ପୋଲାର୍ଡଙ୍କ ନେତୃତ୍ୱରେ ୱେଷ୍ଟଇଣ୍ଡିଜର ଅଭ୍ୟାସ ଆରମ୍ଭ

ହାଇଦ୍ରାବାଦ: ଦିନକ ପରେ ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟ ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଆରମ୍ଭ ହେବ। ସିରିଜର ପ୍ରଥମ ମ୍ୟାଚ୍ ଆସନ୍ତା ୬ ତାରିଖରେ ହାଇଦ୍ରାବାଦରେ ଖେଳାଯିବ। ଏଥିପାଇଁ ଉଭୟ ଦଳ ଏଠାରେ ପହଞ୍ଚି ସାରିଛନ୍ତି। ଭ୍ରମଣକାରୀ ଟିମ୍ ପୂର୍ବରୁ ଏଠାରେ ପହଞ୍ଚିଥିବା ବେଳେ ଭାରତୀୟ ଟିମର କିଛି ଖେଳାଳି ମଙ୍ଗଳବାର ପହଞ୍ଚିଛନ୍ତି। କ୍ୟାପଟେନ୍ କାଇରାନ୍ ପୋଲାର୍ଡଙ୍କ ନେତୃତ୍ୱରେ ମଙ୍ଗଳବାର ୱେଷ୍ଟଇଣ୍ଡିଜ୍ ଟିମ୍ ହାଇଦ୍ରାବାଦରେ ଅଭ୍ୟାସ କରିଥିଲା। ନବନିଯୁକ୍ତ କ୍ୟାପଟେନ୍ ପୋଲାର୍ଡ କୋଚ୍ ଫିଲ୍ ସିମନ୍ସ […]

westindies

westindies

Ranjit Kumar Jena
  • Published: Wednesday, 04 December 2019
  • Updated: 04 December 2019, 06:52 PM IST

Sports

Latest News

ହାଇଦ୍ରାବାଦ: ଦିନକ ପରେ ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟ ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଆରମ୍ଭ ହେବ। ସିରିଜର ପ୍ରଥମ ମ୍ୟାଚ୍ ଆସନ୍ତା ୬ ତାରିଖରେ ହାଇଦ୍ରାବାଦରେ ଖେଳାଯିବ। ଏଥିପାଇଁ ଉଭୟ ଦଳ ଏଠାରେ ପହଞ୍ଚି ସାରିଛନ୍ତି। ଭ୍ରମଣକାରୀ ଟିମ୍ ପୂର୍ବରୁ ଏଠାରେ ପହଞ୍ଚିଥିବା ବେଳେ ଭାରତୀୟ ଟିମର କିଛି ଖେଳାଳି ମଙ୍ଗଳବାର ପହଞ୍ଚିଛନ୍ତି। କ୍ୟାପଟେନ୍ କାଇରାନ୍ ପୋଲାର୍ଡଙ୍କ ନେତୃତ୍ୱରେ ମଙ୍ଗଳବାର ୱେଷ୍ଟଇଣ୍ଡିଜ୍ ଟିମ୍ ହାଇଦ୍ରାବାଦରେ ଅଭ୍ୟାସ କରିଥିଲା। ନବନିଯୁକ୍ତ କ୍ୟାପଟେନ୍ ପୋଲାର୍ଡ କୋଚ୍ ଫିଲ୍ ସିମନ୍ସ ଏବଂ ବ୍ୟାଟିଂ କୋଚ୍ ମଣ୍ଟି ଦେଶାଇ ସହ ଗ୍ରାଉଣ୍ଡରେ ମ୍ୟାଚ୍ ରଣନୀତି ସମ୍ବନ୍ଧରେ ଯୋଜନା କରିଥିଲେ। ୱେଷ୍ଟଇଣ୍ଡିଜ୍ ଟିମ୍ ଟି-୨୦ ସିରିଜ ପରେ ଭାରତରେ ଦିନିକିଆ ସିରିଜ୍ ଖେଳିବ।

