କୋରିଆ ଓପନ୍: ପିଭି ସିଦ୍ଧୁ ପରାସ୍ତ, କ୍ୱାର୍ଟର ଫାଇନାଲରେ ଜୟରାମ

ସିଓଲ: କୋରିଆ ଓପନରେ ଭାରତର ଏକମାତ୍ର ଖେଳାଳି ଭାବେ ଅଜୟ ଜୟରାମ ବିଜୟ ଧାରା ଜାରି ରଖିଛନ୍ତି। ଗୁରୁବାର ଖେଳାଯାଇଥିବା ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ହଙ୍ଗକଙ୍ଗର ୱଙ୍ଗ ୱିଙ୍ଗ କି ଭେନସେଣ୍ଟଙ୍କୁ ୧୭-୨୧, ୨୧-୧୫ ଓ ୨୧-୧୫ ସେଟରେ ପରାସ୍ତ କରିଛନ୍ତି ଜୟରାମ। ବିଶ୍ୱର ୩୦ ନମ୍ବର ଖେଳାଳି ୱଭେନସେଣ୍ଟଙ୍କୁ ପରାଜିତ କରି ପୁରୁଷ ସିଙ୍ଗଲ୍ସ ବର୍ଗର କ୍ୱାର୍ଟରଫାଇନାଲରେ ପହଞ୍ଚିନ୍ତି ଜୟରାମ। ଅନ୍ୟପକ୍ଷରେ ମହିଳା ସିଙ୍ଗଲ୍ସ ବର୍ଗରେ ଭାରତର ପିଭି ସିଦ୍ଧୁ ୧୬-୨୧, ୧୩-୨୧ ସେଟରେ ଜାପାନର […]

pv sidhu and ajay jayram

pv sidhu and ajay jayram

Rakesh Mallick
  • Published: Thursday, 17 September 2015
  • Updated: 17 September 2015, 03:24 PM IST

Sports

Latest News

pv sidhu and ajay jayramସିଓଲ: କୋରିଆ ଓପନରେ ଭାରତର ଏକମାତ୍ର ଖେଳାଳି ଭାବେ ଅଜୟ ଜୟରାମ ବିଜୟ ଧାରା ଜାରି ରଖିଛନ୍ତି। ଗୁରୁବାର ଖେଳାଯାଇଥିବା ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ହଙ୍ଗକଙ୍ଗର ୱଙ୍ଗ ୱିଙ୍ଗ କି ଭେନସେଣ୍ଟଙ୍କୁ ୧୭-୨୧, ୨୧-୧୫ ଓ ୨୧-୧୫ ସେଟରେ ପରାସ୍ତ କରିଛନ୍ତି ଜୟରାମ। ବିଶ୍ୱର ୩୦ ନମ୍ବର ଖେଳାଳି ୱଭେନସେଣ୍ଟଙ୍କୁ ପରାଜିତ କରି ପୁରୁଷ ସିଙ୍ଗଲ୍ସ ବର୍ଗର କ୍ୱାର୍ଟରଫାଇନାଲରେ ପହଞ୍ଚିନ୍ତି ଜୟରାମ। ଅନ୍ୟପକ୍ଷରେ ମହିଳା ସିଙ୍ଗଲ୍ସ ବର୍ଗରେ ଭାରତର ପିଭି ସିଦ୍ଧୁ ୧୬-୨୧, ୧୩-୨୧ ସେଟରେ ଜାପାନର ସାୟାକାଙ୍କଠାରୁ ପରାଜିତ ହୋଇ କୋରିଆ ଓପନରୁ ବିଦାୟ ନେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos