ଇଂଲଣ୍ଡ ପେସର୍ ଆର୍ଚରଙ୍କ ସହ ଦୁର୍ବ୍ୟବହାର

ମାଉଣ୍ଟ ମାଉଙ୍ଗାନୁଇ: ଇଂଲଣ୍ଡର ପେସ୍ ବୋଲର ଜୋଫ୍ରା ଆର୍ଚର ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ପ୍ରଥମକ ଟେଷ୍ଟର ଅନ୍ତିମ ଦିବସରେ ନିଜ ଉପରେ ଜାତିଆଣା ଆକ୍ଷେପ ହୋଇଥିବାର ଅଭିଯୋଗ ଆଣିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ମ୍ୟାଚ୍ ପରେ ଡ୍ରେସିଂ ରୁମ୍ ଫେରିବା ସମୟରେ ଜଣେ ଦର୍ଶକ ତାଙ୍କୁ ଗାଳିଗୁଲଜ କରିଥିଲେ। ଆର୍ଚର୍ ଟ୍ୱିଟ୍ ଯୋଗେ ଏହି ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି, ଯେତେବେଳେ ମୁଁ ନିଜ ଟିମକୁ ବଞ୍ଚାଇବା ବ୍ୟାଟିଂ କରୁଥିଲି, ସେହି ସମୟରେ ଜଣେ ଦର୍ଶକ ମୋତେ […]

archer

archer

Ranjit Kumar Jena
  • Published: Monday, 25 November 2019
  • Updated: 25 November 2019, 05:26 PM IST

Sports

Latest News

ମାଉଣ୍ଟ ମାଉଙ୍ଗାନୁଇ: ଇଂଲଣ୍ଡର ପେସ୍ ବୋଲର ଜୋଫ୍ରା ଆର୍ଚର ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ପ୍ରଥମକ ଟେଷ୍ଟର ଅନ୍ତିମ ଦିବସରେ ନିଜ ଉପରେ ଜାତିଆଣା ଆକ୍ଷେପ ହୋଇଥିବାର ଅଭିଯୋଗ ଆଣିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ମ୍ୟାଚ୍ ପରେ ଡ୍ରେସିଂ ରୁମ୍ ଫେରିବା ସମୟରେ ଜଣେ ଦର୍ଶକ ତାଙ୍କୁ ଗାଳିଗୁଲଜ କରିଥିଲେ। ଆର୍ଚର୍ ଟ୍ୱିଟ୍ ଯୋଗେ ଏହି ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି, ଯେତେବେଳେ ମୁଁ ନିଜ ଟିମକୁ ବଞ୍ଚାଇବା ବ୍ୟାଟିଂ କରୁଥିଲି, ସେହି ସମୟରେ ଜଣେ ଦର୍ଶକ ମୋତେ ଜାତିଆଣା ସମ୍ବନ୍ଧିତ ଦୁର୍ବ୍ୟବହାର କରିଥିଲେ।

ଆର୍ଚର ୩୦ ରନର ଇନିଂସ୍ ଖେଳିଥିଲେ ଏବଂ ସେ ସାମ୍ କୁରାନଙ୍କ ସହ ମିଶି ନବମ ୱିକେଟ୍ ପାଇଁ ଅର୍ଦ୍ଧଶତକୀୟ ଭାଗୀଦାରୀ କରିଥିଲେ। କିନ୍ତୁ ସେ ଇଂଲଣ୍ଡକୁ ପରାଜୟରୁ ରକ୍ଷା କରିପାରିନଥିଲେ। ଆର୍ଚରଙ୍କ ଅଭିଯୋଗ ପରେ ନ୍ୟୁଜିଲ୍ୟାଣ୍ଡ୍ କ୍ରିକେଟ୍ ମଧ୍ୟ ପ୍ରତିକ୍ରିୟା ଦେଇଛି।

ନ୍ୟୁଜିଲ୍ୟାଣ୍ଡ୍ କ୍ରିକେଟ୍ ପକ୍ଷରୁ କୁହାଯାଇଛି ଯେ, ବୋର୍ଡ ଆର୍ଚରଙ୍କୁ କ୍ଷମା ମାଗିବା ପାଇଁ ଯୋଗାଯୋଗ କରିବ। ଆର୍ଚରଙ୍କ ପାଇଁ ଆମେ ଦୁଃଖିତ। ମଇଦାନରେ ଉପସ୍ଥିତ ସୁରକ୍ଷାକର୍ମୀ ଏପର୍ଯ୍ୟନ୍ତ ସେହି ବ୍ୟକ୍ତିକୁ ଖୋଜି ପାରିନାହାନ୍ତି। ନ୍ୟୁଜିଲ୍ୟାଣ୍ଡ୍ କ୍ରିକେଟ୍ ସିଭିଟିଭି ଫୁଟେଜର ଯାଞ୍ଚତ କରିବ ଏବଂ ଦୋଷୀକୁ ଖୋଜି ବାହାର କରି ଏହାର ତଦନ୍ତ କରିବ।

ବୋର୍ଡ ପକ୍ଷରୁ ଆହୁରି କୁହାଯାଇଛି ଯେ ନ୍ୟୁଜିଲ୍ୟାଣ୍ଡ୍ କ୍ରିକେଟ୍ ମଇଦାନରେ ଗାଳିଗୁଲଜ କିମ୍ବା ଅଭଦ୍ର ଭାଷାକୁ ସହ୍ୟ କରିବ ନାହିଁ ଏବଂ ଏଭଳି ମାମଲାକୁ ପୁଲିସ୍ ନିକଟକୁ ପଠାଯିବ। ଯଦି ଆର୍ଚରଙ୍କ ସହ ଯୋଗାଯୋଗ ହୁଏ, ତାହେଲେ ଆମେ ନିଶ୍ଚିତ ତାଙ୍କୁ କ୍ଷମା ମାଗିବୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story