ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ: ଆର୍ଚେରୀରେ ପଞ୍ଜାବୀ ୟୁନିଭର୍ସିଟିକୁ ସଫଳତା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚଳିତ ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସର ଚତୁର୍ଥ ଦିବସରେ ଅନୁଷ୍ଠିତ ଆର୍ଚେରୀ ଇଭେଣ୍ଟରେ ପଞ୍ଜାବୀ ୟୁନିଭର୍ସିଟି ପ୍ରାଧାନ୍ୟ ବିସ୍ତାର କରିଛି। ପୁରୁଷ କମ୍ପାଉଣ୍ଡ ଟିମ୍ ଇଭେଣ୍ଟର ଫାଇନାଲରେ ପଞ୍ଜାବୀ ୟୁନିଭର୍ସିଟି୨୨୯-୨୨୭ ପଏଣ୍ଟରେ ୟୁନିଭର୍ସିଟି ଅଫ୍ ରାଜସ୍ଥାନକୁ ହରାଇ ସ୍ୱର୍ଣ୍ଣ ପଦକ ଜିତିଛି। ଏହି ଇଭେଣ୍ଟରେ ଦିଲ୍ଲୀ ୟୁନିଭର୍ସିଟି ୨୨୭-୨୨୩ ପଏଣ୍ଟରେ ସାବିତ୍ରୀବାଇ ପୁଲେ ପୁଣେ ୟୁନିଭର୍ସିଟିକୁ ହରାଇ ବ୍ରୋଞ୍ଜ ପଦକ ହାସଲ କରିଛି। ସେହିପରି ପୁରୁଷ କମ୍ପାଉଣ୍ଡ ଇଭେଣ୍ଟରେ ୟୁନିଭର୍ସିଟି ଅଫ୍ ରାଜସ୍ଥାନର […]

khelo.jpg1

khelo.jpg1

Ranjit Kumar Jena
  • Published: Tuesday, 25 February 2020
  • Updated: 25 February 2020, 10:00 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚଳିତ ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସର ଚତୁର୍ଥ ଦିବସରେ ଅନୁଷ୍ଠିତ ଆର୍ଚେରୀ ଇଭେଣ୍ଟରେ ପଞ୍ଜାବୀ ୟୁନିଭର୍ସିଟି ପ୍ରାଧାନ୍ୟ ବିସ୍ତାର କରିଛି। ପୁରୁଷ କମ୍ପାଉଣ୍ଡ ଟିମ୍ ଇଭେଣ୍ଟର ଫାଇନାଲରେ ପଞ୍ଜାବୀ ୟୁନିଭର୍ସିଟି୨୨୯-୨୨୭ ପଏଣ୍ଟରେ ୟୁନିଭର୍ସିଟି ଅଫ୍ ରାଜସ୍ଥାନକୁ ହରାଇ ସ୍ୱର୍ଣ୍ଣ ପଦକ ଜିତିଛି। ଏହି ଇଭେଣ୍ଟରେ ଦିଲ୍ଲୀ ୟୁନିଭର୍ସିଟି ୨୨୭-୨୨୩ ପଏଣ୍ଟରେ ସାବିତ୍ରୀବାଇ ପୁଲେ ପୁଣେ ୟୁନିଭର୍ସିଟିକୁ ହରାଇ ବ୍ରୋଞ୍ଜ ପଦକ ହାସଲ କରିଛି।

ସେହିପରି ପୁରୁଷ କମ୍ପାଉଣ୍ଡ ଇଭେଣ୍ଟରେ ୟୁନିଭର୍ସିଟି ଅଫ୍ ରାଜସ୍ଥାନର ମୁକୁଲ ଶର୍ମା ପଞ୍ଜାବୀ ୟୁନିଭର୍ସିଟିର ସଙ୍ଗମପ୍ରୀତ ବିସଲାଙ୍କୁ ହରାଇ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ବ୍ରୋଞ୍ଜ ପଦକ ପ୍ଲେ-ଅଫ୍‌ରେ ପଞ୍ଜାବୀ ୟୁନିଭର୍ସିଟିର ସୁଖମିନ୍ଦର ସିଂହ ସାବିତ୍ରୀବାଇ ଫୁଲେ ପୁନେ ୟୁନିଭର୍ସିଟିର ପ୍ରଜ୍ୱଲ କାଲୁସେଙ୍କୁ ହରାଇଛନ୍ତି। ମହିଳା କମ୍ପାଉଣ୍ଡ ଫାଇନାଲରେ ୟୁନିଭର୍ସିଟି ଅଫ୍ ରାଜସ୍ଥାନର କୃତିକା ଶର୍ମା ୧୪୧-୧୩୭ରେ ରାଣୀ ଦୁର୍ଗାବତୀ ବିଶ୍ୱବିଦ୍ୟାଳୟକୁ ହରାଇ ସ୍ୱର୍ଣ୍ଣ ପଦକ ହାସଲ କରିଥିଲା ବେଳେ ରାଞ୍ଚି ୟୁନିଭର୍ସିଟିର ବବିତା କୁମାରୀ ପଞ୍ଜାବୀ ୟୁନିଭର୍ସିଟିର ପ୍ରୀତିନ୍ଦର କୌରଙ୍କୁ ହରାଇ ବ୍ରୋଞ୍ଜ ପଦକ ଜିତିଛନ୍ତି।

ମହିଳା କମ୍ପାଉଣ୍ଡ ଟିମ୍ ଇଭେଣ୍ଟରେ ପଞ୍ଜାବୀ ୟୁନିଭର୍ସିଟିର ୨୨୬-୨୧୫ରେ ୟୁନିଭର୍ସିଟି ଅଫ୍ ରାଜସ୍ଥାନକୁ ହରାଇ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ବ୍ରୋଞ୍ଜ ପଦକ ମ୍ୟାଚରେ ଗୁରୁନାନକ ଦେବ ୟୁନିଭର୍ସିଟି ୨୧୭-୨୧୬ ପଏଣ୍ଟରେ ସାନ୍ତ ଗଡଗେ ବାବା ଅମରାବତୀ ୟୁନିଭର୍ସିଟିକୁ ହରାଇଛି। ମିକ୍ସଡ୍ ଟିମ୍ କମ୍ପାଉଣ୍ଡର ଫାଇନାଲରେ ପଞ୍ଜାବୀ ୟୁନିଭର୍ସିଟି ୧୫୧-୧୪୯ରେ ୟୁନିଭର୍ସିଟି ଅଫ୍ ରାଜସ୍ଥାନକୁ ହରାଇ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ରାଣୀ ଦୁର୍ଗାବତୀ ବିଶ୍ୱବିଦ୍ୟାଳୟ ୧୫୧-୧୪୯ରେ ଗୁରୁ ନାନକ ଦେବ ୟୁନିଭର୍ସିଟିକୁ ହରାଇ ବ୍ରୋଞ୍ଜ ପଦକ ଅକ୍ତିଆର କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story