ବିଶ୍ୱ ହକି ଲିଗ୍‌ ପାଇଁ କଳିଙ୍ଗ ଷ୍ଟାଡିୟମର ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାକାଲିଠୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରୁ ଆରମ୍ଭ ହେଉଛି ହକି ୱାଲର୍ଡ ଲିଗ୍ ଫାଇନାଲ। ଏଥିପାଇଁ ସବୁଠି ହକି ଫିଭର୍। ପଡିଆକୁ ଓହ୍ଲାଇବେ ବିଶ୍ୱର ବଛା ବଛା ୮ଟି ଶ୍ରେଷ୍ଠ ଦଳ। ହକି ୱାର୍ଲ୍ଡ ଲିଗ୍ ପାଇଁ କଳିଙ୍ଗ ଷ୍ଟାଡିୟମରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। କଳିଙ୍ଗ ଷ୍ଟାଡିୟମ ଯାଇ ସୁରକ୍ଷାର ତଦାରଖ କରିଛନ୍ତି ଡିଜିପି ଡଃ. ରାଜେନ୍ଦ୍ର ପ୍ରସାଦ ଶର୍ମା। ସମସ୍ତ ଖେଳାଳି ଓ ଅଫିସିଆଲଙ୍କ ପାଇଁ ସୁରକ୍ଷା କଡ଼ାକଡ଼ି କରାଯାଇଥିବା ଡିଜିପି କହିଛନ୍ତି। […]

police

police

Rakesh Mallick
  • Published: Thursday, 30 November 2017
  • Updated: 30 November 2017, 08:55 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାକାଲିଠୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରୁ ଆରମ୍ଭ ହେଉଛି ହକି ୱାଲର୍ଡ ଲିଗ୍ ଫାଇନାଲ। ଏଥିପାଇଁ ସବୁଠି ହକି ଫିଭର୍। ପଡିଆକୁ ଓହ୍ଲାଇବେ ବିଶ୍ୱର ବଛା ବଛା ୮ଟି ଶ୍ରେଷ୍ଠ ଦଳ। ହକି ୱାର୍ଲ୍ଡ ଲିଗ୍ ପାଇଁ କଳିଙ୍ଗ ଷ୍ଟାଡିୟମରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। କଳିଙ୍ଗ ଷ୍ଟାଡିୟମ ଯାଇ ସୁରକ୍ଷାର ତଦାରଖ କରିଛନ୍ତି ଡିଜିପି ଡଃ. ରାଜେନ୍ଦ୍ର ପ୍ରସାଦ ଶର୍ମା। ସମସ୍ତ ଖେଳାଳି ଓ ଅଫିସିଆଲଙ୍କ ପାଇଁ ସୁରକ୍ଷା କଡ଼ାକଡ଼ି କରାଯାଇଥିବା ଡିଜିପି କହିଛନ୍ତି। ଏଥିସହ ଦର୍ଶକ ସମସ୍ତ କଟକଣା ମାନି ମ୍ୟାଚ ଉପଭୋଗ କରିବାକୁ ପରାମର୍ଶ ଦେଇଛନ୍ତି। ଷ୍ଟାଡ଼ିୟମ ତଦାରଖ ବେଳେ ପୋଲିସ କମିଶନର ୱାଇ.ବି ଖୁରାନିଆ ଓ ଡିସିପି ସତ୍ୟବ୍ରତ ଭୋଇ ମଧ୍ୟ ଉପସ୍ଥିତ ରହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story