ରିଓ ପ୍ରତିଯୋଗୀଙ୍କଠାରୁ ଦେଶ ବହୁତ କିଛି ଆଶା ରଖିଛି: ଜିତେନ୍ଦ୍ର ସିଂହ

ନୂଆଦିଲ୍ଲୀ:“ଅଗଷ୍ଟରୁ ଆରମ୍ଭ ହେବାକୁ ଥିବା ରିଓ ଅଲିମ୍ପିକ୍ସ ପ୍ରତିଯୋଗୀଙ୍କଠାରୁ ଦେଶବାସୀ ବହୁତ କିଛି ଆଶା ରଖିଛନ୍ତି। ମୁଁ ଜଣେ ଭାରତୀୟ ଭାବେ ପ୍ରତିଯୋଗୀଙ୍କଠାରୁ ବହୁତ ଆଶା ରଖିଛି। ଆଶା କରୁଛି ସେମାନେ ତାହା ପୂରଣ କରିବେ।” ଆଜି ଏହା କହିଛନ୍ତି ସଦ୍ୟ କେନ୍ଦ୍ର କ୍ରୀଡା ମନ୍ତ୍ରୀ ଭାବେ ନିଯୁକ୍ତି ପାଇଥିବା ଜିତେନ୍ଦ୍ର ସିଂହ। ସେ ସମସ୍ତ ପ୍ରତିଯୋଗୀଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି,“ଭାରତ ପରି ଏକ ରାଷ୍ଟ୍ରରେ ବହୁ ଟ୍ୟାଲେଣ୍ଟ ରହିଛନ୍ତି। ସେମାନଙ୍କ ମଧରୁ ଏକାଧିକ ପ୍ରତିଯୋଗିତାରେ ଭାଗ […]

jitender-singh

Rakesh Mallick
  • Published: Sunday, 19 June 2016
  • , Updated: 19 June 2016, 06:15 PM IST

ନୂଆଦିଲ୍ଲୀ:“ଅଗଷ୍ଟରୁ ଆରମ୍ଭ ହେବାକୁ ଥିବା ରିଓ ଅଲିମ୍ପିକ୍ସ ପ୍ରତିଯୋଗୀଙ୍କଠାରୁ ଦେଶବାସୀ ବହୁତ କିଛି ଆଶା ରଖିଛନ୍ତି। ମୁଁ ଜଣେ ଭାରତୀୟ ଭାବେ ପ୍ରତିଯୋଗୀଙ୍କଠାରୁ ବହୁତ ଆଶା ରଖିଛି। ଆଶା କରୁଛି ସେମାନେ ତାହା ପୂରଣ କରିବେ।”

ଆଜି ଏହା କହିଛନ୍ତି ସଦ୍ୟ କେନ୍ଦ୍ର କ୍ରୀଡା ମନ୍ତ୍ରୀ ଭାବେ ନିଯୁକ୍ତି ପାଇଥିବା ଜିତେନ୍ଦ୍ର ସିଂହ।

ସେ ସମସ୍ତ ପ୍ରତିଯୋଗୀଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି,“ଭାରତ ପରି ଏକ ରାଷ୍ଟ୍ରରେ ବହୁ ଟ୍ୟାଲେଣ୍ଟ ରହିଛନ୍ତି। ସେମାନଙ୍କ ମଧରୁ ଏକାଧିକ ପ୍ରତିଯୋଗିତାରେ ଭାଗ ନେବାକୁ ବହୁ ଟ୍ୟାଲେଣ୍ଟ ରିଓ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ସେମାନଙ୍କ ଭବିଷ୍ୟତର ଉତ୍ତରୋତ୍ତର ଉନ୍ନତି କାମନା କରୁଛି। ଗତ ଥର ଭାରତ ୬ଟି ମେଡାଲ ଜିତିଥିଲା ଭାରତ ମୁଁ ଭାବୁଛି ଏଥର ନିଶ୍ଚତ ଭାବେ ଏହା ଦୁଇଗୁଣ ହେବ।”

Related story