ଗଙ୍ଗାରେ ବୁଡ଼ ପକାଇଲେ ଦକ୍ଷିଣ ଆଫ୍ରିକାର ପୂର୍ବତନ କ୍ରିକେଟର୍‌

ନୂଆଦିଲ୍ଲୀ: ବିଶ୍ୱର ଅନ୍ୟତମ ସର୍ବଶ୍ରେଷ୍ଠ ଫିଲ୍ଡର୍ ଦକ୍ଷିଣ ଆଫ୍ରିକାର ଜଣ୍ଟି ରୋଡ୍ସଙ୍କୁ ହିନ୍ଦୁ ଧର୍ମ ଉପରେ ପ୍ରଭାବିତ ହେବାର ଦେଖିବାକୁ ମିଳିଛି। ବୁଧବାର ଜଣ୍ଟି ନିଜର ଟ୍ୱିଟର ହ୍ୟାଣ୍ଡଲରେ ଋଷିକେଶର ଏକ ଫଟୋ ଶେଆର୍ କରିଛନ୍ତି, ଯେଉଁଥିରେ ସେ ଗଙ୍ଗାରେ ବୁଡ଼ ପକାଉଛନ୍ତି। ଜଣ୍ଟି ଏହି ଫଟୋକୁ ପୋଷ୍ଟ କରି ଲେଖିଛନ୍ତି, “ପବିତ୍ର ଗଙ୍ଗା ନଦୀର ଥଣ୍ଡା ଜଳରେ ବୁଡ଼ ଲଗାଇବା ଦ୍ୱାରା ଶାରୀରିକ ଓ ଆଧ୍ୟାତ୍ମିକ ଫାଇଦା ମିଳିଥାଏ।” Benefits of cold water immersion […]

jonty

jonty

Ranjit Kumar Jena
  • Published: Wednesday, 04 March 2020
  • Updated: 04 March 2020, 09:03 PM IST

Sports

Latest News

ନୂଆଦିଲ୍ଲୀ: ବିଶ୍ୱର ଅନ୍ୟତମ ସର୍ବଶ୍ରେଷ୍ଠ ଫିଲ୍ଡର୍ ଦକ୍ଷିଣ ଆଫ୍ରିକାର ଜଣ୍ଟି ରୋଡ୍ସଙ୍କୁ ହିନ୍ଦୁ ଧର୍ମ ଉପରେ ପ୍ରଭାବିତ ହେବାର ଦେଖିବାକୁ ମିଳିଛି। ବୁଧବାର ଜଣ୍ଟି ନିଜର ଟ୍ୱିଟର ହ୍ୟାଣ୍ଡଲରେ ଋଷିକେଶର ଏକ ଫଟୋ ଶେଆର୍ କରିଛନ୍ତି, ଯେଉଁଥିରେ ସେ ଗଙ୍ଗାରେ ବୁଡ଼ ପକାଉଛନ୍ତି। ଜଣ୍ଟି ଏହି ଫଟୋକୁ ପୋଷ୍ଟ କରି ଲେଖିଛନ୍ତି, "ପବିତ୍ର ଗଙ୍ଗା ନଦୀର ଥଣ୍ଡା ଜଳରେ ବୁଡ଼ ଲଗାଇବା ଦ୍ୱାରା ଶାରୀରିକ ଓ ଆଧ୍ୟାତ୍ମିକ ଫାଇଦା ମିଳିଥାଏ।"

ଜଣ୍ଟି ଏହି ଫଟୋ ସହ ତିନି ହ୍ୟାଶ୍ ଟ୍ୟାଗ୍ ଶବ୍ଦର ମଧ୍ୟ ବ୍ୟବହାର କରିଛନ୍ତି। ସେ ମୋକ୍ଷ, ଋଷିକେଶ ଓ ଅନ୍ତର୍ଜାତୀୟ ଯୋଗ ଫେଷ୍ଟିଭାଲ୍ ଶବ୍ଦ ସହ ହ୍ୟାଶ୍ ଟ୍ୟାଗ୍ ବ୍ୟବହାର କରିଛନ୍ତି। ସେ ଗଙ୍ଗା ନଦୀର ଗଭୀର ଜଳରେ ନିଜର ଦୁଇ ହାତ ଯୋଡ଼ି ଛିଡ଼ା ହୋଇଛନ୍ତି। ୫୦ ବର୍ଷୀୟ ଜଣ୍ଟି ବର୍ତ୍ତମାନ ଆଇପିଏଲର ୧୩ଶ ସଂସ୍କରଣ ପାଇଁ ଭାରତରେ ଅଛନ୍ତି। ଏଥର ସେ କିଙ୍ଗସ୍ ଇଲେଭେନ୍ ପଞ୍ଜାବ ଟିମର ଫିଲ୍ଡିଂ କୋଚ୍ ଅଛନ୍ତି।

ଏହା ପୂର୍ବରୁ ସେ ୨୦୦୯ରୁ ୨୦୧୭ ପର୍ଯ୍ୟନ୍ତ ମୁମ୍ବାଇ ଇଣ୍ଡିଆନ୍ସର ଫିଲ୍ଡିଂ କୋଚ୍ ରହିଥିଲେ। ଜଣ୍ଟିଙ୍କ କାର୍ଯ୍ୟକାଳରେ ମୁମ୍ବାଇ ତିନିଥର ଆଇପିଏଲ୍ ଟାଇଟଲ୍ ନିଜ ନାଁରେ କରିଛି। ଦକ୍ଷିଣ ଆଫ୍ରିକା ପକ୍ଷରୁ ୫୨ ଟେଷ୍ଟ ଓ ୨୪୫ ଦିନିକିଆ ଖେଳିଥିବା ଜଣ୍ଟିଙ୍କର ଭାରତ ପ୍ରତି ଗଭୀର ଭଲପାଇବା ରହିଛି। ଭାରତକୁ ସେ ଏତେ ମାତ୍ରାରେ ଭଲ ପାଆନ୍ତି ଯେ ୨୦୧୬ରେ ସେ ନିଜର ନବଜାତ ଝିଅର ନାଁ ମଧ୍ୟ 'ଇଣ୍ଡିଆ' ରଖିଥିଲେ। ଏହାଛଡ଼ା ଜଣ୍ଟି ଭାରତର ସଂସ୍କୃତି, ପରମ୍ପରା ଏବଂ ଐତିହ୍ୟକୁ ଖୁବ୍ ପ୍ରଶଂସା ମଧ୍ୟ କରନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story