ଜମ୍ମୁ-କାଶ୍ମୀରରେ ହେବ ୨୦୧୬ ଅନ୍ତର୍ଜାତୀୟ ରଗବୀ ଚମ୍ପିଅନସିପ୍

ଶ୍ରୀନଗର: ୨୦୧୬ ଅନ୍ତର୍ଜାତୀୟ ରଗବୀ ଚମ୍ପିଅନସିପ୍ ଜମ୍ମୁ-କାଶ୍ମୀରରେ ହେବ। ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ମଙ୍ଗଳବାର ଏହି ସୂଚନା ଦେଇଛନ୍ତି ଜମ୍ମୁ-କାଶ୍ମୀରର କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ମୋଲଭି ଇମରାନ୍ ଆନସାରୀ। ଜମ୍ମୁ-କାଶ୍ମୀରର ସ୍ପୋର୍ଟ୍ସ କାଉନସିଲର ୧୩୧ ତମ ଷ୍ଟାଣ୍ଡିଂ କମିଟି ବୈଠକରେ ସେ ଅଧ୍ୟକ୍ଷତା କରିବା ପରେ ଏହି ସୂଚନା ଦେଇଛନ୍ତି। କାଶ୍ମୀର ଉପତ୍ୟାକାରେ ୨୦୧୬ ଦକ୍ଷିଣ ଏସିଆନ୍ ରଗବୀ ୭’ଏସ୍ ଚମ୍ପିଅନସିପ୍ ଆୟୋଜିତ ହେବ। ଏହି କାର୍ଯ୍ୟକ୍ରମକୁ ଆୟୋଜନକୁ ସଫଳ କରିବା ପାଇଁ ସରକାର […]

J&K to host international rugby event next year

Rakesh Mallick
  • Published: Tuesday, 27 October 2015
  • Updated: 27 October 2015, 04:02 PM IST

Sports

Latest News

ଶ୍ରୀନଗର: ୨୦୧୬ ଅନ୍ତର୍ଜାତୀୟ ରଗବୀ ଚମ୍ପିଅନସିପ୍ ଜମ୍ମୁ-କାଶ୍ମୀରରେ ହେବ। ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ମଙ୍ଗଳବାର ଏହି ସୂଚନା ଦେଇଛନ୍ତି ଜମ୍ମୁ-କାଶ୍ମୀରର କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ମୋଲଭି ଇମରାନ୍ ଆନସାରୀ। ଜମ୍ମୁ-କାଶ୍ମୀରର ସ୍ପୋର୍ଟ୍ସ କାଉନସିଲର ୧୩୧ ତମ ଷ୍ଟାଣ୍ଡିଂ କମିଟି ବୈଠକରେ ସେ ଅଧ୍ୟକ୍ଷତା କରିବା ପରେ ଏହି ସୂଚନା ଦେଇଛନ୍ତି। କାଶ୍ମୀର ଉପତ୍ୟାକାରେ ୨୦୧୬ ଦକ୍ଷିଣ ଏସିଆନ୍ ରଗବୀ ୭’ଏସ୍ ଚମ୍ପିଅନସିପ୍ ଆୟୋଜିତ ହେବ। ଏହି କାର୍ଯ୍ୟକ୍ରମକୁ ଆୟୋଜନକୁ ସଫଳ କରିବା ପାଇଁ ସରକାର ପ୍ରସ୍ତୁତ ବୋଲି ସେ କହିଛନ୍ତି। ଏଥିରେ ୮ଟି ଟିମ୍ (ଶ୍ରୀଲଙ୍କା, ପାକିସ୍ତାନ, ଆଫଗାନିସ୍ତାନ, ନେପାଳ, ଭୁଟାନ୍, ବାଙ୍ଗଲାଦେଶ ଓ ଭାରତ)ର ୧୮୦ ଜଣ ପ୍ରତିଯୋଗୀ ଭାଗ ନେବେ। ଏହା ବୈଶାଖୀ ଷ୍ଟାଡିୟମରେ ଆସନ୍ତା ୨୦୧୬ ମସିହା ଜୁନ ୧୮ରୁ ଜୁନ ୨୦ ଯାଏଁ ଅନୁଷ୍ଠିତ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story