ପ୍ରକାଶ ପାଇଲା ବିଶ୍ୱର ଟପ୍‌-100 ଧନୀ ଖେଳାଳିଙ୍କ ଲିଷ୍ଟ୍: ଏକମାତ୍ର ଭାରତୀୟ ଭାବେ ବିରାଟ୍‌ ସାମିଲ

ଆନ୍ତର୍ଜାତିକ ମାଗାଜିନ୍ ଫୋର୍ବସ ପକ୍ଷରୁ ପ୍ରକାଶ ପାଇଲା ବିଶ୍ୱ ଧନୀ ଖେଳାଳିଙ୍କ ତାଲିକା। ଏହି ତାଲିକା ଏକ ମାତ୍ର ଭାରତୀୟ ଭାବେ ସ୍ଥାନ ପାଇଛନ୍ତି ଭାରତୀୟ କ୍ରିକେଟ ଦଳର ଅଧିନୟାକ ବିରାଟ କୋହଲି। ବିଶ୍ୱର ଧନୀ ଖେଳାଳି ତାଲିକାରେ ୮୩ ତମ  ସ୍ଥାନରେ ଅଛନ୍ତି ବିରାଟ। ଆମେରିକୀୟ ଡଲାରରେ କୋହଲିଙ୍କ ଆୟର ମୂଲ୍ୟ ରହିଛି ୨୪ ମିଲିୟନ ଡଲାର। ଯାହାକି ଭାରତୀୟ ଟଙ୍କାରେ ବିନିମୟ ମୂଲ୍ୟ ହେଉଛି ପ୍ରାୟ ୧୬ଶହ ୮୦ କୋଟି ଟଙ୍କା। ଫୋର୍ବସ ପକ୍ଷରୁ […]

virat-sports

virat-sports

Rakesh Mallick
  • Published: Wednesday, 06 June 2018
  • Updated: 06 June 2018, 04:31 PM IST

Sports

Latest News

ଆନ୍ତର୍ଜାତିକ ମାଗାଜିନ୍ ଫୋର୍ବସ ପକ୍ଷରୁ ପ୍ରକାଶ ପାଇଲା ବିଶ୍ୱ ଧନୀ ଖେଳାଳିଙ୍କ ତାଲିକା। ଏହି ତାଲିକା ଏକ ମାତ୍ର ଭାରତୀୟ ଭାବେ ସ୍ଥାନ ପାଇଛନ୍ତି ଭାରତୀୟ କ୍ରିକେଟ ଦଳର ଅଧିନୟାକ ବିରାଟ କୋହଲି। ବିଶ୍ୱର ଧନୀ ଖେଳାଳି ତାଲିକାରେ ୮୩ ତମ  ସ୍ଥାନରେ ଅଛନ୍ତି ବିରାଟ। ଆମେରିକୀୟ ଡଲାରରେ କୋହଲିଙ୍କ ଆୟର ମୂଲ୍ୟ ରହିଛି ୨୪ ମିଲିୟନ ଡଲାର। ଯାହାକି ଭାରତୀୟ ଟଙ୍କାରେ ବିନିମୟ ମୂଲ୍ୟ ହେଉଛି ପ୍ରାୟ ୧୬ଶହ ୮୦ କୋଟି ଟଙ୍କା। ଫୋର୍ବସ ପକ୍ଷରୁ ପ୍ରକାଶ ପାଇଥିବା ଏହି  ଧନୀ କ୍ରୀଡାବିତଙ୍କ ମଧ୍ୟରେ ସମସ୍ତ ପୁରୁଷ ଖେଳାଳି ସ୍ଥାନ ପାଇଛନ୍ତି।

ଭାରତୀୟ କ୍ରିକେଟ ଟିମର ଅଧିନାୟକ ବିରାଟ କୋହଲି ବିଶ୍ୱର ଜଣେ ଲୋକପ୍ରିୟ କ୍ରୀଡାବିତ ତାଲିକାରେ ମଧ୍ୟ ରହିଛନ୍ତି। ଟ୍ୱିଟରରେ କୋହଲିଙ୍କ ୨୫ ନିୟୁତରୁ ଅଧିକ ପ୍ରଶଂସକ ଅଛନ୍ତି। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ପକ୍ଷରୁ ଖେଳାଳିଙ୍କ ମଧ୍ୟରେ ଏ ପ୍ଲସ ଗ୍ରେଡ ପାଇଛନ୍ତି ବିରାଟ କୋହଲି। ଏଥିପାଇଁ ବୋର୍ଡ ପକ୍ଷରୁ ବିରାଟ କୋହଲିଙ୍କୁ ୧୦ ଲକ୍ଷ ଆମେରିକୀୟ ଡଲାର ପାରିଶ୍ରମିକ ମିଳୁଛି।

ଧନୀ ଖେଳାଳି ତାଲିକାର ଟପରେ ଅଛନ୍ତି ଆମେରିକାର ୪୧ ବର୍ଷିୟ ବକ୍ସିଂ ଚାମ୍ପିଅନ ଫ୍ଲଏଡ୍ ମେୱେଦର। ତାଲିକାର ଟପରେ ଥିବା ବକ୍ସିଂ ଚାମ୍ପିଅନ୍ ମେୱେଦରଙ୍କ ସମ୍ପତ୍ତିର ମୂଲ୍ୟ ୨୮୫ ନିୟୁତ୍ ଆମେରିକୀୟ ଡଲାର। ତାଙ୍କ ତଳକୁ ଫୁଟବଲ୍‌ ଷ୍ଟାର୍‌ ମେସି ଓ ରୋନାଲ୍ଡୋ ଯାଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି।

ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ, ବିରାଟଙ୍କ ଠାରୁ ୧୦ ଗୁଣ ଅଧିକ ଆୟ କରନ୍ତି ମେୱେଦର। ସେ ପ୍ରାୟ ୧୬ ହଜାର କୋଟି ଆୟ କରୁଥିବା ପ୍ରକାଶ କରିଛି ଫୋର୍ବସ ।ବିଶ୍ୱରୁ ସବୁଠାରୁ ଅଧିକ ଆୟ କରୁଛନ୍ତି ବାସ୍କେଟବଲ ଖେଳାଳି। ଫୋର୍ବସ ତାଲିକାରେ ୧୦୦ ଜଣଙ୍କ ମଧ୍ୟରେ ୪୦ ଜଣ ହେଉଛନ୍ତି ବାସ୍କେଟବଲ ଖେଳାଳି। ଗତ ବର୍ଷ ଏକ ମାତ୍ର ମହିଳା ଖେଳାଳି ଭାବେ ଫୋର୍ବସର ଟପ୍ ୧୦୦ରେ ସ୍ଥାନ ପାଇଥିଲେ ସେରେନା ଓ୍ୱିଲିୟମ୍ସ। ତେବେ ଚଳିତ ବର୍ଷ ଅଳ୍ପ ସଂଖ୍ୟକ ମ୍ୟାଚ ଖେଳିଥିବାରୁ ସେତିକି ଆୟ କରିବାରେ ବିଫଳ ହୋଇଥିଲେ ସେରେନା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story