ଅନ୍ତର୍ଜାତୀୟ କ୍ରିକେଟରେ ୨୦ହଜାର ରନ୍ ପୂରଣ କଲେ ବିରାଟ୍

ସାଉଥାମ୍ପଟନ୍: ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲିଙ୍କ ପାଇଁ ଏବେ ରେକର୍ଡ ଭାଙ୍ଗିବା ଏକ ସାଧାରଣ କଥା ହୋଇଗଲାଣି। ଗୁରୁବାର ୱେଷ୍ଟଇଣ୍ଡିଜ୍ ବିପକ୍ଷ ବିଶ୍ୱକପ୍ ମ୍ୟାଚରେ ବିରାଟ୍ ଆଉ ଏକ ବଡ଼ ରେକର୍ଡର ଅଧିକାରୀ ହୋଇଛନ୍ତି। ବିରାଟ୍ ଅନ୍ତର୍ଜାତୀୟ କ୍ରିକେଟରେ ୨୦ହଜାର ପୂରଣ କରିଛନ୍ତି। ବିରାଟ୍ ବିଶ୍ୱର ଦ୍ରୁତ ବ୍ୟାଟ୍ସମ୍ୟାନ୍ ଭାବେ ମାତ୍ର ୪୧୭ ଇନିଂସ୍ (ଟେଷ୍ଟରେ ୧୩୧ ଇନିଂସ୍, ଦିନିକିଆରେ ୨୨୪ ଇନିଂସ୍ ଏବଂ ଟି-୨୦ରେ ୬୨ ଇନିଂସ୍)ରେ ଏହି ମାଇଲଖୁଣ୍ଟ ହାସଲ କରିଛନ୍ତି। ଏହି […]

virat

virat

Hemant Lenka
  • Published: Thursday, 27 June 2019
  • Updated: 27 June 2019, 05:00 PM IST

Sports

Latest News

ସାଉଥାମ୍ପଟନ୍: ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲିଙ୍କ ପାଇଁ ଏବେ ରେକର୍ଡ ଭାଙ୍ଗିବା ଏକ ସାଧାରଣ କଥା ହୋଇଗଲାଣି। ଗୁରୁବାର ୱେଷ୍ଟଇଣ୍ଡିଜ୍ ବିପକ୍ଷ ବିଶ୍ୱକପ୍ ମ୍ୟାଚରେ ବିରାଟ୍ ଆଉ ଏକ ବଡ଼ ରେକର୍ଡର ଅଧିକାରୀ ହୋଇଛନ୍ତି। ବିରାଟ୍ ଅନ୍ତର୍ଜାତୀୟ କ୍ରିକେଟରେ ୨୦ହଜାର ପୂରଣ କରିଛନ୍ତି।

ବିରାଟ୍ ବିଶ୍ୱର ଦ୍ରୁତ ବ୍ୟାଟ୍ସମ୍ୟାନ୍ ଭାବେ ମାତ୍ର ୪୧୭ ଇନିଂସ୍ (ଟେଷ୍ଟରେ ୧୩୧ ଇନିଂସ୍, ଦିନିକିଆରେ ୨୨୪ ଇନିଂସ୍ ଏବଂ ଟି-୨୦ରେ ୬୨ ଇନିଂସ୍)ରେ ଏହି ମାଇଲଖୁଣ୍ଟ ହାସଲ କରିଛନ୍ତି। ଏହି ମାମଲାରେ ସେ ଦୁଇ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ସଚିନ ତେନ୍ଦୁଲକର ଓ ବ୍ରାଏନ୍ ଲାରାଙ୍କୁ ପଛରେ ପକାଇଛନ୍ତି।

ଉଭୟ ସଚିନ ଓ ଲାରା ୪୫୩ ଇନିଂସରେ ୨୦ହଜାର ଅନ୍ତର୍ଜାତୀୟ ରନ୍ ପୂରଣ କରିଥିଲେ। ସେହିପରି ଅଷ୍ଟ୍ରେଲିଆର ପୂର୍ବତନ କ୍ୟାପଟେନ୍ ରିକି ପଣ୍ଟିଂ ୪୬୮ ଇନିଂସରେ ୨୦ହଜାର ରନ୍ ପୂରଣ କରିଥିଲେ।

ଏହି ରେକର୍ଡ ହାସଲ କରିବା ପାଇଁ ବିରାଟଙ୍କୁ ୩୭ ରନ୍ ଆବଶ୍ୟକ ହେଉଥିଲା। ଆଜି ୱେଷ୍ଟଇଣ୍ଡିଜ୍ ବିପକ୍ଷ ମ୍ୟାଚରେ ବ୍ୟକ୍ତିଗତ ୩୭ ରନ୍ କରିଥିବା ବିରାଟ ଏହି ବଡ଼ ରେକର୍ଡ ନିଜ ନାମରେ କରିଥିଲେ। ଏହାଛଡ଼ା ବିରାଟ ଭାରତର ତୃତୀୟ ବ୍ୟାଟ୍ସମ୍ୟାନ୍ ଭାବେ ଅନ୍ତର୍ଜାତୀୟ କ୍ରିକେଟରେ ୨୦ହଜାର ରନ୍ ପୂରଣ କରିଛନ୍ତି। ବିରାଟଙ୍କ ଆଗରେ କେବଳ ସଚିନ ତେନ୍ଦୁଲକର ଓ ରାହୁଲ୍ ଡ୍ରାଭିଡ୍ ଅଛନ୍ତି । ସଚିନ ୩୪୩୫୭ ରନ୍ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story