ଦୁଲୀପ ଟ୍ରଫି ଫାଇନାଲରେ ଇଣ୍ଡିଆ ରେଡ୍

ବେଙ୍ଗାଲୁରୁ: ଆଲୁରର କେଏସସିଏ ଷ୍ଟାଡିୟମରେ ଚାଲିଥିବା ଇଣ୍ଡିଆ ରେଡ୍ ଓ ଇଣ୍ଡିଆ ବ୍ଲୁ ଦୁଲୀପ ଟ୍ରଫି ମ୍ୟାଚ୍ ଡ୍ର’ରେ ଶେଷ ହୋଇଛି। ତେବେ ପ୍ରଥମ ଇନିଂସ୍ ଅଗ୍ରଣୀ ଭିତ୍ତିରେ ଇଣ୍ଡିଆ ରେଡ୍ ୨ ପଏଣ୍ଟ ପାଇ ଫାଇନାଲରେ ସ୍ଥାନ ପକ୍କା କରିଛି। ଉକ୍ତ ମ୍ୟାଚରେ ଇଣ୍ଡିଆ ରେଡ୍ ପ୍ରଥମ ଇନିଂସରେ ୨୮୫ ରନ୍ କରି ଅଲଆଉଟ୍ ହୋଇଥିବା ବେଳେ ଇଣ୍ଡିଆ ବ୍ଲୁ ୨୫୫ ରନ୍ କରିଥିଲା। ଫଳରେ ଇଣ୍ଡିଆ ରେଡ୍ ୩୦ ରନର ମହତ୍ତ୍ୱପୂର୍ଣ୍ଣ ଅଗ୍ରଣୀ ହାସଲ […]

karun-nair

karun-nair

Ranjit Kumar Jena
  • Published: Monday, 26 August 2019
  • Updated: 26 August 2019, 08:47 PM IST

Sports

Latest News

ବେଙ୍ଗାଲୁରୁ: ଆଲୁରର କେଏସସିଏ ଷ୍ଟାଡିୟମରେ ଚାଲିଥିବା ଇଣ୍ଡିଆ ରେଡ୍ ଓ ଇଣ୍ଡିଆ ବ୍ଲୁ ଦୁଲୀପ ଟ୍ରଫି ମ୍ୟାଚ୍ ଡ୍ର'ରେ ଶେଷ ହୋଇଛି। ତେବେ ପ୍ରଥମ ଇନିଂସ୍ ଅଗ୍ରଣୀ ଭିତ୍ତିରେ ଇଣ୍ଡିଆ ରେଡ୍ ୨ ପଏଣ୍ଟ ପାଇ ଫାଇନାଲରେ ସ୍ଥାନ ପକ୍କା କରିଛି।

ଉକ୍ତ ମ୍ୟାଚରେ ଇଣ୍ଡିଆ ରେଡ୍ ପ୍ରଥମ ଇନିଂସରେ ୨୮୫ ରନ୍ କରି ଅଲଆଉଟ୍ ହୋଇଥିବା ବେଳେ ଇଣ୍ଡିଆ ବ୍ଲୁ ୨୫୫ ରନ୍ କରିଥିଲା। ଫଳରେ ଇଣ୍ଡିଆ ରେଡ୍ ୩୦ ରନର ମହତ୍ତ୍ୱପୂର୍ଣ୍ଣ ଅଗ୍ରଣୀ ହାସଲ କରିଥିଲା। ଇଣ୍ଡିଆ ରେଡ୍ ଦ୍ୱିତୀୟ ଇନିଂସରେ ୬ ୱିକେଟ୍ ହରାଇ ୨୯୭ ରନ୍ କରି ପାଳି ଘୋଷଣା କରିଥିଲା।

ମ୍ୟାଚର ଚତୁର୍ଥ ଦିବସରେ ଇଣ୍ଡିଆ ତା'ର ପୂର୍ବଦିନର ସ୍କୋର ୯୩/୨ରୁ ଖେଳ ଆରମ୍ଭ କରିଥିଲା। ପ୍ରଥମ ଇନିଂସରେ ଶତକରୁ ବଞ୍ଚିତ ହୋଇଥିବା କରୁଣ ନାୟର୍ ଦ୍ୱିତୀୟ ଇନିଂସରେ ଶତକ ହାସଲ କରିଥିଲେ। କରୁଣ ଓ କାଲସି ତୃତୀୟ ୱିକେଟ୍ ପାଇଁ ୧୫୭ ରନର ଭାଗୀଦାରୀ କରିଥିଲେ। କରୁଣ ୨୨୩ ବଲରେ ୧୯ ଚୌକା ଓ ୧ ଛକା ସହ ୧୬୬ ରନ୍ କରି ଅପରାଜିତ ଥିବା ବେଳେ କାଲସି ୬୪ ରନ୍ କରି ଆଉଟ୍ ହୋଇଥିଲେ। ଇଣ୍ଡିଆ ବ୍ଲୁ ପକ୍ଷରୁ ଜଲଜ ସାକ୍ସେନା ୪ଟି ୱିକେଟ୍ ନେଇଥିଲେ। କରୁଣ ପ୍ରଥମ ଇନିଂସରେ ୯୯ ରନ୍ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story