ଭୁବନେଶ୍ୱରରେ ଏସିଆନ୍‌ ଆଥଲେଟିକ୍‌ ଚାମ୍ପିୟନସିପ୍‌ ପାଇଁ ରାସ୍ତା ସଫା

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଏସିଆନ୍‌ ଆଥଲେଟିକ୍‌ ଚାମ୍ପିୟନସିପ୍‌ ଅନୁଷ୍ଠିତ ହେବା ଏକପ୍ରକାର ସ୍ପଷ୍ଟ ହୋଇଯାଇଛି । ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ ଇଭେଣ୍ଟରେ ଦେଖିବାକୁ ମିଳିବ ବିସ୍ୱସ୍ତରୀୟ ଖେଳାଳିମାନଙ୍କୁ । ଆଜି ଏସିଆନ ଆଥଲେଟିକ୍‌ ଆସୋସିଏସନ  ଏବଂ ଆଥଲେଟିକ୍‌ ଫେଡେରେସନ୍‌ ଅଫ୍‌ ଇଣ୍ଡିଆର ଅଧିକାରୀ ଷ୍ଟାଡିୟମ ଅନୁଧ୍ୟାନ କରିବା ସହ ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା କରିଛନ୍ତି ।  ଷ୍ଟାଡିୟମକୁ ନେଇ ସେମାନେ ସନ୍ତୋଷ ପ୍ରକାଶ କରିଛନ୍ତି । ଷ୍ଟାଡିୟମରେ ନୂଆ ସିନ୍ଥେଟିକ୍‌ ଟ୍ରାକ୍‌ ପଡିବା କାମ […]

athlateci-kalinga-stadium

athlateci-kalinga-stadium

Rakesh Mallick
  • Published: Thursday, 09 March 2017
  • Updated: 10 March 2017, 07:24 AM IST

Sports

Latest News

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଏସିଆନ୍‌ ଆଥଲେଟିକ୍‌ ଚାମ୍ପିୟନସିପ୍‌ ଅନୁଷ୍ଠିତ ହେବା ଏକପ୍ରକାର ସ୍ପଷ୍ଟ ହୋଇଯାଇଛି । ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ ଇଭେଣ୍ଟରେ ଦେଖିବାକୁ ମିଳିବ ବିସ୍ୱସ୍ତରୀୟ ଖେଳାଳିମାନଙ୍କୁ । ଆଜି ଏସିଆନ ଆଥଲେଟିକ୍‌ ଆସୋସିଏସନ  ଏବଂ ଆଥଲେଟିକ୍‌ ଫେଡେରେସନ୍‌ ଅଫ୍‌ ଇଣ୍ଡିଆର ଅଧିକାରୀ ଷ୍ଟାଡିୟମ ଅନୁଧ୍ୟାନ କରିବା ସହ ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା କରିଛନ୍ତି ।  ଷ୍ଟାଡିୟମକୁ ନେଇ ସେମାନେ ସନ୍ତୋଷ ପ୍ରକାଶ କରିଛନ୍ତି । ଷ୍ଟାଡିୟମରେ ନୂଆ ସିନ୍ଥେଟିକ୍‌ ଟ୍ରାକ୍‌ ପଡିବା କାମ ଏବେ ଯୋରସୋରରେ ଚାଲିଥିବା ବେଳେ ଫ୍ଲଡ ଲାଇଟ୍ ବ୍ୟବସ୍ଥ ମଧ୍ୟ ଖୁବ ସିଘ୍ର କରାଯିବ । ଆସନ୍ତା ଜୁଲାଇ ପ୍ରଥମ ସପ୍ତାହରେ ଏହି ପ୍ରତିଯୋଗିତା ହେବାକୁ ସ୍ଥିର କରାଯାଇଛି

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos