ଜଉନା ଜିତିଲେ ରୌପ୍ୟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଉଦ୍‌ଯାପିତ ହୋଇଯାଇଛି ୫୮ ଜାତୀୟ ଓପନ୍ ଆଥଲେଟିକ୍ସ ଚାମ୍ପିଅନ୍‌ସିପ୍‌। ଏଥିରେ ଗତକାଲି ଓଡ଼ିଆ ଝିଅ ଜଉନା ମୁର୍ମୁ ରୌପ୍ୟ ପଦକ ହାସଲ କରିଥିଲେ। ୪ ଗୁଣା ୪୦୦ ମିଟର ରିଲେ ଇଭେଣ୍ଟରେ ତାଙ୍କୁ ଏହି ପଦକ ମିଳିଛି। ତେବେ ସେ ଓଡ଼ିଶା ତରଫରୁ ଏଥିରେ ଖେଳୁ ନଥିଲେ। ସେ ଓଏନ୍‌ଜିସି ତରଫରୁ ପ୍ରତିନିଧିତ୍ୱ କରି ଏହି ପଦକ ଜିତିଛନ୍ତି। ଏହି ଚାମ୍ପିଅନ୍‌ସିପ୍‌ରେ କେରଳର ଲଙ୍ଗ୍ ଜମ୍ପର ଏମ୍‌ ଶ୍ରୀଶଙ୍କର ଶ୍ରେଷ୍ଠ ପୁରୁଷ ଆଥ୍‌ଲେଟ୍ […]

jauna

jauna

Jitendra Garnayak
  • Published: Saturday, 29 September 2018
  • Updated: 29 September 2018, 09:04 AM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଉଦ୍‌ଯାପିତ ହୋଇଯାଇଛି ୫୮ ଜାତୀୟ ଓପନ୍ ଆଥଲେଟିକ୍ସ ଚାମ୍ପିଅନ୍‌ସିପ୍‌। ଏଥିରେ ଗତକାଲି ଓଡ଼ିଆ ଝିଅ ଜଉନା ମୁର୍ମୁ ରୌପ୍ୟ ପଦକ ହାସଲ କରିଥିଲେ। ୪ ଗୁଣା ୪୦୦ ମିଟର ରିଲେ ଇଭେଣ୍ଟରେ ତାଙ୍କୁ ଏହି ପଦକ ମିଳିଛି। ତେବେ ସେ ଓଡ଼ିଶା ତରଫରୁ ଏଥିରେ ଖେଳୁ ନଥିଲେ। ସେ ଓଏନ୍‌ଜିସି ତରଫରୁ ପ୍ରତିନିଧିତ୍ୱ କରି ଏହି ପଦକ ଜିତିଛନ୍ତି।

ଏହି ଚାମ୍ପିଅନ୍‌ସିପ୍‌ରେ କେରଳର ଲଙ୍ଗ୍ ଜମ୍ପର ଏମ୍‌ ଶ୍ରୀଶଙ୍କର ଶ୍ରେଷ୍ଠ ପୁରୁଷ ଆଥ୍‌ଲେଟ୍ ବିବେଚିତ ହୋଇଛନ୍ତି। ସେ ୮.୨୦ ମିଟର ଦୂରତାକୁ ଡେଇଁ ଜାତୀୟ ରେକର୍ଡ ପ୍ରତିଷ୍ଠା କରିବା ସହ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ।

ସେହିପରି ହରିୟାଣାର ଅଞ୍ଜଳି ଦେବୀ କୁଣ୍ଡୁ ଶ୍ରେଷ୍ଠ ମହିଳା ଆଥ୍‌ଲେଟ୍ ବିବେଚିତ ହୋଇଛନ୍ତି।

ରେଲୱେ ସ୍ପୋର୍ଟସ୍ ପ୍ରମୋସନ୍ ବୋର୍ଡ ୩୦୦ ପଏଣ୍ଟ ସହ ଦଳଗତ ଚାମ୍ପିଅନ୍ ହୋଇଥିବା ବେଳେ ୧୯୮ ପଏଣ୍ଟ ସହ ସର୍ଭିସେସ୍ ଦଳ ଦ୍ୱିତୀୟ ସ୍ଥାନରେ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story