କୋହଲିଙ୍କ ରେକର୍ଡ ସପ୍ତମ ଦ୍ୱିଶତକ

ପୁଣେ: ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ଟେଷ୍ଟ କ୍ରିକେଟରେ ନିଜର ସପ୍ତମ ଦ୍ୱିଶତକ ପୂରଣ କରିଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷରେ ଏଠାରେ ଚାଲିଥିବା ଦ୍ୱିତୀୟ ଟେଷ୍ଟରେ କୋହଲି ଏହି ମାଇଲଖୁଣ୍ଟ ଅର୍ଜନ କରିଛନ୍ତି। କୋହଲି ନିଜର ୮୧ତମ ଟେଷ୍ଟରେ ୭ ଦ୍ୱିଶତକ ମାରିଛନ୍ତି। ଏହି ମାମଲାରେ ସେ ଭାରତର ପୂର୍ବତନ କ୍ରିକେଟର୍ ସଚିନ ତେନ୍ଦୁଲକର ଓ ବୀରେନ୍ଦ୍ର ସେହ୍ୱାଗଙ୍କୁ ପଛରେ ପକାଇଛନ୍ତି। ଉଭୟ ସଚିନ ଓ ସେହ୍ୱାଗ ଟେଷ୍ଟରେ ୬ଟି ଲେଖାଏ ଦ୍ୱିଶତକ ମାରିଥିଲେ। କୋହଲି […]

Untitled-1

Untitled-1

Ranjit Kumar Jena
  • Published: Friday, 11 October 2019
  • Updated: 11 October 2019, 09:08 PM IST

Sports

Latest News

ପୁଣେ: ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ଟେଷ୍ଟ କ୍ରିକେଟରେ ନିଜର ସପ୍ତମ ଦ୍ୱିଶତକ ପୂରଣ କରିଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷରେ ଏଠାରେ ଚାଲିଥିବା ଦ୍ୱିତୀୟ ଟେଷ୍ଟରେ କୋହଲି ଏହି ମାଇଲଖୁଣ୍ଟ ଅର୍ଜନ କରିଛନ୍ତି। କୋହଲି ନିଜର ୮୧ତମ ଟେଷ୍ଟରେ ୭ ଦ୍ୱିଶତକ ମାରିଛନ୍ତି। ଏହି ମାମଲାରେ ସେ ଭାରତର ପୂର୍ବତନ କ୍ରିକେଟର୍ ସଚିନ ତେନ୍ଦୁଲକର ଓ ବୀରେନ୍ଦ୍ର ସେହ୍ୱାଗଙ୍କୁ ପଛରେ ପକାଇଛନ୍ତି।

ଉଭୟ ସଚିନ ଓ ସେହ୍ୱାଗ ଟେଷ୍ଟରେ ୬ଟି ଲେଖାଏ ଦ୍ୱିଶତକ ମାରିଥିଲେ। କୋହଲି ଏବେ ଇଂଲଣ୍ଡର ପୂର୍ବତନ ବ୍ୟାଟ୍ସମ୍ୟାନ୍ ୱାଲୀ ହେମଣ୍ଡ ଓ ଶ୍ରୀଲଙ୍କାର ମାହେଲା ଜୟବର୍ଦ୍ଧନେଙ୍କ ସମକକ୍ଷ ହୋଇଛନ୍ତି। ତେବେ ଦ୍ୱିଶତକ ମାରିବାରେ ସବୁଠାରୁ ଆଗରେ ଅଛନ୍ତି ଅଷ୍ଟ୍ରେଲିଆର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ସାର୍ ଡନ୍ ବ୍ରାଡମ୍ୟାନ୍। ବ୍ରାଡମ୍ୟାନ୍ ମାତ୍ର ୫୨ ଟେଷ୍ଟରେ ୧୨ଟି ଦ୍ୱିଶତକ ମାରିଛନ୍ତି। ତାଙ୍କ ପରକୁ ଶ୍ରୀଲଙ୍କାର କୁମାର ସାଙ୍ଗାକାରା ୧୩୪ ଟେଷ୍ଟରେ ୧୧ ଦ୍ୱିଶତକ ସହ ଦ୍ୱିତୀୟ ଏବଂ ୱେଷ୍ଟଇଣ୍ଡିଜର ମହାନ୍ ବ୍ୟାଟ୍ସମ୍ୟାନ୍ ବ୍ରାଏନ୍ ଲାରା ୧୩୧ ଟେଷ୍ଟରେ ୯ ଦ୍ୱିଶତକ ମାରି ତୃତୀୟ ସ୍ଥାନରେ ରହିଛନ୍ତି।

ଭାରତୀୟଙ୍କ ମଧ୍ୟରେ ରାହୁଲ୍ ଡ୍ରାଭିଡ୍ ୫ଟି, ସୁନୀଲ ଗାଭାସ୍କର ୪ଟି, ଚେତେଶ୍ୱର ପୂଜାରା ୩ଟି ଦ୍ୱିଶତକ ମାରିଛନ୍ତି। ଏବେ କୋହଲି ଭାରତର ଏକମାତ୍ର ବ୍ୟାଟ୍ସମ୍ୟାନ୍ ଭାବେ ଟେଷ୍ଟରେ ୭ଟି ଦ୍ୱିଶତକ ମାରି ରେକର୍ଡ ସ୍ଥାପନ କରିଛନ୍ତି। କୋହଲି ନିଜର ପ୍ରଥମ ୪୧ ଟେଷ୍ଟରେ କୌଣସି ଦ୍ୱିଶତକ ମାରିନଥିଲେ। କିନ୍ତୁ ପରବର୍ତ୍ତୀ ୪୦ ଟେଷ୍ଟ ଅର୍ଥାତ୍ ୨୦୧୬ ପରଠାରୁ କୋହଲି ୭ଟି ଦ୍ୱିଶତକ ମାରିଛନ୍ତି।

ଏହା ସହ କୋହଲି ମଧ୍ୟ ଟେଷ୍ଟ କ୍ରିକେଟରେ ୭ହଜାର ରନ୍ ପୂରଣ କରିଛନ୍ତି। କୋହଲି ବିଶ୍ୱର ଚତୁର୍ଥ ଏବଂ ଭାରତର ତୃତୀୟ ବ୍ୟାଟ୍ସମ୍ୟାନ୍ ଭାବେ ଦ୍ରୁତ ୭ହଜାର ରନ୍ କରିଛନ୍ତି। ଏହି ମାମଲାରେ କୋହଲି ପାକିସ୍ତାନର ମହମ୍ମଦ ୟୁସୁଫଙ୍କୁ ପଛରେ ପକାଇଛନ୍ତି। ଏପରିକି କୋହଲି ବ୍ରାଡମ୍ୟାନଙ୍କ (୬୯୯୬) ରନକୁ ମଧ୍ୟ ଟପିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story