ପ୍ରଥମ ଟେଷ୍ଟ: ଟିମ୍ ଇଣ୍ଡିଆର ବ୍ୟାଟିଂ ବିପର୍ଯ୍ୟୟ

ନର୍ଥ ସାଉଣ୍ଡ୍: ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଆଜିଠାରୁ ଆରମ୍ଭ ହୋଇଛି ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍। ଦୁଇମ୍ୟାଚ୍ ବିଶିଷ୍ଟ ଏହି ସିରିଜର ପ୍ରଥମ ଟେଷ୍ଟ ମ୍ୟାଚରେ ୱେଷ୍ଟଇଣ୍ଡିଜ୍ କ୍ୟାପଟେନ୍ ଜେସନ୍ ହୋଲ୍ଡର୍ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିବାକୁ ସୁଯୋଗ ପାଇଥିବା ଭାରତ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ମଧ୍ୟାହ୍ନ ଭୋଜନ ଶେଷ ସୁଦ୍ଧା ଭାରତ ୨୪ ଓଭରରେ ୩ ୱିକେଟ୍ ହରାଇ ୬୮ […]

wi

wi

Ranjit Kumar Jena
  • Published: Thursday, 22 August 2019
  • Updated: 22 August 2019, 09:51 PM IST

Sports

Latest News

ନର୍ଥ ସାଉଣ୍ଡ୍: ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଆଜିଠାରୁ ଆରମ୍ଭ ହୋଇଛି ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍। ଦୁଇମ୍ୟାଚ୍ ବିଶିଷ୍ଟ ଏହି ସିରିଜର ପ୍ରଥମ ଟେଷ୍ଟ ମ୍ୟାଚରେ ୱେଷ୍ଟଇଣ୍ଡିଜ୍ କ୍ୟାପଟେନ୍ ଜେସନ୍ ହୋଲ୍ଡର୍ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିବାକୁ ସୁଯୋଗ ପାଇଥିବା ଭାରତ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ମଧ୍ୟାହ୍ନ ଭୋଜନ ଶେଷ ସୁଦ୍ଧା ଭାରତ ୨୪ ଓଭରରେ ୩ ୱିକେଟ୍ ହରାଇ ୬୮ ରନ୍ କରିଛି। ଓପ୍ନର ଲୋକେଶ ରାହୁଲ୍ ୩୭ ଓ ଆଜିଙ୍କ୍ୟ ରାହାଣେ ୧୦ ରନରେ ବ୍ୟାଟିଂ କରୁଛନ୍ତି।

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ରାହୁଲଙ୍କ ସହ ଇନିଂସ୍ ଓପନ୍ କରିବାକୁ ଆସିଥିବା ମୟଙ୍କ ଅଗ୍ରୱାଲ୍ ମାତ୍ର ୫ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ। ତାଙ୍କୁ ଘରୋଇ ଦଳର ଅଭିଜ୍ଞ ପେସର କେମାର ରୋଚ୍ ୱିକେଟକିପର ଶାଇ ହୋପଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ କରାଇଥିଲେ। ମୟଙ୍କଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ଚେତେଶ୍ୱର ପୂଜାରା (୨) ରୋଚ୍ ପ୍ୟାଭିଲିୟନ୍ ପଠାଇଥିଲେ।

ଲଗାତାର ଦୁଇଟି ୱିକେଟ୍ ହରାଇବା ପରେ ସବୁ ଦାୟିତ୍ୱ କ୍ୟାପଟେନ୍ ବିରାଟ୍ କୋହଲିଙ୍କ ଉପରକୁ ଚାଲିଆସିଥିଲେ। କିନ୍ତୁ ବିରାଟ୍ ମଧ୍ୟ ନିରାଶ କରିଥିଲେ ଏବଂ ବ୍ୟକ୍ତିଗତ ୯ ରନ୍ କରିଥିବା ବେଳେ ଶ୍ୟାନନ୍ ଗାବ୍ରିଏଲଙ୍କ ବଲରେ ଡେବ୍ୟୁଟାଣ୍ଟ୍ ଶାମାରା ବ୍ରୁକ୍ସଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ ହୋଇଥିଲେ। ୨୫ ରନରେ ତିନିଜଣ ବ୍ୟାଟ୍ସମ୍ୟାନଙ୍କ ହରାଇ ଭାରତ ବିପଦରେ ପଡ଼ିଥିବା ବେଳେ ରାହୁଲ ଓ ରାହାଣେ ସ୍ଥିତି ସମ୍ଭାଳିଛନ୍ତି। ଫର୍ମ ପାଇଁ ସଂଘର୍ଷ କରୁଥିବା ରାହାଣେ ଓ ରାହୁଲ୍ ଚତୁର୍ଥ ୱିକେଟ୍ ପାଇଁ ଅପରାଜିତ ୪୩ ରନ୍ ଯୋଡ଼ିଛନ୍ତି। ୱେଷ୍ଟଇଣ୍ଡିଜ୍ ପକ୍ଷରୁ ରୋଚ୍ ୨ଟି ଓ ଗାବ୍ରିଏଲ୍ ଗୋଟିଏ ୱିକେଟ୍ ନେଇଛନ୍ତି।

ସୂଚନାଯୋଗ୍ୟ, ବର୍ଷା ଯୋଗୁ ଟସ୍ ଅଧଘଣ୍ଟା ବିଳମ୍ବରେ ପଡ଼ିଥିଲା, ଯେଉଁକାରଣରୁ ନିର୍ଦ୍ଧାରିତ ସମୟର ୧୫ ମିନିଟ୍ ବିଳମ୍ବରେ ମ୍ୟାଚ୍ ଆରମ୍ଭ ହୋଇଥିଲା। ଉକ୍ତ ଟେଷ୍ଟରେ ଭାରତୀୟ ଟିମରୁ ରୋହିତ୍ ଶର୍ମା, ରବିଚନ୍ଦ୍ରନ୍ ଅଶ୍ୱିନ୍ ଓ କୁଲଦୀପ ଯାଦବ ଓ ଉମେଶ ଯାଦବ ବାଦ୍ ପଡ଼ିଛନ୍ତି। ସେହିପରି ୱେଷ୍ଟଇଣ୍ଡିଜ୍ ଟିମ୍ ପକ୍ଷରୁ ଶାମାର ବ୍ରୁକ୍ସ ଏହି ମ୍ୟାଚ୍ ଜରିଆରେ ଟେଷ୍ଟ ଡେବ୍ୟୁ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story