କୋହଲି ଏବେ ଅହଙ୍କାରୀ ହୋଇଯାଇଛନ୍ତି: ଜାଣନ୍ତୁ କ’ଣ ପାଇଁ ସମାଲୋଚନାର ଶିକାର ହେଲେ ବିରାଟ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଟିମ୍ ଇଣ୍ଡିଆର ପୂର୍ବତନ କୋଚ୍ ଅନିଲ କୁମ୍ବଲେ ଓ ଅଧିନାୟକ ବିରାଟ କୋହଲିଙ୍କ ମଧ୍ୟରେ ଥିବା ମତାନ୍ତର ଏବେ ସମ୍ନାକୁ ଆସିଛି। କିଛିଦିନ ପୂର୍ବରେ ବିରାଟ କୋହଲି  କୁମ୍ବଲେଙ୍କ କୋଚିଂରେ ଖୁସି ନଥିବା କଥା ଜଣାପଡିଥିଲା। ଏହାପରେ କୁମ୍ବଲେ ତାଙ୍କ ପଦରୁ ଇସ୍ତଫା ଦେଇଥିଲେ। ଏହି ଖବର ସେତେବେଳେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା। ପୁଣିଥରେ ଏବେ କୋହଲି ଓ କୁମ୍ବଲେଙ୍କ ସମ୍ପର୍କକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି। ଗତ ୧୭ ତାରିଖ […]

Rakesh Mallick
  • Published: Wednesday, 18 October 2017
  • Updated: 18 October 2017, 06:00 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଟିମ୍ ଇଣ୍ଡିଆର ପୂର୍ବତନ କୋଚ୍ ଅନିଲ କୁମ୍ବଲେ ଓ ଅଧିନାୟକ ବିରାଟ କୋହଲିଙ୍କ ମଧ୍ୟରେ ଥିବା ମତାନ୍ତର ଏବେ ସମ୍ନାକୁ ଆସିଛି। କିଛିଦିନ ପୂର୍ବରେ ବିରାଟ କୋହଲି  କୁମ୍ବଲେଙ୍କ କୋଚିଂରେ ଖୁସି ନଥିବା କଥା ଜଣାପଡିଥିଲା। ଏହାପରେ କୁମ୍ବଲେ ତାଙ୍କ ପଦରୁ ଇସ୍ତଫା ଦେଇଥିଲେ। ଏହି ଖବର ସେତେବେଳେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା। ପୁଣିଥରେ ଏବେ କୋହଲି ଓ କୁମ୍ବଲେଙ୍କ ସମ୍ପର୍କକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି। ଗତ ୧୭ ତାରିଖ ଦିନ କୁମ୍ବଲେଙ୍କ ଜନ୍ମଦିନ ଥିବା ବେଳେ ତାଙ୍କୁ ବିଭିନ୍ନ ଆଡୁ ଶୁଭେଚ୍ଛାର ସୁଅ ଛୁଟିଥିଲା। କିନ୍ତୁ କୋହଲିଙ୍କ ପକ୍ଷରୁ କୁମ୍ବଲେଙ୍କୁ ଜନ୍ମଦିନର କୌଣସି  ଶୁଭେଚ୍ଛା ମିଳିନଥିଲା। ଯାହାକୁ ନେଇ ସୋସିଆଲ ମିଡିଆରେ କୋହଲି ସମାଲୋଚନାର ଶିକାର ହୋଇଛନ୍ତି। ଜଣେ ୟୁଜର୍ସ କହିଛନ୍ତି ଅର୍ଜିତ ସିଂଙ୍କ ସହ ସମୟ ବିତେଇବାକୁ ସମୟ ଅଛି କୋହଲିଙ୍କ ପାଇଁ କିନ୍ତୁ କୁମ୍ବଲେଙ୍କୁ ଶୁଭେଚ୍ଛା ଜଣାଇବାପାଇଁ ଶାଳିନତା ନାହିଁ। ଆଉ ଜଣେ ୟୁଜର୍ସ କହିଲେ ଏହା ଏକ ଲଜ୍ଜାର ବିଷୟ, କୋହଲି ଏବେ ଅହଙ୍କରୀ ହୋଇଯାଇଛନ୍ତି, ସେ ତାଙ୍କର ଅହଙ୍କାର ଛାଡି କୁମ୍ବଲେଙ୍କୁ ଶୁଭେଚ୍ଛା ଜଣାଇବା ଉଚିତ ଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story