ଭାବବିହ୍ୱଳ ହେଲେ କୋହଲି : ଫୁଟବଲ ପାଇଁ ଟିମ ଇଣ୍ଡିଆକୁ ସମର୍ଥନ କଲେ ୧୫ ହଜାର ପ୍ରଶଂସକ

ମୁମ୍ବାଇ: ଶେଷରେ ଭାରତୀୟ ଫୁଟବଲ ଟିମକୁ ମିଳିଲା ଫ୍ୟାନ୍ । ଆଜି ଟିମ ଇଣ୍ଡିଆକୁ  ସମର୍ଥନ କରିଛନ୍ତି ୧୫ହଜାରରୁ ଅଧିକ ପ୍ରଶଂସକ।  ମୁମ୍ବାଇରେ ହେଉଥିବା ଇଣ୍ଟରକଣ୍ଟିନେଣ୍ଟାଲ କପର କେନିଆ ବିପକ୍ଷ ଏହି ମ୍ୟାଚ ପାଇଁ ଟିମ ଇଣ୍ଡିଆ ସ୍ୱତନ୍ତ୍ର ରଣନୀତି କରିଛି । ଆଉ ଟିମ ଇଣ୍ଡିଆର ଅଧିନାୟକ ସୁନିଲ ଛେତ୍ରୀ ନିଜର ୧୦୦ତମ ମ୍ୟାଚ ଖେଳୁଥିବାରୁ ଏହାକୁ ସ୍ମରଣୀୟ କରିବାକୁ ଲକ୍ଷ୍ୟ ରଖିଛି ଭାରତୀୟ ଫୁଟବଲ ମହାସଂଘ। ଚିଅର ଇଣ୍ଡିଆର  ଚିଅର ଇଣ୍ଡିଆ। ଆଉ ଟିମ୍‌ ଇଣ୍ଡିଆକୁ […]

kohali

kohali

Rakesh Mallick
  • Published: Monday, 04 June 2018
  • Updated: 04 June 2018, 08:12 PM IST

ମୁମ୍ବାଇ: ଶେଷରେ ଭାରତୀୟ ଫୁଟବଲ ଟିମକୁ ମିଳିଲା ଫ୍ୟାନ୍ । ଆଜି ଟିମ ଇଣ୍ଡିଆକୁ  ସମର୍ଥନ କରିଛନ୍ତି ୧୫ହଜାରରୁ ଅଧିକ ପ୍ରଶଂସକ।  ମୁମ୍ବାଇରେ ହେଉଥିବା ଇଣ୍ଟରକଣ୍ଟିନେଣ୍ଟାଲ କପର କେନିଆ ବିପକ୍ଷ ଏହି ମ୍ୟାଚ ପାଇଁ ଟିମ ଇଣ୍ଡିଆ ସ୍ୱତନ୍ତ୍ର ରଣନୀତି କରିଛି । ଆଉ ଟିମ ଇଣ୍ଡିଆର ଅଧିନାୟକ ସୁନିଲ ଛେତ୍ରୀ ନିଜର ୧୦୦ତମ ମ୍ୟାଚ ଖେଳୁଥିବାରୁ ଏହାକୁ ସ୍ମରଣୀୟ କରିବାକୁ ଲକ୍ଷ୍ୟ ରଖିଛି ଭାରତୀୟ ଫୁଟବଲ ମହାସଂଘ।

ଚିଅର ଇଣ୍ଡିଆର  ଚିଅର ଇଣ୍ଡିଆ। ଆଉ ଟିମ୍‌ ଇଣ୍ଡିଆକୁ ସମର୍ଥନ କରିବାକୁ ଏକାଠି ହୋଇଛନ୍ତି  ଫ୍ୟାନ୍।   ମୁମ୍ବାଇର ଫୁଟବଲ ଏରିନା ରେ ପ୍ରକମ୍ପିତ ହେବ ଫ୍ୟାନଙ୍କ ସ୍ୱର।ଏକାଠି ହୋଇଛନ୍ତି ୧୫ହଜାରରୁ ଅଧିକ ଫୁଟବଲପ୍ରେମୀ। ଗତକାଲି ଟିମ ଇଣ୍ଡିଆର କ୍ୟାପଟେନ ସୁନିଲ ଛେତ୍ରୀଙ୍କ ଭାବବିହ୍ୱଳ ନିବେଦନ ପରେ ଆଜି ଫ୍ୟାନ ମାନେ ଷ୍ଟାଡିୟମରେ ଉପସ୍ଥିତ ଅଛନ୍ତି । ସୁନିଲଙ୍କ ଭିଡିଓ ଭାଇରାଲ ହେବାପରେ ମ୍ୟାଚ ଦେଖିବା ପାଇଁ ୧୫ହଜାରରୁ ଅଧିକ ଟିକେଟ ବିକ୍ରି ହୋଇଯାଇଛି । ଫୁଟବଲ ଟିମକୁ ସମର୍ଥନ କରିବାକୁ ଟିମ ଇଣ୍ଡିଆର କ୍ୟାପ୍ଟେନ୍‌ ବିରାଟ କୋହଲି ମଧ୍ୟ ଗତକାଲି ସୋସିଆଲ ମିଡିଆରେ ଅପିଲ କରିଥିଲେ।  ଗାଳି କରନ୍ତୁ ପଛେ ଟିମ ଇଣ୍ଡିଆକୁ ସମର୍ଥନ କରନ୍ତୁ। କାରଣ ଆମେ ଦେଶ ପାଇଁ ଖେଳୁଛୁ ବୋଲି କହି ସୋସିଆଲ ମିଡିଆରେ ଭିଡିଓ ଅପଲୋଡ କରିଥିଲେ । ଏହାପରେ ଟିମ ଇଣ୍ଡିଆକୁ ପ୍ରଶଂସକ ସମର୍ଥନ ବଢିବାରେ ଲାଗିଛି ।

ଆଜି  ଇଣ୍ଟରକଣ୍ଟିନେଣ୍ଟାଲ କପରେ ଭାରତୀୟ ଫୁଟବଲ ଟିମ୍ ଶକ୍ତିଶାଳୀ କେନିଆକୁ ଭେଟିଛି । ମ୍ୟାଚ୍‌ ବି ଆରମ୍ଭ ହୋଇଯାଇଛି। ମୁମ୍ବାଇରେ ହେଉଥବା ଏହି ମ୍ୟାଚ ପାଇଁ ଟିମ ଇଣ୍ଡିଆ ସ୍ୱତନ୍ତ୍ର ରଣନୀତି କରିଛି। କେନିଆକୁ ହରାଇବା ପାଇଁ ଭାରତୀୟ ଦଳ ପାଇଁ ଏତେ ସହଜ ହେବ ନାହିଁ  । କାରଣ କେନିୟା ଟିମ୍ ସବୁବେଳେ ଆକ୍ରମଣାତ୍ମକ ଖେଳିଥାଏ।  ଆଜିର ମ୍ୟାଚରେ କିନ୍ତୁ ସମସ୍ତଙ୍କ ନଜର ରହିବ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story