ଟିମ୍ ଇଣ୍ଡିଆର ଫିଲ୍ଡିଂ କୋଚ୍ ଦୌଡ଼ରେ ଜଣ୍ଟି ରୋଡ୍ସ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାର ପୂର୍ବତନ କ୍ରିକେଟର୍ ଏବଂ ନିଜ ସମୟର ଅନ୍ୟତମ ଶ୍ରେଷ୍ଠ ଫିଲ୍ଡରଙ୍କ ମଧ୍ୟରୁ ଅନ୍ୟତମ ଜଣ୍ଟି ରୋଡ୍ସ ଭାରତୀୟ କ୍ରିକେଟ୍ ଟିମର ଫିଲ୍ଡିଂ କୋଚ୍ ପାଇଁ ଆବେଦନ କରିଛନ୍ତି। ବିସିସିଆଇର ଜଣେ ସିନିୟର ଅଧିକାରୀ କହିଛନ୍ତି, “ରୋଡ୍ସ ଫିଲ୍ଡିଂ କୋଚ୍ ପାଇଁ ଆବେଦନ କରିଛନ୍ତି। ରୋଡ୍ସ ଏହା ପୂର୍ବରୁ କୌଣସି ଜାତୀୟ ଦଳ ସହ କାମ କରିନାହାନ୍ତି, କିନ୍ତୁ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସକୁ ଗତ ୯ ସିଜନ୍ ହେବ କୋଚିଂ ଦେଇଆସୁଛନ୍ତି। ରୋଡ୍ସଙ୍କ ପାଖରେ […]

jonty

jonty

Ranjit Kumar Jena
  • Published: Thursday, 25 July 2019
  • Updated: 25 July 2019, 04:51 PM IST

Sports

Latest News

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାର ପୂର୍ବତନ କ୍ରିକେଟର୍ ଏବଂ ନିଜ ସମୟର ଅନ୍ୟତମ ଶ୍ରେଷ୍ଠ ଫିଲ୍ଡରଙ୍କ ମଧ୍ୟରୁ ଅନ୍ୟତମ ଜଣ୍ଟି ରୋଡ୍ସ ଭାରତୀୟ କ୍ରିକେଟ୍ ଟିମର ଫିଲ୍ଡିଂ କୋଚ୍ ପାଇଁ ଆବେଦନ କରିଛନ୍ତି।

ବିସିସିଆଇର ଜଣେ ସିନିୟର ଅଧିକାରୀ କହିଛନ୍ତି, "ରୋଡ୍ସ ଫିଲ୍ଡିଂ କୋଚ୍ ପାଇଁ ଆବେଦନ କରିଛନ୍ତି। ରୋଡ୍ସ ଏହା ପୂର୍ବରୁ କୌଣସି ଜାତୀୟ ଦଳ ସହ କାମ କରିନାହାନ୍ତି, କିନ୍ତୁ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସକୁ ଗତ ୯ ସିଜନ୍ ହେବ କୋଚିଂ ଦେଇଆସୁଛନ୍ତି। ରୋଡ୍ସଙ୍କ ପାଖରେ ଜାତୀୟ ଦଳକୁ କୋଚିଂ ଦେବାର ଅଭିଜ୍ଞତା ନଥିଲେ ହେଁ, ସେ ଆଇପିଏଲ୍ ଟିମକୁ କୋଚିଂ ଦେଇଛନ୍ତି। ତେଣୁ ସେ ଭାରତୀୟ ଖେଳାଳିଙ୍କ ଭଲଭାବେ ବୁଝିପାରିଥିବେ।"

ଭାରତୀୟ କୋଚ୍ ହେବାର ନିୟମ ଅନୁଯାୟୀ, ଯଦି କୌଣସି ବ୍ୟକ୍ତି ଅନ୍ତର୍ଜାତୀୟ ଟିମ୍ ସହ କାମ କରିନାହାନ୍ତି, ତାହେଲେ ତାଙ୍କ ପାଖରେ ଅତିକମରେ ଆଇପିଏଲରେ କୋଚିଂ ଦେବାର ଅଭିଜ୍ଞତା ଥିବା ଦରକାର। ତେଣୁ ଏହି ଦୃଷ୍ଟିରୁ ରୋଡ୍ସ ଭାରତୀୟ ଫିଲ୍ଡିଂ ହେବା ପାଇଁ ଯୋଗ୍ୟ। ସୂଚନାଯୋଗ୍ୟ, ବର୍ତ୍ତମାନ ଆର୍ ଶ୍ରୀଧର ଭାରତୀୟ ଟିମର ଫିଲ୍ଡିଂ କୋଚ୍ ଅଛନ୍ତି ଏବଂ ବିଶ୍ୱକପ୍ ଶେଷ ହେବା ପରେ ତାଙ୍କ ଚୁକ୍ତିକୁ ୪୫ ଦିନ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story