ଠିକଣା ସମୟରେ ଦୁଇ ଅଶ୍ବିନଙ୍କ ଖେଳ ପଞ୍ଜାବକୁ ଜିତାଇଲା

ଚଣ୍ଡିଗଡ଼: ମଙ୍ଗଳବାର ପଞ୍ଜାବର ମୋହାଲିରେ ଖେଳାଯାଇଥିବା ଆଇପିଏଲ୍ ମ୍ୟାଚରେ ରାଜସ୍ଥାନ ରୟାଲସକୁ ୧୨ ରନରେ ପରାସ୍ତ କରିଛି କିଙ୍ଗସ୍ ଏକାଦଶ। ପଞ୍ଜାବ ଟିମର କ୍ୟାପଟେନ ଆର.ଅଶ୍ବିନ ଓ ଏମ.ଅଶ୍ବିନଙ୍କ ଜବରଦସ୍ତ ବୋଲିଂ ପାଇଁ ରାଜସ୍ଥାନ ରୟାଲସକୁ ୧୭୦ ରନରେ ଅଟକାଇବାରେ ସକ୍ଷମ ହୋଇଥିଲା ଘରୋଇ ଟିମ୍। ଆର. ଅଶ୍ବିନ ମଧ୍ୟ ୪ଟି ବଲରେ ୧୭ ରନ୍ କରି ଘରୋଇ ପିଚରେ ନିଜର ସ୍ଥିତି ଜାହିର କରିବାରେ ସକ୍ଷମ ହୋଇଥିଲେ। ଟସ୍ ଜିତି ରାଜସ୍ଥାନ ରୟାଲସ ପ୍ରଥମେ ବୋଲିଂ […]

punjab win

punjab win

Subhransu Sekhar
  • Published: Wednesday, 17 April 2019
  • Updated: 17 April 2019, 08:34 AM IST

Sports

Latest News

ଚଣ୍ଡିଗଡ଼: ମଙ୍ଗଳବାର ପଞ୍ଜାବର ମୋହାଲିରେ ଖେଳାଯାଇଥିବା ଆଇପିଏଲ୍ ମ୍ୟାଚରେ ରାଜସ୍ଥାନ ରୟାଲସକୁ ୧୨ ରନରେ ପରାସ୍ତ କରିଛି କିଙ୍ଗସ୍ ଏକାଦଶ। ପଞ୍ଜାବ ଟିମର କ୍ୟାପଟେନ ଆର.ଅଶ୍ବିନ ଓ ଏମ.ଅଶ୍ବିନଙ୍କ ଜବରଦସ୍ତ ବୋଲିଂ ପାଇଁ ରାଜସ୍ଥାନ ରୟାଲସକୁ ୧୭୦ ରନରେ ଅଟକାଇବାରେ ସକ୍ଷମ ହୋଇଥିଲା ଘରୋଇ ଟିମ୍। ଆର. ଅଶ୍ବିନ ମଧ୍ୟ ୪ଟି ବଲରେ ୧୭ ରନ୍ କରି ଘରୋଇ ପିଚରେ ନିଜର ସ୍ଥିତି ଜାହିର କରିବାରେ ସକ୍ଷମ ହୋଇଥିଲେ। ଟସ୍ ଜିତି ରାଜସ୍ଥାନ ରୟାଲସ ପ୍ରଥମେ ବୋଲିଂ ପାଇଁ ନିଷ୍ପତ୍ତି ନେଇଥିବାବେଳେ ଘରୋଇ ଟିମ୍ ପଞ୍ଜାବକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ଚଳିତ ସିଜିନରେ ପଞ୍ଜାବ ନବମ ମ୍ୟାଚରେ ପଞ୍ଚମ ବିଜୟ ପାଇ ପଏଣ୍ଟ ତାଲିକାର ଚତୁର୍ଥ ସ୍ଥାନକୁ ଉନ୍ନୀତ ହୋଇଛି। ସେହିପରି ରାଜସ୍ଥାନ ରୟାଲସ ଅଷ୍ଟମ ମ୍ୟାଚ୍‌ରୁ ଷଷ୍ଠ ପରାଜୟ ବରଣ କରି ତଳ ଆଡ଼ୁ ଦ୍ବିତୀୟ ସ୍ଥାନରେ ରହିଛି।

ରାଜସ୍ଥାନ ରୟାଲସ୍ ଇନିଂସ

ପ୍ରଥମେ ବ୍ୟାଟିଂ କରି ପଞ୍ଜାବ ୧୮୩ ରନର ଟାର୍ଗେଟ ଦେଇଥିଲା ପ୍ରତିପକ୍ଷ ରାଜସ୍ଥାନ ରୟାଲସ ଟିମ୍କୁ । ଜବାବରେ ୨୦ ଓଭରରେ ୭ଟି ୱିକେଟ୍ ହରାଇ ୧୭୦ ରନ୍ କରିବାରେ ରାଜସ୍ଥାନ ରୟାଲସ ଟିମ୍ ସକ୍ଷମ ହୋଇଥିଲା। ରାଜସ୍ଥାନ ପକ୍ଷରୁ ପ୍ରମୁଖ ବ୍ୟାଟ୍ସମ୍ୟାନ୍  ଜୋସ ବଟଲର ୨୩ ରନ୍, ସଞ୍ଜୁ ସାମସନ ୨୭ ରନ୍, ରାହୁଲ ତ୍ରିପାଠୀ ୫୦ ରନ୍ କରିବାରେ ସକ୍ଷମ ହୋଇଥିଲେ।

