ଖୋର୍ଦ୍ଧା ନବୋଦୟ ବିଦ୍ୟାଳୟରେ ଅନ୍ତଃରାଜ୍ୟ ଯୋଗ ଏବଂ ତାଏକୋଣ୍ଡ ଶିବିର ଆରମ୍ଭ

ଖୋର୍ଦ୍ଧା: ଖୋର୍ଦ୍ଧା ନବୋଦୟ ବିଦ୍ୟାଳୟରେ ଅନ୍ତଃରାଜ୍ୟ ଯୋଗ ଏବଂ ତାଏକୋଣ୍ଡ ଶିବିର ଆରମ୍ଭ ହୋଇଛି। ଏନସିସିର ଡେପୁଟି ଡାଇରେକ୍ଟର ଜେନେରାଲ ଲଳିତ କୁମାର ଅଗ୍ରୱାଲ ଏହି ୩ ଦିନିଆ ଶିବିରକୁ ଉଦଘାଟନ କରିଥିଲେ।  ଏଥିରେ ଓଡିଶା ସମେତ ଛତିଶଗଡ ଏବଂ ଝାଡଖଣ୍ଡର ଯୋଗ ଏବଂ ତାଏକୋଣ୍ଡ ପ୍ରତିଯୋଗୀମାନେ ଅଂଶଗ୍ରହଣ କରି ଚିତାକର୍ଷକ ପରେଡ ପ୍ରଦର୍ଶନ କରିଥିଲେ। ଆୟୋଜିତ ଶିବରରେ ୨୦୦ରୁ ଅଧିକ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିବା ବେଳେ ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ଏହା […]

khurdha

khurdha

Rakesh Mallick
  • Published: Monday, 24 August 2015
  • Updated: 24 August 2015, 02:13 PM IST

Sports

Latest News

ଖୋର୍ଦ୍ଧା: ଖୋର୍ଦ୍ଧା ନବୋଦୟ ବିଦ୍ୟାଳୟରେ ଅନ୍ତଃରାଜ୍ୟ ଯୋଗ ଏବଂ ତାଏକୋଣ୍ଡ ଶିବିର ଆରମ୍ଭ ହୋଇଛି। ଏନସିସିର ଡେପୁଟି ଡାଇରେକ୍ଟର ଜେନେରାଲ ଲଳିତ କୁମାର ଅଗ୍ରୱାଲ ଏହି ୩ ଦିନିଆ ଶିବିରକୁ ଉଦଘାଟନ କରିଥିଲେ।  ଏଥିରେ ଓଡିଶା ସମେତ ଛତିଶଗଡ ଏବଂ ଝାଡଖଣ୍ଡର ଯୋଗ ଏବଂ ତାଏକୋଣ୍ଡ ପ୍ରତିଯୋଗୀମାନେ ଅଂଶଗ୍ରହଣ କରି ଚିତାକର୍ଷକ ପରେଡ ପ୍ରଦର୍ଶନ କରିଥିଲେ। ଆୟୋଜିତ ଶିବରରେ ୨୦୦ରୁ ଅଧିକ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିବା ବେଳେ ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ଏହା ଚାଲିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story