ପୂର୍ବତନ ସାଂସଦ ତଥା ରଣଜୀ ଖେଳାଳି କପିଲ ସେଠ୍‌ଙ୍କ ପରଲୋକ

ଭୋପାଳ: ୩୬ ବର୍ଷ ବୟସରେ ପୂର୍ବତନ ସାଂସଦ ତଥା ମଧ୍ୟପ୍ରଦେଶର ପୂର୍ବତନ କ୍ରିକେଟର କପିଲ ସେଠ୍‌ଙ୍କର ଆଜି ଦେହାନ୍ତ ହୋଇଯାଇଛି। ମଧ୍ୟପ୍ରଦେଶ କ୍ରିକେଟ ଆସୋସିଏସନ୍‌ (ଏମ୍‌ପିସିଏ)ପକ୍ଷରୁ ମିଳିଥିବା ସୂଚନା ମୁତାବକ ଏହି କ୍ରିକେଟର ଜଣେ ‘ହେପାଟାଇଟିସ୍‌-ବି’ରେ ଆକ୍ରାନ୍ତ ଥିଲେ। ସେ ଗୋଟିଏ ପ୍ରଥମ ଶ୍ରେଣୀ ମ୍ୟାଚ୍‌ ଖେଳି ଅପରାଜିତ ୧୨୫ ରନ୍ କରିଥିବା ବେଳେ ଗୋଟିଏ ଲିଷ୍ଟ-ଏ ରଣଜୀ ମ୍ୟାଚ୍‌ ଖେଳିଛନ୍ତି।

kapil seth

Rakesh Mallick
  • Published: Sunday, 03 July 2016
  • , Updated: 03 July 2016, 05:46 PM IST

ଭୋପାଳ: ୩୬ ବର୍ଷ ବୟସରେ ପୂର୍ବତନ ସାଂସଦ ତଥା ମଧ୍ୟପ୍ରଦେଶର ପୂର୍ବତନ କ୍ରିକେଟର କପିଲ ସେଠ୍‌ଙ୍କର ଆଜି ଦେହାନ୍ତ ହୋଇଯାଇଛି।

ମଧ୍ୟପ୍ରଦେଶ କ୍ରିକେଟ ଆସୋସିଏସନ୍‌ (ଏମ୍‌ପିସିଏ)ପକ୍ଷରୁ ମିଳିଥିବା ସୂଚନା ମୁତାବକ ଏହି କ୍ରିକେଟର ଜଣେ ‘ହେପାଟାଇଟିସ୍‌-ବି’ରେ ଆକ୍ରାନ୍ତ ଥିଲେ।

ସେ ଗୋଟିଏ ପ୍ରଥମ ଶ୍ରେଣୀ ମ୍ୟାଚ୍‌ ଖେଳି ଅପରାଜିତ ୧୨୫ ରନ୍ କରିଥିବା ବେଳେ ଗୋଟିଏ ଲିଷ୍ଟ-ଏ ରଣଜୀ ମ୍ୟାଚ୍‌ ଖେଳିଛନ୍ତି।

Related story