ହାତରେ ଖଣ୍ଡା ଧରି ବିବାଦୀୟ ବୟାନ ଦେଲେ ଏହି ପୂର୍ବତନ ପାକ୍ କ୍ରିକେଟର

କରାଚୀ: କଶ୍ମୀର ମାମଲାକୁ ନେଇ ପୂରା ପାକିସ୍ତାନ ବିଚଳିତ ହୋଇପଡ଼ିଛି। ଗୋଟିଏ ପଟେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ କଶ୍ମୀରକୁ ନେଇ ଅଧୈର୍ଯ୍ୟ ହୋଇଛନ୍ତି, ସେହିପରି ଏଥିରେ ପାକିସ୍ତାନର ପୂର୍ବତନ କ୍ରିକେଟରମାନେ ମଧ୍ୟ ମନଇଚ୍ଛା ମନ୍ତବ୍ୟ ଦେବାରେ ଲାଗି ପଡ଼ିଛନ୍ତି। ବର୍ତ୍ତମାନ ଏହି ମାମଲାରେ ସାମ୍ନାକୁ ଆସିଛନ୍ତି ଜାଭେଦ୍ ମିଆଁଦାଦ। ସୋଶାଲ ମିଡିଆରେ ମିଆଁଦାଦଙ୍କ ଏକ ଭିଡିଓ ଖୁବ୍ ଭାଇରାଲ୍ ହେବାରେ ଲାଗିଛି, ଯେଉଁଥିରେ ସେ ପ୍ରଦର୍ଶନ କରୁଥିବା ସମୟରେ ହାତରେ ଖଣ୍ଡା ଧରି କଶ୍ମୀରବାସୀଙ୍କ ସହ […]

javed

javed

Ranjit Kumar Jena
  • Published: Sunday, 01 September 2019
  • Updated: 01 September 2019, 10:03 PM IST

Sports

Latest News

କରାଚୀ: କଶ୍ମୀର ମାମଲାକୁ ନେଇ ପୂରା ପାକିସ୍ତାନ ବିଚଳିତ ହୋଇପଡ଼ିଛି। ଗୋଟିଏ ପଟେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ କଶ୍ମୀରକୁ ନେଇ ଅଧୈର୍ଯ୍ୟ ହୋଇଛନ୍ତି, ସେହିପରି ଏଥିରେ ପାକିସ୍ତାନର ପୂର୍ବତନ କ୍ରିକେଟରମାନେ ମଧ୍ୟ ମନଇଚ୍ଛା ମନ୍ତବ୍ୟ ଦେବାରେ ଲାଗି ପଡ଼ିଛନ୍ତି। ବର୍ତ୍ତମାନ ଏହି ମାମଲାରେ ସାମ୍ନାକୁ ଆସିଛନ୍ତି ଜାଭେଦ୍ ମିଆଁଦାଦ। ସୋଶାଲ ମିଡିଆରେ ମିଆଁଦାଦଙ୍କ ଏକ ଭିଡିଓ ଖୁବ୍ ଭାଇରାଲ୍ ହେବାରେ ଲାଗିଛି, ଯେଉଁଥିରେ ସେ ପ୍ରଦର୍ଶନ କରୁଥିବା ସମୟରେ ହାତରେ ଖଣ୍ଡା ଧରି କଶ୍ମୀରବାସୀଙ୍କ ସହ ଛିଡ଼ା ହୋଇ କଥା କହୁଛନ୍ତି।

ଏହି ଭିଡିଓରେ ମିଆଁଦାଦ ପାକିସ୍ତାନ ଟିମର ଜର୍ସି ପିନ୍ଧିଛନ୍ତି ଏବଂ ବିବାଦୀୟ ବୟାନ ଦେଇଛନ୍ତି। ସେ କହିଛନ୍ତି, "କଶ୍ମୀରବାସୀ ଚିନ୍ତା କର ନାହିଁ, ଆମେ ଆପଣଙ୍କ ସହ ଅଛୁ। ମୋ ପାଖରେ ବ୍ୟାଟ୍ ମଧ୍ୟ ଅଛି। ପ୍ରଥମେ ମୁଁ ଛକା ମାରୁଥିଲି। ଏବେ ମୋ ପାଖରେ ଏହି ଖଣ୍ଡା ବି ଅଛି।" ତେବେ ମିଆଁଦାଦ ଏତିକିରେ ଅଟକି ନଥିଲେ ଏବଂ ପୁଣିଥରେ ଗର୍ବର ସହ ଖଣ୍ଡା ଦେଖାଇ କହିଥିଲେ, "ଯଦି ମୁଁ ବ୍ୟାଟରେ ଛକା ମାରିପାରିଲି, ତାହେଲେ ଖଣ୍ଡା ଦ୍ୱାରା ମଣିଷକୁ କାହିଁକି ମାରିପାରିବିନି।"

ତେବେ ମିଆଁଦାଦ ପ୍ରଥମଥର ପାଇଁ କଶ୍ମୀରକୁ ନେଇ ଏଭଳି ମନ୍ତବ୍ୟ ଦେଇନାହାନ୍ତି। ଏହା ପୂର୍ବରୁ ସେ ଭାରତକୁ ପରମାଣୁ ବୋମାରେ ଉଡାଇବା ନେଇ ଧମକ ଦେଇସାରିଛନ୍ତି। ମିଆଁଦାଦ କହିଥିଲେ, "ମୁଁ ପୂର୍ବରୁ କହିସାରିଛି ଯେ ଭାରତ ଏକ ଭୟାଳୁ ଦେଶ। ସେମାନେ ଏପର୍ଯ୍ୟନ୍ତ କ'ଣ କରିଛନ୍ତି। ପରମାଣୁ ବୋମା ଆମେ କେବଳ ଦେଖାଇବା ପାଇଁ ରଖିନାହୁଁ। ଯଦି ଆବଶ୍ୟକ ପଡ଼େ, ତାହେଲେ ଆମେ ପରମାଣୁ ବୋମା ଦ୍ୱାରା ଭାରତକୁ ସଫା କରିଦେବୁ।" ମିଆଁଦାଦଙ୍କ ବ୍ୟତୀତ କଶ୍ମୀର ମାମଲାରେ ପାକିସ୍ତାନର ପୂର୍ବତନ କ୍ୟାପଟେନ୍ ଶାହିଦ୍ ଆଫ୍ରିଦି ଓ ବର୍ତ୍ତମାନ ଟିମର କ୍ୟାପଟେନ୍ ସର୍ଫରାଜ ଅହମ୍ମଦ ମଧ୍ୟ ବୟାନ ଦେଇସାରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story