ଶୁକ୍ରବାରଠାରୁ ପ୍ରଥମ ଟେଷ୍ଟ: ଏହି ଏକାଦଶ ସହ ଓହ୍ଲାଇବ ବିରାଟବାହିନୀ

ୱେଲିଂଟନ୍‌: ଭାରତ ଓ ନ୍ୟୁଜିଲ୍ୟାଣ୍ଡ୍ ମଧ୍ୟରେ ଦୁଇମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ୨୧ ତାରିଖରୁ ଆରମ୍ଭ ହେବ। ମ୍ୟାଚର ଦିନକ ପୂର୍ବରୁ ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ଚୂଡ଼ାନ୍ତ ଏକାଦଶରେ ସିନିୟର୍ ଷ୍ଟାର୍ ପେସ୍ ବୋଲର ଈଶାନ୍ତ ଶର୍ମା ଓ ଯୁବ ଓପନିଂ ବ୍ୟାଟ୍ସମ୍ୟାନ୍ ପୃଥ୍ୱୀ ଶ’ ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍ ଖେଳିବା ନେଇ ସଙ୍କେତ ଦେଇଛନ୍ତି। ଯଦି ବୁଧବାର ନେଟ୍ ସେସନକୁ ଦୃଷ୍ଟିରେ ରଖିବା, ତାହେଲେ ଶୁକ୍ରବାରଠାରୁ ଏଠାରେ ଆରମ୍ଭ ହେବାକୁଥିବା […]

india-vs-nz

india-vs-nz

Ranjit Kumar Jena
  • Published: Wednesday, 19 February 2020
  • Updated: 19 February 2020, 04:32 PM IST

Sports

Latest News

ୱେଲିଂଟନ୍‌: ଭାରତ ଓ ନ୍ୟୁଜିଲ୍ୟାଣ୍ଡ୍ ମଧ୍ୟରେ ଦୁଇମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ୨୧ ତାରିଖରୁ ଆରମ୍ଭ ହେବ। ମ୍ୟାଚର ଦିନକ ପୂର୍ବରୁ ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ଚୂଡ଼ାନ୍ତ ଏକାଦଶରେ ସିନିୟର୍ ଷ୍ଟାର୍ ପେସ୍ ବୋଲର ଈଶାନ୍ତ ଶର୍ମା ଓ ଯୁବ ଓପନିଂ ବ୍ୟାଟ୍ସମ୍ୟାନ୍ ପୃଥ୍ୱୀ ଶ' ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍ ଖେଳିବା ନେଇ ସଙ୍କେତ ଦେଇଛନ୍ତି। ଯଦି ବୁଧବାର ନେଟ୍ ସେସନକୁ ଦୃଷ୍ଟିରେ ରଖିବା, ତାହେଲେ ଶୁକ୍ରବାରଠାରୁ ଏଠାରେ ଆରମ୍ଭ ହେବାକୁଥିବା ପ୍ରଥମ ଟେଷ୍ଟରେ ଋଷଭ ପନ୍ତ ନୁହଁନ୍ତି ବରଂ ଋଦ୍ଧିମାନ ସାହା ୱିକେଟକିପର ଭାବେ ଖେଳିପାରନ୍ତି।

ଟେଷ୍ଟ ପାଇଁ ନମ୍ବର-୬ ବ୍ୟାଟ୍ସମ୍ୟାନ୍ ଭାବେ ହନୁମା ବିହାରୀଙ୍କୁ ପଞ୍ଚମ ବୋଲର ଭାବେ ଖେଳାଯାଇପାରେ। ସେହିପରି ଯଶପ୍ରୀତ ବୁମ୍ରା, ମହମ୍ମଦ ଶାମି ଓ ଈଶାନ୍ତ ସ୍ପେଶାଲିଷ୍ଟ ପେସର୍ ଭାବେ ଓହ୍ଲାଇବେ। ରବିଚନ୍ଦ୍ରନ୍ ଅଶ୍ୱିନ୍ ଏକମାତ୍ର ସ୍ପିନର୍ ବିକଳ୍ପ ଭାବେ ଖେଳିପାରନ୍ତି। ତେବେ ରବୀନ୍ଦ୍ର ଜାଡେଜାଙ୍କ ଅଲରାଉଣ୍ଡର ଦକ୍ଷତାକୁ ଅଣଦେଖା କରିହେବନାହିଁ। ରଣଜୀ ଟ୍ରଫିରେ ଆହତ କାରଣରୁ ଈଶାନ୍ତ ତିନିମାସ କ୍ରିକେଟରୁ ବାହାରେ ଥିଲେ।

