ମୁମ୍ୱାଇ: କୋଲକତା ନାଇଟ୍ ରାଇଡସ୍ (କେକେଆର) ମାଲିକ ଶାହାରୁଖ୍ ଖାନଙ୍କୁ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶଳାୟ) ନୋଟିସ ଜାରି କରିଛି। ଶାହାରୁଖ କମ୍ ମୂଲ୍ୟରେ କେକେଆରର ଶେୟାର ବିକ୍ରି କରିଥିବା ଅଭିଯୋଗ ଆସିବା ପରେ ଇଡି ଏପରି ନୋଟିସ ଜାରି କରିଛନ୍ତି।
ବିଦେଶ ମୁଦ୍ର ଉଲ୍ଲଂଘନ ମାମଲାରେ ପ୍ରାୟ ୫ ମାସ ପୂର୍ବରୁ ଇଡି ଶାହାରୁଖ୍ ଖାନଙ୍କ ସହ ଜୁହି ଚାୱଲା ଏବଂ ତାଙ୍କ ସ୍ୱାମୀ ଜୟ ମେହତାଙ୍କୁ ହଜାର ହେବାକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ଥରଟିଏ ବି ଶାହାରୁଖ ଇନଫୋରସମେଣ୍ଟ ଡାଇରେକ୍ଟର ଅଧିକାରୀଙ୍କୁ ସାକ୍ଷାତ କରିବାକୁ ମୁମ୍ବାଇରେ ଥିବା ଅଫିସକୁ ଯାଇ ନ ଥିଲେ। ଇଡି କାର୍ଯ୍ୟାଳୟ ପକ୍ଷରୁ ଜୟ ମେହତାଙ୍କୁ ପଚରାଉଚାର କରାଯାଇ ବୟାନ ରେକର୍ଡ ହୋଇଛି। ଶାହାରୁଖଙ୍କ ଦ ନାଇଟ ରାଇଡର୍ସ ସ୍ପୋର୍ଟସ ପ୍ରାଇଭେଟ ଲିମିଟେଡ କମ୍ପାନୀ ବିଦେଶୀ ପ୍ରବନ୍ଧନ ଅଧିନିୟମର ଉଲ୍ଲଂଘନ କରିଥିବା ସନ୍ଦେହ କରାଯାଉଛି। ଜୟ ମେହତାଙ୍କ ବିଦେଶୀ କମ୍ପାନୀ ସି ଆଇଲ୍ୟାଣ୍ଡ ଇନଭେଷ୍ଟମେଣ୍ଟ ଲିମିଟେଡ ସହ ଟ୍ରାନ୍ସଫର ଡିଲ୍ ବେଳେ ଶାହାରୁଖ ନିଜ ଶେୟାର ମୂଲ୍ୟ କମ କରିଦେଇଥିବା ଅଭିଯୋଗ ହୋଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Viral
ବର ବେକରୁ ଟଙ୍କା ନେଇ ଛୁ ମାରିଲା ଚୋର, ତା' ପରେ...
ବ୍ୟାଣ୍ଡ୍ ପାର୍ଟି ସହ ବରଯାତ୍ରୀଙ୍କୁ ନେଇ କନିଆଁ ଘରକୁ ଯିବା ସମୟରେ ବର ବେକରୁ ଟଙ୍କା ମାଳ ନେଇ ଛୁ ମାରିଥିଲା ଜଣେ ଚୋର।
National
ଇସ୍ତଫା ଦେଲେ ମହାରାଷ୍ଟ୍ରର କଂଗ୍ରେସ ଅଧ୍ୟକ୍ଷ ନାନା ପଟୋଲେ!
ମହାରାଷ୍ଟ୍ର ନିର୍ବାଚନରେ କଂଗ୍ରେସର ବଡ଼ ପରାଜୟ ପରେ ସେ ନିଜ ପଦରୁ ଇସ୍ତଫା ଦେଇଥିବା ନେଇ ଚର୍ଚ୍ଚା ହେଉଛି।
National
କିଏ ହେବ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ? ଫଡନାବିସଙ୍କୁ ସମର୍ଥନ କଲେ ଅଜିତ ପାଓ୍ୱାର
ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଆସନରେ କିଏ ବସିବ ତାକୁ ନେଇ ଜାରି ରହିଛି ସସ୍ପେନ୍ସ। ଏହାରି ଭିତରେ ଦିଲ୍ଲୀ ଅଭିମୁଖେ ଗସ୍ତ କରିଛନ୍ତି ଦେବେନ୍ଦ୍ର ଫଡନାବସ, ଅଜିତ ପାଓ୍ୱାର ଓ ଏକନାଥ ସିନ୍ଦେ।
National
ଜୀବନ ନେଲା ଗୁଗୁଲ ମ୍ୟାପ୍, ଅଧା ଗଢ଼ା ପୋଲରୁ ଖସି ପଡ଼ିଲା କାର୍
ଏକ ବିବାହ ଭୋଜରେ ଯୋଗ ଦେବା ପାଇଁ ୩ ଜଣକ ସାଙ୍ଗ ଗୁରୁଗ୍ରାମରୁ ରାଇବରେଲିକୁ କାର୍ ଯୋଗେ ବାହାରିଥିଲେ। ତେବେ ଠିକଣା ସ୍ଥାନରେ ପହଞ୍ଚିବା ପାଇଁ ଏମାନେ ଗୁଗୁଲ ମ୍ୟାପ୍ର ସାହାରା ନେଇଥିଲେ।
National
ମସଜିଦ ସର୍ଭେକୁ ନେଇ ଥମୁନି ହିଂସା: ୪ ମୃତ, ସ୍କୁଲ ବନ୍ଦ
ହିଂସା ପରେ ସମ୍ଭଲ ଏବଂ ଏହାର ଆଖପାଖ ଅଞ୍ଚଳରେ ଇଣ୍ଟରନେଟ୍ ସେବା ବନ୍ଦ ରଖାଯାଇଛି। ସେହିପରି ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲଗୁଡ଼ିକୁ ଆଜି ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।