ସରିଲା ବିରାଟ୍‌ଙ୍କ ନ୍ୟୁଜିଲ୍ୟାଣ୍ଡ ଗସ୍ତ, ପାଣ୍ଡ୍ୟାଙ୍କ ସମ୍ପର୍କରେ କହିଲେ ଏମିତି କଥା

ମାଉଣ୍ଟ ମାଙ୍ଗାନୁଇ: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ୫ ଟିକିଆ ଦିନିକିଆ ସିରିଜ୍‌କୁ ଟିମ୍‌ ଇଣ୍ଡିଆ ଆଗୁଆ ୩-୦ରେ ଜିତି ନେଇଛି। ଆଜି ତୃତୀୟ ଦିନିକିଆକୁ ବିରାଟ୍‌ ଆଣ୍ଡ କୋ ୭ ଓଭର୍‌ ପୂର୍ବରୁ ୭ ୱିକେଟ୍‌ରେ ଜିତିବା ସହ ସିରିଜ୍‌ କବଜା କରିଛି। ଏହି ମ୍ୟାଚ୍‌ ସହ ଅଧିନାୟକ ବିରାଟ୍‌ କୋହଲିଙ୍କ ନ୍ୟୁଜିଲ୍ୟାଣ୍ଡ ଗସ୍ତ ମଧ୍ୟ ଶେଷ ହୋଇଯାଇଛି। ତାଙ୍କୁ ବିସିସିଆଇ ବିଶ୍ରାମ ଦେବାକୁ ଚାହୁଁଥିବାରୁ ସେ ଦିନିକିଆ ସିରିଜ୍‌ର ଅବଶିଷ୍ଟ ୨ଟି ମ୍ୟାଚ୍‌ ଓ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ […]

ha

ha

Hemant Lenka
  • Published: Monday, 28 January 2019
  • Updated: 28 January 2019, 06:35 PM IST

Sports

Latest News

ମାଉଣ୍ଟ ମାଙ୍ଗାନୁଇ: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ୫ ଟିକିଆ ଦିନିକିଆ ସିରିଜ୍‌କୁ ଟିମ୍‌ ଇଣ୍ଡିଆ ଆଗୁଆ ୩-୦ରେ ଜିତି ନେଇଛି। ଆଜି ତୃତୀୟ ଦିନିକିଆକୁ ବିରାଟ୍‌ ଆଣ୍ଡ କୋ ୭ ଓଭର୍‌ ପୂର୍ବରୁ ୭ ୱିକେଟ୍‌ରେ ଜିତିବା ସହ ସିରିଜ୍‌ କବଜା କରିଛି।

ଏହି ମ୍ୟାଚ୍‌ ସହ ଅଧିନାୟକ ବିରାଟ୍‌ କୋହଲିଙ୍କ ନ୍ୟୁଜିଲ୍ୟାଣ୍ଡ ଗସ୍ତ ମଧ୍ୟ ଶେଷ ହୋଇଯାଇଛି। ତାଙ୍କୁ ବିସିସିଆଇ ବିଶ୍ରାମ ଦେବାକୁ ଚାହୁଁଥିବାରୁ ସେ ଦିନିକିଆ ସିରିଜ୍‌ର ଅବଶିଷ୍ଟ ୨ଟି ମ୍ୟାଚ୍‌ ଓ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟି-୨୦ ସିରିଜ୍‌ ଖେଳିବେ ନାହିଁ।

ତେବେ ୩ୟ ଦିନିକିଆରେ ଟିମ୍‌କୁ କମ୍‌ବ୍ୟାକ୍‌ କରିଥିବା ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ମ୍ୟାଚ୍‌ ପରେ ବିରାଟ୍‌ ପ୍ରଶଂସା କରିବାକୁ ଭୁଲି ନାହାନ୍ତି। ପାଣ୍ଡ୍ୟା ଆସିବା ଯୋଗୁ ଦଳରେ ସନ୍ତୁଳନ ଠିକ୍‌ ଭାବେରେ ଦେଖିବାକୁ ମିଳିଛି। ଆଜି ପାଣ୍ଡ୍ୟା ଜବରଦସ୍ତ ପ୍ରଦର୍ଶନ କରିଛନ୍ତି।

ସେ ଫିଲ୍ଡିଂରେ ଦଳ ପାଇଁ ଏକାଧିକ ରନ୍‌ ବଞ୍ଚାଇବା ସହ ଏକ ସୁନ୍ଦର କ୍ୟାଚ୍‌ ଧରିଛନ୍ତି। ସେହିପରି ବୋଲିଂରେ ମଧ୍ୟ ୨ଟି ୱିକେଟ୍‌ ନେଇଥିଲେ। ଯାହା ନିଶ୍ଚିତ ଏକ ଟିମ୍‌ ପାଇଁ ଭଲ ଖବର।”

ଯୁବ ତାରକା ଶୁଭମନ ଗିଲ୍‌ ଓ ବିଜୟ ଶଙ୍କରଙ୍କ ସମ୍ପର୍କରେ ମତଦେଇ ବିରାଟ୍‌ କହିଛନ୍ତି, “ପ୍ରତିଭାବାନ ଯୁବ ଖେଳାଳିମାନେ ଏବେ ଦଳକୁ ଆସୁଛନ୍ତି। ଏଥିପାଇଁ ମୁଁ ବେଶ ଉତ୍ସାହିତ ହୋଇପଡ଼ିଛି। ୧୯ ବର୍ଷ ବୟସରେ ଗିଲଙ୍କ ପାଖରେ ଯେଉଁ ଟାଲେଣ୍ଟ ଓ ଜୋଶ ରହିଛି, ବୋଧେ ଏହାର ୧୦% ପ୍ରତିଭା ମୋ ପାଖରେ ୧୯ ବର୍ଷ ବୟସରେ ନଥିଲା।”

ଟିମ୍‌ ଇଣ୍ଡିଆ ପ୍ରଥମ ଦିନିକିଆକୁ ୮ଟି ୱିକେଟ୍‌ରେ ଜିତିଥିବା ବେଳେ ଦ୍ୱିତୀୟ ଦିନିକିଆକୁ ୯୦ ରନ୍‌ରେ କବଜା କରିଥିଲା। ଏବେ ୪ର୍ଥ ଦିନିକିଆ ଗୁରୁବାର ହାମିଲଟନ୍‌ରେ ଖେଳାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story