୩୧ ବର୍ଷୀୟ ଈଶାନ୍ତ ନେଟରେ ପୂରା ଜୋର୍ ଲଗାଇଥିଲେ ଏବଂ ନିଜର ଗତି ଏବଂ ବାଉନ୍ସ ଦ୍ୱାରା ବ୍ୟାଟ୍ସମ୍ୟାନଙ୍କୁ ସମସ୍ୟାରେ ପକାଇବା ପାଇଁ ଖାସ୍ ରଣନୀତି ମଧ୍ୟ ପ୍ରସ୍ତୁତ କରିଛନ୍ତି। ବୁଧବାର ସାମ୍ବାଦିକ ସମ୍ମଳନୀରେ କୋହଲି କହିଥିଲେ, ଈଶାନ୍ତଙ୍କ ପାଖରେ ନ୍ୟୁଜିଲ୍ୟାଣ୍ଡରେ ଖେଳିବାର ପ୍ରଚୁର ଅଭିଜ୍ଞତା ରହିଛି। ଏଥିପାଇଁ ତାଙ୍କର ଅଭିଜ୍ଞତା ଆମ ପାଇଁ ନିଶ୍ଚିତ ଉପଯୋଗୀ ସାବ୍ୟସ୍ତ ହେବ।

ସେହିପରି ପୃଥ୍ୱୀଙ୍କୁ ନେଇ କୋହଲି କହିଛନ୍ତି, ପୃଥ୍ୱୀ ଜଣେ ପ୍ରତିଭାଶାଳୀ ଖେଳାଳି ଏବଂ ତାଙ୍କୁ ନିଜର ସ୍ୱାଭାବିକ ଖେଳରେ କୌଣସି ପରିବର୍ତ୍ତନର ଆବଶ୍ୟକତା ନାହିଁ । କୋହଲିଙ୍କ ଏହି ମନ୍ତବ୍ୟରୁ ସ୍ପଷ୍ଟ ଯେ ଶୁବମାନ୍ ଗିଲଙ୍କୁ ଆହୁରି ଅପେକ୍ଷା କରିବାକୁ ପଡ଼ିବ। ତେବେ ବିରାଟ୍ ସାହା ଓ ପନ୍ତଙ୍କୁ ନେଇ କୌଣସି ଜବାବ ଦେଇନାହାନନ୍ତି। ବୁଧବାର ଦିଲ୍ଲୀର ୱିକେଟକିପର ପନ୍ତଙ୍କୁ ନେଟରେ ବହୁତ କମ୍ ସମୟ ମିଳିଥିଲା। ସେ ଅଧିକାଂଶ ସମୟ ଡ୍ରିଲ୍ କରିବାରେ ବିତାଇଥିଲେ। ତେବେ ଟିମର ରୁଟିନ୍ ଅଭ୍ୟାସ ପରେ ପନ୍ତଙ୍କୁ ବ୍ୟାଟିଂ କରିବା ପାଇଁ ସୁଯୋଗ ମିଳିଥିଲା।

ସମ୍ଭାବ୍ୟ ଭାରତୀୟ ଏକାଦଶ: ମୟଙ୍କ ଅଗ୍ରୱାଲ୍‌, ପୃଥ୍ୱୀ ଶ', ଚେତେଶ୍ୱର ପୂଜାରା, ବିରାଟ୍ କୋହଲି (କ୍ୟାପଟେନ୍‌), ଆଜିଙ୍କ୍ୟ ରାହାଣେ (ଭାଇସ୍‌-କ୍ୟାପଟେନ୍‌), ହନୁମା ବିହାରୀ, ଋଦ୍ଧିମାନ ସାହା (ୱିକେଟକିପର), ରବିଚନ୍ଦ୍ରନ୍ ଅଶ୍ୱିନ୍‌/ରବୀନ୍ଦ୍ର ଜାଡେଜା, ଯଶପ୍ରୀତ ବୁମ୍ରା, ମହମ୍ମଦ ଶାମି, ଈଶାନ୍ତ ଶର୍ମା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story