ୍, ସୁଟିଂ, ଡ୍ରିବିଲିଂ, ଆଟାକିଂ ଆଦି ଟେକ୍ନିକ୍ ଉପରେ ଖେଳାଳୀଙ୍କୁ ଜୋର୍ ଦିଆଯାଇଥିଲା। ପ୍ରଶିକ୍ଷଣରେ ରାଜ୍ୟର ବଛା ବଛା ୪୩ଜଣ ଖେଳାଳୀ ସାମିଲ ହୋଇଥିଲେ।football

ଜାତୀୟ ସିନିୟର ମହିଳା ଫୁଟବଲ୍ ଚାମ୍ପିୟନସିପ୍ ଲାଗି ଦଳଗୁଡିକୁ ୪ଟି ଜୋନରେ ବିଭକ୍ତ କରାଯାଇଛି। ପ୍ରଥମ ଥର ପାଇଁ ଏହି ନୂଆ ଫର୍ମାଟରେ ଖେଳାଯିବ। ପୂର୍ବାଞ୍ଚଳ ଗ୍ରୁପ ‘ଏ’ରେ ଓଡ଼ିଶା, ବେଙ୍ଗଲ, ଛତିଶଗଡ ଓ ସିକିମ୍ ରହିଛନ୍ତି। ୨୧ତାରିଖରେ ଛତିଶଗଡ ବିପକ୍ଷ ମ୍ୟାଚରୁ ଓଡ଼ିଶା ତା’ର ଅଭିଯାନ ଆରମ୍ଭ କରିବ। ଦଳ ୨୩ରେ ସିକିମ ଓ ୨୬ରେ ଶକ୍ତିଶାଳୀ ବେଙ୍ଗଲକୁ ଭେଟିବ। ଗ୍ରୁପର ଗୋଟିଏ ଟପ୍ ଟିମ୍ କ୍ୱାର୍ଟର ଫାଇନାଲକୁ ପ୍ରବେଶ କରିବ। ସେ ଦୃଷ୍ଟିରୁ ବେଙ୍ଗଲ ସହ ମୁକାବିଲା ଓଡ଼ିଶା ପାଇଁ ବଡ ଚ୍ୟାଲେଞ୍ଜ ହେବ।

ପୂର୍ବରୁ ଜାତୀୟ ସିନିୟର ମହିଳା ଫୁଟବଲ୍ ଚାମ୍ପିଅନସିପ ଓ ନ୍ୟାଶନାଲ୍ ଗେମ୍ସରେ ଓଡ଼ିଶା ଥରେ ଲେଖାଏଁ ଚାମ୍ପିୟନ୍ ଓ ରନର୍ସଅପ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story