ପଞ୍ଜାବ ପକ୍ଷରୁ କ୍ୟାପଟେନ ଆର. ଅଶ୍ଵୀନ ୪ ଓଭରରେ ୨୪ ରନ ଦେଇ ୨ଟି ୱିକେଟ ନେବାରେ ସକ୍ଷମ ହୋଇଥିଲେ।  ସେହିପରି ଏମ୍. ଅଶ୍ବିନ ୪ ଓଭରରେ ୨୪ ରନ୍ ଦେଇ ଗୋଟିଏ ୱିକେଟ ନେଇଥିଲେ। ମୋହମ୍ମଦ ଶାମି ଏବଂ ଅର୍ଶଦୀପ ସିଂହ ୨ଟି ଲେଖାଏଁ ୱିକେଟ ନେବାରେ ସକ୍ଷମ ହୋଇଥିଲେ।

କିଙ୍ଗସ ଏକାଦଶ ଇନିଂସ

ପ୍ରଥମେ ବ୍ୟାଟିଂ କରି କିଙ୍ଗସ ଏକାଦଶ ୨୦ ଓଭରରେ ୬ଟି ୱିକେଟ୍ ହରାଇ ୧୮୨ ରନ କରିବାରେ ସକ୍ଷମ ହୋଇଥିଲେ। ପଞ୍ଜାବ ପକ୍ଷରୁ କେଏଲ ରାହୁଲ ସର୍ବାଧିକ ୫୨ ରନ୍ କରିବାରେ ସକ୍ଷମ ହୋଇଥିଲେ। ସେହିପରି ଡେବିଡ ମିଲର ୪୦, କ୍ରିସ ଗେଲ୍ ୩୦ ଏବଂ ମୟଙ୍କ୍ ଅଗ୍ରୱାଲ ୨୬ ରନ୍ ଦଳ ପାଇଁ ସଂଗ୍ରହ କରିଥିଲେ। ତେବେ ଇନିଂସର ଅନ୍ତିମ ସମୟରେ ଆସିଥିଲେ କ୍ୟାପଟନେ ଆର. ଅଶ୍ବିନ। ୪ଟି ବଲରେ ୧୭ ରନ କରିବାରୁ ଦଳ ୧୮୨ ରନ କରିବାରେ ସଫଳ ହୋଇଥିଲା।

ପ୍ରଥମେ ରାଜସ୍ଥାନ ପକ୍ଷରୁ ଜୋଫ୍ରା ଆର୍ଚର କ୍ରିସ୍ ଗେଲଙ୍କୁ ୩୦ ରନରେ ଆଉଟ କରିଥିଲେ। ଏହାପରେ ଇଶ ସୋଢି ୮ ଓଭରରେ ମୟଙ୍କ ଅଗ୍ରୱାଲଙ୍କୁ ଆଉଟ କରିବାରେ ସକ୍ଷମ ହୋଇଥିଲେ। ଏହାପରେ ମିଲର ଓ କେଏଲ ରାହୁଲ ପଞ୍ଜାବ ପାଇଁ ୯୫ ରନ ମିଶି ସଂଗ୍ରହ କରିଥିଲେ। ହେଲେ ୧୮ ଓଭର ପ୍ରଥମ ବଲରେ ଉନାଦକଟ କେଏଲ ରାହୁଲଙ୍କୁ ଆଉଟ୍ କରିଥିଲେ, ଏହାପରେ ନିକୋଲସ ପୁରନ ଆର୍ଚରଙ୍କ ବଲର ଆଉଟ୍ ହୋଇଥିବା ବେଳେ ମନଦୀପ ସିଂହ ମଧ୍ୟ କୌଣସି ରନ୍ କରି ନପାରି ପାଭିଲିଓନକୁ ଫେରିଥିଲେ। ଶେଷରେ ପଞ୍ଜାବ ପକ୍ଷରୁ ଜବରଦସ୍ତ ବ୍ୟାଟିଂ କରୁଥିବା ମିଲର ୨୭ ବଲରେ ୪୦ ରନ କରି ଧବଲ କୁଲକର୍ଣ୍ଣିଙ୍କ ବଲରେ ଆଉଟ୍ ହୋଇଥିଲେ।

ରାଜସ୍ଥାନ ପକ୍ଷରୁ ଜୋଫ୍ରା ଆର୍ଚର ୩ଟି ୱିକେଟ୍ ନେଇଥିବା ବେଳେ ଅନ୍ୟମାନେ ଗୋଟିଏ ୱିକେଟ୍ ନେବାରେ ସକ୍ଷମ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story