ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ: ସନ୍ତରଣରେ ଦିଲ୍ଲୀ ଓ ପଞ୍ଜାବ ୟୁନିଭର୍ସିଟିକୁ ସଫଳତା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚଳିତ ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସର ସୁଇମିଂରେ ଦିଲ୍ଲୀ ୟୁନିଭର୍ସିଟି ଓ ପଞ୍ଜାବ ୟୁନିଭର୍ସିଟିକୁ ସଫଳତା ମିଳିଛି। ଦିଲ୍ଲୀ ୟୁନିଭର୍ସିଟିର ବିନାୟକ ପରିହାର ୨୦୦ ମିଟର୍ ବଟରଫ୍ଲାଇ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ବିଶ୍ୱେଶ୍ୱରାୟ ଟେକ୍ନୋଲଜିକାଲ ୟୁନିଭର୍ସିଟିର ସୁହାସ ମହେଶବାବୁ ରୌପ୍ୟ, ବୀର ନର୍ମଦା ସାଉଥ୍ ଗୁଜରାଟ ୟୁନିଭର୍ସିଟିର ଭାର୍ଗବ ବ୍ରୋଞ୍ଜ ପଦକ ଜିତିଛନ୍ତି। ପୁରୁଷ ୧୫୦୦ ମିଟର ଫ୍ରିଷ୍ଟାଇଲ୍ ଇଭେଣ୍ଟରେ ମହାରାଷ୍ଟ୍ରର ଶୌନାକ୍ ପ୍ରସାଦେ ସ୍ୱର୍ଣ୍ଣ, ପଞ୍ଜାବ ୟୁନିଭର୍ସିଟିର ଅନମୋଲ୍ […]

swimming

swimming

Ranjit Kumar Jena
  • Published: Monday, 24 February 2020
  • Updated: 24 February 2020, 10:12 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚଳିତ ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସର ସୁଇମିଂରେ ଦିଲ୍ଲୀ ୟୁନିଭର୍ସିଟି ଓ ପଞ୍ଜାବ ୟୁନିଭର୍ସିଟିକୁ ସଫଳତା ମିଳିଛି। ଦିଲ୍ଲୀ ୟୁନିଭର୍ସିଟିର ବିନାୟକ ପରିହାର ୨୦୦ ମିଟର୍ ବଟରଫ୍ଲାଇ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ବିଶ୍ୱେଶ୍ୱରାୟ ଟେକ୍ନୋଲଜିକାଲ ୟୁନିଭର୍ସିଟିର ସୁହାସ ମହେଶବାବୁ ରୌପ୍ୟ, ବୀର ନର୍ମଦା ସାଉଥ୍ ଗୁଜରାଟ ୟୁନିଭର୍ସିଟିର ଭାର୍ଗବ ବ୍ରୋଞ୍ଜ ପଦକ ଜିତିଛନ୍ତି।

ପୁରୁଷ ୧୫୦୦ ମିଟର ଫ୍ରିଷ୍ଟାଇଲ୍ ଇଭେଣ୍ଟରେ ମହାରାଷ୍ଟ୍ରର ଶୌନାକ୍ ପ୍ରସାଦେ ସ୍ୱର୍ଣ୍ଣ, ପଞ୍ଜାବ ୟୁନିଭର୍ସିଟିର ଅନମୋଲ୍ ଜିନ୍ଦଲ ରୌପ୍ୟ ଏବଂ ବାଙ୍ଗାଲୋର ୟୁନିଭର୍ସିଟିର ଡି. ପ୍ରଖ୍ୟାତ୍ ବ୍ରୋଞ୍ଜ ଜିତିଛନ୍ତି । ପୁରୁଷ ୫୦ ମିଟର୍ ବଟରଫ୍ଲାଇରେ ସାବିତ୍ରୀସାଇ ଫୁଲେ ପୁନେ ୟୁନିଭର୍ସିଟିର ମିହିର ଆମ୍ବ୍ରେ ସ୍ୱର୍ଣ୍ଣ ଓ ଦିଲ୍ଲୀ ୟୁନିଭର୍ସିଟିର ସମୀର ସେଜୱାଲ୍ ରୌପ୍ୟ ପଦକ ହାସଲ କରିଛନ୍ତି।

ପୁରୁଷ ୫୦ ମିଟର୍ ବ୍ରେଷ୍ଟଷ୍ଟ୍ରୋକରେ ଦିଲ୍ଲୀ ୟୁନିଭର୍ସିଟିର ଅଂଶ ଅରୋରା ସ୍ୱର୍ଣ୍ଣ, ସାବିତ୍ରୀବାଇ ଫୁଲେ ପୁନେ ୟୁନିଭର୍ସିଟିର ଶେଜୱାଲ୍ ମାନକର ରୌପ୍ୟ ଏବଂ ୟୁନିଭର୍ସିଟି ଅଫ୍ ମୁମ୍ବାଇର ରୁଦ୍ରାଂଶ ମିଶ୍ର ବ୍ରୋଞ୍ଜ ପଦକ ହାସଲ କରିଛନ୍ତି।

ମହିଳା ୨୦୦ ମିଟର୍ ବ୍ୟାକଷ୍ଟ୍ରୋକ୍ ଇଭେଣ୍ଟରେ ପଞ୍ଜାବ ୟୁନିଭର୍ସିଟିର ଅନୁରାଗ ଡାଗର ସ୍ୱର୍ଣ୍ଣ, ମନୋମାନିଆମ୍ ସୁନ୍ଦରନାର ୟୁନିଭର୍ସିଟିର ଥିରୁମାରାନ୍ ଏସ୍ ରୌପ୍ୟ ଏବଂ ସାବିତ୍ରୀବାଇ ଫୁଲେ ପୁନେ ୟୁନିଭର୍ସିଟିର ପ୍ରସାଦ କାନ୍ଦୁଲ ବ୍ରୋଞ୍ଜ ପଦକ ଜିତିଛନ୍ତି । ୪ଗୁଣା ୧୦୦ ମିଟର୍ ଫ୍ରିଷ୍ଟାଇଲ୍ ରିଲେ ଇଭେଣ୍ଟରେ ପଞ୍ଜାବ ୟୁନିଭର୍ସିଟି ସ୍ୱର୍ଣ୍ଣ, ବୀର ନର୍ମଦା ସାଉଥ୍ ଗୁଜରାଟ ୟୁନିଭର୍ସିଟି ରୌପ୍ୟ ଏବଂ ଶିବାଜୀ ୟୁନିଭର୍ସିଟି ବ୍ରୋଞ୍ଜ ପଦକ ହାସଲ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story