ଭାରତ ଗସ୍ତ ପୂର୍ବରୁ ୱେଷ୍ଟଇଣ୍ଡିଜ୍ ଟିମ୍ ଲକ୍ଷ୍ନୌରେ ଆଫଗାନିସ୍ତାନ ବିପକ୍ଷରେ ତିନୋଟି ଦିନିକିଆ, ତିନୋଟି ଟି-୨୦ ଏବଂ ଏକମାତ୍ର ଟେଷ୍ଟ ମ୍ୟାଚ୍ ଖେଳିଥିଲା। ପୋଲାର୍ଡଙ୍କ ନେତୃତ୍ୱରେ ୱେଷ୍ଟଇଣ୍ଡିଜ୍ ଆଫଗାନିସ୍ତାନକୁ ତିନିମ୍ୟାଚ୍ ଦିନିକିଆ ସିରିଜକୁ ୩-୦ରେ କ୍ଲିନସୁଇପ୍ କରିଥିଲା। କିନ୍ତୁ ଟି-୨୦ ସିରିଜରେ ଇଣ୍ଡିଜ୍ ଟିମ୍ ୧-୨ରେ ଆଫଗାନିସ୍ତାନ ନିକଟରୁ ପରାସ୍ତ ହୋଇଥିଲା । ଏହା ପରାଜୟ ସତ୍ତ୍ୱେ ଡିଫେଣ୍ଡିଂ ବିଶ୍ୱକପ୍ ଚାମ୍ପିୟନ୍ ୱେଷ୍ଟଇଣ୍ଡିଜ୍ ଏହି ଛୋଟିଆ ଫର୍ମାଟର ସଫଳ ଟିମ୍।

ଟି-୨୦ ରାଙ୍କିଙ୍ଗର ଦଶମ ସ୍ଥାନରେ ଥିବା ୱେଷ୍ଟଇଣ୍ଡିଜ୍ ୨୦୧୯ରେ ଖେଳିଥିବା ୯ ଟି-୨୦ ମ୍ୟାଚରୁ ମାତ୍ର ଗୋଟିଏରେ ବିଜୟୀ ହୋଇଛି। ଚଳିତ ବର୍ଷ ୱେଷ୍ଟଇଣ୍ଡିଜ୍ ତା' ନିଜ ମାଟିରେ ଭାରତଠାରୁ ୩-୦ରେ ଟି-୨୦ ସିରିଜରେ ପରାସ୍ତ ହୋଇଥିଲା। ଏହାଛଡ଼ା ୱେଷ୍ଟଇଣ୍ଡିଜ୍ ଭାରତ ବିପକ୍ଷରେ ତା'ର ଶେଷ ୬ଟି ମ୍ୟାଚରେ ମଧ୍ୟ ପରାଜୟର ସ୍ୱାଦ ଚାଖିଛି। ଏଭଳି ସ୍ଥିତିରେ ୱେଷ୍ଟଇଣ୍ଡିଜ୍ ପକ୍ଷେ ବିରାଟ୍ କୋହଲିଙ୍କ ଟିମକୁ ହରାଇବା କଷ୍ଟକର ହେବ।

ଏ ନେଇ କ୍ୟାପଟେନ୍ ପୋଲାର୍ଡ କହିଛନ୍ତି, ଆମେ ଜାଣିଛୁ ମଜଭୁତ୍ ଭାରତ ତୁଳନାରେ ଆମକୁ ଅଣ୍ଡରଡଗ୍ କୁହାଯାଉଛି। କିନ୍ତୁ ମୋ ମତରେ ଗ୍ରାଉଣ୍ଡରେ ଯେଉଁ ଟିମ୍ ଭଲ ପ୍ରଦର୍ଶନ କରିବ, ସେହି ଟିମ୍ ବିଜୟୀ ହେବ। ଟି-୨୦ ଏଭଳି ଏକ ଫର୍ମାଟ୍‌, ଯେଉଁଥିରେ ସାମାନ୍ୟ ଭୁଲ୍ ମ୍ୟାଚର ଗତିପଥକୁ ବଦଳାଇ ଦେବ। ଆମେ ଭାରତରେ ଜିତିବାକୁ ଆସିଛୁ ଏବଂ ଏଥିପାଇଁ ଟିମ୍ ଶ୍ରେଷ୍ଠ ପ୍ରଦର୍ଶନ କରିବ।"

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story