ମୂରଲୀ ବିଜୟଙ୍କ ୩୦ ପ୍ରତିଶତ ମ୍ୟାଚ୍ ଫି’ କଟିଲା

ନୂଆଦିଲ୍ଲୀ: ଭାରତ-ଦ.ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ଶେଷ ଟେଷ୍ଟ ମ୍ୟାଚରେ ଭାରତୀୟ ଦଳର ଓପନର ମୂରଲୀ ବିଜୟଙ୍କ ୩୦ ପ୍ରତିଶତ ମ୍ୟାଚ୍ ଫି’ କଟାଯାଇଛି। ଦ୍ୱିତୀୟ ଇନିଂସରେ ଆଉଟ୍ ହେବା ପରେ ବିଜୟ ଅମ୍ପେୟାରଙ୍କ ନିଷ୍ପତ୍ତିରେ ଅସନ୍ତୋଷ ପ୍ରକାଶ କରିଥିଲେ। ଏହା ଆଇସିସିର କୋଡ୍ ଅଫ୍ କଣ୍ଡକ୍ଟକୁ ଉଲ୍ଲଘଂନ କରିଛି। ତେଣୁ ତାଙ୍କ ମ୍ୟାଚ୍ ଫି’ର ୩୦ ପ୍ରତିଶତ ମ୍ୟାଚ୍ ରେଫ୍ରି ଜେଫ୍ କ୍ରୋଇ କାଟି ଦେଇଛନ୍ତି। ସୂଚନାଯୋଗ୍ୟ, ଦ.ଆଫ୍ରିକାର ବୋଲର ମାର୍କେଲଙ୍କ ସ୍ପେଲର ପଞ୍ଚମ ଓଭରରେ ବିଜୟ […]

Murali-Vijay

Murali-Vijay

Rakesh Mallick
  • Published: Sunday, 06 December 2015
  • Updated: 07 December 2015, 04:45 AM IST

Sports

Latest News

ନୂଆଦିଲ୍ଲୀ: ଭାରତ-ଦ.ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ଶେଷ ଟେଷ୍ଟ ମ୍ୟାଚରେ ଭାରତୀୟ ଦଳର ଓପନର ମୂରଲୀ ବିଜୟଙ୍କ ୩୦ ପ୍ରତିଶତ ମ୍ୟାଚ୍ ଫି’ କଟାଯାଇଛି। ଦ୍ୱିତୀୟ ଇନିଂସରେ ଆଉଟ୍ ହେବା ପରେ ବିଜୟ ଅମ୍ପେୟାରଙ୍କ ନିଷ୍ପତ୍ତିରେ ଅସନ୍ତୋଷ ପ୍ରକାଶ କରିଥିଲେ। ଏହା ଆଇସିସିର କୋଡ୍ ଅଫ୍ କଣ୍ଡକ୍ଟକୁ ଉଲ୍ଲଘଂନ କରିଛି। ତେଣୁ ତାଙ୍କ ମ୍ୟାଚ୍ ଫି’ର ୩୦ ପ୍ରତିଶତ ମ୍ୟାଚ୍ ରେଫ୍ରି ଜେଫ୍ କ୍ରୋଇ କାଟି ଦେଇଛନ୍ତି।

ସୂଚନାଯୋଗ୍ୟ, ଦ.ଆଫ୍ରିକାର ବୋଲର ମାର୍କେଲଙ୍କ ସ୍ପେଲର ପଞ୍ଚମ ଓଭରରେ ବିଜୟ କଟ୍ ବିହାଇଣ୍ଡ ହୋଇ ଆଉଟ୍ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story