ଏସିଆନ୍ ଗେମ୍ସ: ଫାଇନାଲ୍‌ରେ ଜଉନା

ଜାକାର୍ତ୍ତା: ଏସିଆନ୍‌ ଗେମ୍ସରେ ଓଡ଼ିଆ ଝିଅ ଜଉନା ମୁର୍ମୁ କମାଲ୍ କରିଛନ୍ତି। ୪୦୦ ମିଟର ହର୍ଡଲ୍ସରେ ସେ ଫାଇନାଲ୍‌ରେ ପହଞ୍ଚିଛନ୍ତି। ସେ ହିଟ୍ସରେ ୫୯.୨୦ ସେକେଣ୍ଡ ସମୟ ନେଇ ଫାଇନାଲରେ ପହଞ୍ଚି ଯାଇଛନ୍ତି। ସୂଚନାଯୋଗ୍ୟ, ଗତକାଲି ଓଡ଼ିଆ ଧାବିକା ଦୂତୀ ଚାନ୍ଦ ଏସିଆନ୍‌ ଗେମ୍ସରେ ନିଜର ଯାଦୁ ଦେଖାଇଥିଲେ। ମହିଳା ୧୦୦ ମିଟର୍‌ ଦୌଡ଼ ଇଭେଣ୍ଟରେ ଦୂତୀ ସେମି ଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ଯୋଗ୍ୟତା ପର୍ଯ୍ୟାୟର ଦ୍ୱିତୀୟ ହିଟ୍‌ରେ ଭାଗ ନେଇଥିବା ଦୂତୀ ୧୧.୩୮ ସେକେଣ୍ଡରେ ୧୦୦ […]

Jauna

Jauna

Jitendra Garnayak
  • Published: Sunday, 26 August 2018
  • Updated: 26 August 2018, 05:04 AM IST

Sports

Latest News

ଜାକାର୍ତ୍ତା: ଏସିଆନ୍‌ ଗେମ୍ସରେ ଓଡ଼ିଆ ଝିଅ ଜଉନା ମୁର୍ମୁ କମାଲ୍ କରିଛନ୍ତି। ୪୦୦ ମିଟର ହର୍ଡଲ୍ସରେ ସେ ଫାଇନାଲ୍‌ରେ ପହଞ୍ଚିଛନ୍ତି। ସେ ହିଟ୍ସରେ ୫୯.୨୦ ସେକେଣ୍ଡ ସମୟ ନେଇ ଫାଇନାଲରେ ପହଞ୍ଚି ଯାଇଛନ୍ତି।

ସୂଚନାଯୋଗ୍ୟ, ଗତକାଲି ଓଡ଼ିଆ ଧାବିକା ଦୂତୀ ଚାନ୍ଦ ଏସିଆନ୍‌ ଗେମ୍ସରେ ନିଜର ଯାଦୁ ଦେଖାଇଥିଲେ। ମହିଳା ୧୦୦ ମିଟର୍‌ ଦୌଡ଼ ଇଭେଣ୍ଟରେ ଦୂତୀ ସେମି ଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ଯୋଗ୍ୟତା ପର୍ଯ୍ୟାୟର ଦ୍ୱିତୀୟ ହିଟ୍‌ରେ ଭାଗ ନେଇଥିବା ଦୂତୀ ୧୧.୩୮ ସେକେଣ୍ଡରେ ୧୦୦ ମିଟର ଦୂରତା ଅତିକ୍ରମ କରି ଏହି ସଫଳତା ପାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story