ଧୋନୀଙ୍କ ସମର୍ଥନରେ ବାହାରିଲେ କପିଲ, ଦେଲେ ସଚିନଙ୍କ ଉଦାହରଣ

ପୁନେ: ନ୍ୟୁଜିଲାଣ୍ଡ ବିପକ୍ଷ ଟି-ଟ୍ୱେଣ୍ଟି ସିରିଜ୍‌ ପରେ ମହେନ୍ଦ୍ର ସିଂହ ଧୋନୀଙ୍କ ପ୍ରଦର୍ଶନ ଉପରେ ପ୍ରଶ୍ନ ଉଠାଇଥିଲେ କିଛି ପୂର୍ବତନ କ୍ରିକେଟର। ସେମାନଙ୍କ ମଧ୍ୟରେ ଥିଲେ ସୌରଭ ଗାଙ୍ଗୁଲି, ଲକ୍ଷ୍ମଣ ଓ ଅଜିତ ଅଗରକର। ଟ୍ୱେଣ୍ଟି ଟ୍ୱେଣ୍ଟିରେ ଧୋନିଙ୍କ ପ୍ରଦର୍ଶନ ଆଉ ଭଲ ରହୁନଥିବା ଯୋଗୁଁ ଟିମ୍ ଇଣ୍ଡିଆ ତାଙ୍କର ବିକଳ୍ପ ଖୋଜୁ ବୋଲି ଗାଙ୍ଗୁଲି କହିଥିଲେ। ତେବେ ଧୋନୀଙ୍କ ସମର୍ଥନରେ ବାହାରିଛନ୍ତି ଭାରତୀୟ ଦଳର ପୂର୍ବତନ ଅଧିନାୟକ କପିଲ ଦେବ। ସେ କହିଛନ୍ତି,“୨୦୨୦ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ […]

kapil

kapil

Rakesh Mallick
  • Published: Sunday, 12 November 2017
  • Updated: 12 November 2017, 01:19 PM IST

Sports

Latest News

ପୁନେ: ନ୍ୟୁଜିଲାଣ୍ଡ ବିପକ୍ଷ ଟି-ଟ୍ୱେଣ୍ଟି ସିରିଜ୍‌ ପରେ ମହେନ୍ଦ୍ର ସିଂହ ଧୋନୀଙ୍କ ପ୍ରଦର୍ଶନ ଉପରେ ପ୍ରଶ୍ନ ଉଠାଇଥିଲେ କିଛି ପୂର୍ବତନ କ୍ରିକେଟର। ସେମାନଙ୍କ ମଧ୍ୟରେ ଥିଲେ ସୌରଭ ଗାଙ୍ଗୁଲି, ଲକ୍ଷ୍ମଣ ଓ ଅଜିତ ଅଗରକର। ଟ୍ୱେଣ୍ଟି ଟ୍ୱେଣ୍ଟିରେ ଧୋନିଙ୍କ ପ୍ରଦର୍ଶନ ଆଉ ଭଲ ରହୁନଥିବା ଯୋଗୁଁ ଟିମ୍ ଇଣ୍ଡିଆ ତାଙ୍କର ବିକଳ୍ପ ଖୋଜୁ ବୋଲି ଗାଙ୍ଗୁଲି କହିଥିଲେ। ତେବେ ଧୋନୀଙ୍କ ସମର୍ଥନରେ ବାହାରିଛନ୍ତି ଭାରତୀୟ ଦଳର ପୂର୍ବତନ ଅଧିନାୟକ କପିଲ ଦେବ।

ସେ କହିଛନ୍ତି,“୨୦୨୦ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ଧୋନୀ ପ୍ରମୁଖ ଭୂମିକା ଗ୍ରହଣ କରିବେ ବୋଲି ମୋର ଆଶା। ସେତେବେଳକୁ ସେ ୪୦ ବର୍ଷ ପାଖାପାଖି ହୋଇଯାଇଥିବେ। ତଥାପି ତାଙ୍କ ପ୍ରଦର୍ଶନ ଉପରେ ବୟସ କିଛି ଫରକ ପକାଇବ ନାହିଁ ବୋଲି ମୋର ଆଶା।”

ଧୋନୀଙ୍କ ସମାଲୋଚକମାନଙ୍କୁ ଇଙ୍ଗିତ କରି କପିଲ କହିଛନ୍ତି,“ମୁଁ ବୁଝିପାରୁନି କାହିଁକି ଏତେ ଲୋକ ତାଙ୍କ ପଛରେ ପଡ଼ିଛନ୍ତି। ଅଳ୍ପ କିଛି ମ୍ୟାଚ୍‌ରେ ଖରାପ ପ୍ରଦର୍ଶନ ଯୋଗୁଁ ଏମିତି ସମାଲୋଚନା କରାଯିବା ଉଚିତ ନୁହେଁ। ସଚିନଙ୍କୁ ଯେତେବେଳେ ୩୮ ବର୍ଷ ହୋଇଥିଲା ଆମେ ବିଶ୍ୱ କପ୍ ଜିତି ଥିଲୁ। କିନ୍ତୁ ସେତେବେଳେ ତାଙ୍କୁ କେହି କିଛି କହି ନଥିଲେ।”

ନିକଟରେ କିଛି ଅନ୍ତଜାର୍ତୀୟ ଟ୍ୱେଣ୍ଟି ଟ୍ୱେଣ୍ଟି ମ୍ୟାଚ୍‌ରେ ଧୋନୀଙ୍କ ପ୍ରଦର୍ଶନ ଭଲ ନଥିବା ଯୋଗୁଁ ତାଙ୍କୁ ଦଳରୁ ବାଦ ଦେବାକୁ ଅନେକ ଲୋକ ମତ ଦେଉଛନ୍ତି। ତେବେ ଧୋନୀଙ୍କୁ ଅଧିନାୟକ ବିରାଟ କୋହଲି ଓ କୋଚ୍ ରବି ଶାସ୍ତ୍ରୀ ସମର୍ଥନ କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story