ବିଶ୍ୱକପ୍ ପାଇଁ କରୁଣାରତ୍ନେ ଶ୍ରୀଲଙ୍କା କ୍ୟାପଟେନ୍

କଲମ୍ବୋ: ଇଂଲଣ୍ଡରେ ହେବାକୁଥିବା ଆଇସିସି ବିଶ୍ୱକପ୍ ପାଇଁ ଶ୍ରୀଲଙ୍କା କ୍ରିକେଟ୍ (ଏସଏଲସି) ଦିମୁଥ କରୁଣାରତ୍ନେଙ୍କୁ ଦିନିକିଆ ଟିମର କ୍ୟାପଟେନ୍ ଭାବେ ନିଯୁକ୍ତ କରିଛି। ତେବେ ଶ୍ରୀଲଙ୍କା ବିଶ୍ୱକପ୍ ପାଇଁ ଏପର୍ଯ୍ୟନ୍ତ ଟିମ୍ ଘୋଷଣା କରିନାହିଁ। ୩୦ ବର୍ଷୀୟ କରୁଣାରତ୍ନେ ୨୦୧୫ ବିଶ୍ୱକପ୍ ପରେ ଶ୍ରୀଲଙ୍କା ପକ୍ଷରୁ ଗୋଟିଏ ବି ଦିନିକିଆ ଖେଳିନାହାନ୍ତି। ଏଭଳି ସ୍ଥିତିରେ ତାଙ୍କୁ ଟିମର ଅଧିନାୟକ ଭଳି ବଡ଼ ଦାୟିତ୍ୱ ଦେବା ସମସ୍ତଙ୍କୁ ଚକିତ କରିଛି। ସେ ଶ୍ରୀଲଙ୍କା ପକ୍ଷରୁ ମାତ୍ର ୧୭ ଦିନିକିଆ […]

karu

karu

Ranjit Kumar Jena
  • Published: Thursday, 18 April 2019
  • Updated: 18 April 2019, 12:34 PM IST

Sports

Latest News

କଲମ୍ବୋ: ଇଂଲଣ୍ଡରେ ହେବାକୁଥିବା ଆଇସିସି ବିଶ୍ୱକପ୍ ପାଇଁ ଶ୍ରୀଲଙ୍କା କ୍ରିକେଟ୍ (ଏସଏଲସି) ଦିମୁଥ କରୁଣାରତ୍ନେଙ୍କୁ ଦିନିକିଆ ଟିମର କ୍ୟାପଟେନ୍ ଭାବେ ନିଯୁକ୍ତ କରିଛି। ତେବେ ଶ୍ରୀଲଙ୍କା ବିଶ୍ୱକପ୍ ପାଇଁ ଏପର୍ଯ୍ୟନ୍ତ ଟିମ୍ ଘୋଷଣା କରିନାହିଁ। ୩୦ ବର୍ଷୀୟ କରୁଣାରତ୍ନେ ୨୦୧୫ ବିଶ୍ୱକପ୍ ପରେ ଶ୍ରୀଲଙ୍କା ପକ୍ଷରୁ ଗୋଟିଏ ବି ଦିନିକିଆ ଖେଳିନାହାନ୍ତି।

ଏଭଳି ସ୍ଥିତିରେ ତାଙ୍କୁ ଟିମର ଅଧିନାୟକ ଭଳି ବଡ଼ ଦାୟିତ୍ୱ ଦେବା ସମସ୍ତଙ୍କୁ ଚକିତ କରିଛି। ସେ ଶ୍ରୀଲଙ୍କା ପକ୍ଷରୁ ମାତ୍ର ୧୭ ଦିନିକିଆ ଖେଳି ୧୫.୮୩ ହାରରେ ୧୯୦ ରନ୍ କରିଛନ୍ତି। ତେବେ ଆଇସିସି ୱେବସାଇଟ୍ ରିପୋର୍ଟ ଅନୁଯାୟୀ, କରୁଣାରତ୍ନେ ବର୍ତ୍ତମାନ ଶ୍ରୀଲଙ୍କା ଟେଷ୍ଟ ଟିମର କ୍ୟାପଟେନ୍ ଅଛନ୍ତି।

ତାଙ୍କ ନେତୃତ୍ୱରେ ଶ୍ରୀଲଙ୍କା ଦକ୍ଷିଣ ଆଫ୍ରିକାରେ ଐତିହାସିକ ଟେଷ୍ଟ ସିରିଜ୍ ଜିତିଥିଲା। ଶ୍ରୀଲଙ୍କା ଗତ ଚାରୋଟି ସିରିଜରେ ଅଲଗା-ଅଲଗା ଅଧିନାୟକଙ୍କ ନେତୃତ୍ୱରେ ଖେଳିଛି। ଗତମାସରେ ନିଶାଶକ୍ତ ଅବସ୍ଥାରେ ଗାଡ଼ି ଚଳାଉଥିବା କାରଣରୁ କରୁଣାରତ୍ନେଙ୍କ ଉପରେ ଜୋରିମାନା ଲଗାଯାଇଥିଲା। ବିଶ୍ୱକପ୍ ପାଇଁ ଶ୍ରୀଲଙ୍କା ଟିମର ଚୟନ ଆସନ୍ତାକାଲି ହୋଇପାରେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story