ଭାରତକୁ ଜିତୁ ଦେଲେ ଆଉ ଏକ ସ୍ୱର୍ଣ୍ଣ

ନୂଆଦିଲ୍ଲୀ:ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଆଜି ଭାରତକୁ ପୁଣି ଏକ ସ୍ୱର୍ଣ୍ଣ ମିଳିଛି। ୧୦ ମିଟର ଏୟାର ରାଇଫଲ୍‌ ବର୍ଗରେ ଜିତୁ ରାୟ ସ୍ୱର୍ଣ୍ଣ ପଦକ ପାଇଛନ୍ତି। ସେହିପରି ଓମ୍ ମିଥରୱାଲଙ୍କୁ ବ୍ରୋଞ୍ଜ୍ ମିଳିଛି। ବର୍ତ୍ତମାନ ସୁଦ୍ଧା  ଭାରତକୁ ୮ ସ୍ୱର୍ଣ୍ଣ, ୩ ରୌପ୍ୟ ଓ ୪ ବ୍ରୋଞ୍ଜ ସହ ୧୫ଟି ପଦକ ମିଳିଛି। ଗତକାଲି ୧୦ ମିଟର ଏୟାର ପିସ୍ତଲ ବର୍ଗରେ ମନୁ ଭାକେର ସ୍ୱର୍ଣ୍ଣ ଜିତି ଥିବା ବେଳେ ହୀନା ସିଦ୍ଧୁଙ୍କୁ ରୌପ୍ୟ ପଦକ ମିଳିଥିଲା।

shooter

Rakesh Mallick
  • Published: Monday, 09 April 2018
  • , Updated: 09 April 2018, 08:47 AM IST

ନୂଆଦିଲ୍ଲୀ:ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଆଜି ଭାରତକୁ ପୁଣି ଏକ ସ୍ୱର୍ଣ୍ଣ ମିଳିଛି। ୧୦ ମିଟର ଏୟାର ରାଇଫଲ୍‌ ବର୍ଗରେ ଜିତୁ ରାୟ ସ୍ୱର୍ଣ୍ଣ ପଦକ ପାଇଛନ୍ତି। ସେହିପରି ଓମ୍ ମିଥରୱାଲଙ୍କୁ ବ୍ରୋଞ୍ଜ୍ ମିଳିଛି। ବର୍ତ୍ତମାନ ସୁଦ୍ଧା  ଭାରତକୁ ୮ ସ୍ୱର୍ଣ୍ଣ, ୩ ରୌପ୍ୟ ଓ ୪ ବ୍ରୋଞ୍ଜ ସହ ୧୫ଟି ପଦକ ମିଳିଛି।

ଗତକାଲି ୧୦ ମିଟର ଏୟାର ପିସ୍ତଲ ବର୍ଗରେ ମନୁ ଭାକେର ସ୍ୱର୍ଣ୍ଣ ଜିତି ଥିବା ବେଳେ ହୀନା ସିଦ୍ଧୁଙ୍କୁ ରୌପ୍ୟ ପଦକ ମିଳିଥିଲା।

Related story