ମେ’ ୭ ରୁ କଟକରେ ସର୍ବଭାରତୀୟ କରାଟେ ଟ୍ରେନିଂ ଶିବିର

କଟକ: ଆସନ୍ତା ୭ ଓ ୮ ତାରିଖରେ କଟକରେ ଅନୁଷ୍ଠିତ ହେବ ସର୍ବଭାରତୀୟ କରାଟେ ଟ୍ରେନିଂ ଶିବିର। ଜାପାନର କରାଟେ ପ୍ରଶିକ୍ଷକ ଶିହାନ ହିରୋସୀ ଓତା ଖେଳାଳିଙ୍କୁ ଦୁଇଦିନ ଧରି ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଟ୍ରେନିଂ ଦେବେ। ନ୍ୟାସ୍‌ନାଲ୍‌ ସୁଟୋକନ୍ କରାଟେ ଫେଡେରେସନ୍ ପକ୍ଷରୁ ଆୟୋଜିତ ଏହି ଟ୍ରେନିଂ କ୍ୟାମ୍ପରେ ରାଜ୍ୟ ଓ ରାଜ୍ୟ ବାହାରର ପ୍ରାୟ ୧୫୦ ପ୍ରତିଯୋଗି ଅଂଶଗ୍ରହଣ କରିବେ। ଦୀର୍ଘ ୧୯ ବର୍ଷ ପରେ କଟକରେ ସର୍ବଭାରତୀୟ କରାଟେ ଟ୍ରେନିଂ କ୍ୟାମ୍ପ୍ ହେଉଥିବା ଆୟୋଜକଙ୍କ […]

karate

Rakesh Mallick
  • Published: Wednesday, 04 May 2016
  • , Updated: 04 May 2016, 11:04 AM IST

କଟକ: ଆସନ୍ତା ୭ ଓ ୮ ତାରିଖରେ କଟକରେ ଅନୁଷ୍ଠିତ ହେବ ସର୍ବଭାରତୀୟ କରାଟେ ଟ୍ରେନିଂ ଶିବିର। ଜାପାନର କରାଟେ ପ୍ରଶିକ୍ଷକ ଶିହାନ ହିରୋସୀ ଓତା ଖେଳାଳିଙ୍କୁ ଦୁଇଦିନ ଧରି ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଟ୍ରେନିଂ ଦେବେ। ନ୍ୟାସ୍‌ନାଲ୍‌ ସୁଟୋକନ୍ କରାଟେ ଫେଡେରେସନ୍ ପକ୍ଷରୁ ଆୟୋଜିତ ଏହି ଟ୍ରେନିଂ କ୍ୟାମ୍ପରେ ରାଜ୍ୟ ଓ ରାଜ୍ୟ ବାହାରର ପ୍ରାୟ ୧୫୦ ପ୍ରତିଯୋଗି ଅଂଶଗ୍ରହଣ କରିବେ। ଦୀର୍ଘ ୧୯ ବର୍ଷ ପରେ କଟକରେ ସର୍ବଭାରତୀୟ କରାଟେ ଟ୍ରେନିଂ କ୍ୟାମ୍ପ୍ ହେଉଥିବା ଆୟୋଜକଙ୍କ ପକ୍ଷରୁ ଏକ ସାମ୍ୱାଦିକ ସମ୍ମିଳନୀରେ କୁହାଯାଇଛି।

Related story