ପୁଣି ହାରିଲା କଳିଙ୍ଗ ଲାନସର୍ସ, ରାଞ୍ଚି ରେଜ୍‌ଠାରୁ ୩-୨ରେ ପରାସ୍ତ

ଭୁବନେଶ୍ୱର: ହକି ଇଣ୍ଡିଆନ୍ ଲିଗ୍‌ରେ ସୋମବାର ପୁଣି ହାରିଗଲା କଳିଙ୍ଗ ଲାନସର୍ସ। ଗତକାଲି ପଞ୍ଜାବ ୱାରିୟର୍ସଠାରୁ ହାରିଥିବା କଳିଙ୍ଗ ଲାନସର୍ସ ଆଜି ରାଞ୍ଚି ରେଜ୍‌ଠାରୁ ହାରି ଯାଇଛି। ଦଳ ଘରୋଇ ପିଚ୍‌ରେ ରାଞ୍ଚିଠାରୁ ୩-୨ରେ ହାରି ଯାଇଛି। ଗତକାଲି ପଞ୍ଜାବ ୱାରିୟର୍ସଠାରୁ ୪-୧ରେ ହାରିଥିଲା। ଆଜିର ପରାଜୟ ସହିତ ଚଳିତ ହକି ଇଣ୍ଡିଆନ୍ ଲିଗରେ  କଳିଙ୍ଗ ଲାନସର୍ସ ସହିତ ଘରୋଇ ପିଚ୍‌ରେ ତିନିଟି ମ୍ୟାଚ୍ ହାରିଛି। ଦଳ ୮ଟି ମ୍ୟାଚ୍ ଖେଳି ୪ଟି ଜିତି ଥିବା ବେଳେ […]

kalinga lancer

kalinga lancer

Rakesh Mallick
  • Published: Monday, 08 February 2016
  • Updated: 08 February 2016, 02:34 PM IST

Sports

Latest News

ଭୁବନେଶ୍ୱର: ହକି ଇଣ୍ଡିଆନ୍ ଲିଗ୍‌ରେ ସୋମବାର ପୁଣି ହାରିଗଲା କଳିଙ୍ଗ ଲାନସର୍ସ। ଗତକାଲି ପଞ୍ଜାବ ୱାରିୟର୍ସଠାରୁ ହାରିଥିବା କଳିଙ୍ଗ ଲାନସର୍ସ ଆଜି ରାଞ୍ଚି ରେଜ୍‌ଠାରୁ ହାରି ଯାଇଛି। ଦଳ ଘରୋଇ ପିଚ୍‌ରେ ରାଞ୍ଚିଠାରୁ ୩-୨ରେ ହାରି ଯାଇଛି। ଗତକାଲି ପଞ୍ଜାବ ୱାରିୟର୍ସଠାରୁ ୪-୧ରେ ହାରିଥିଲା। ଆଜିର ପରାଜୟ ସହିତ ଚଳିତ ହକି ଇଣ୍ଡିଆନ୍ ଲିଗରେ  କଳିଙ୍ଗ ଲାନସର୍ସ ସହିତ ଘରୋଇ ପିଚ୍‌ରେ ତିନିଟି ମ୍ୟାଚ୍ ହାରିଛି।

ଦଳ ୮ଟି ମ୍ୟାଚ୍ ଖେଳି ୪ଟି ଜିତି ଥିବା ବେଳେ ୪ଟିରେ ପରାଜିତ ହୋଇଛି। ଏହା ସହିତ ଦଳ ୨୨ ପଏଣ୍ଟ୍ ପାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story