ପଡ଼ିଆରେ ଅଭ୍ୟାସ ବେଳେ ଚାଲିଗଲା କ୍ରିକେଟର୍‌ଙ୍କ ପ୍ରାଣ

କୋଲକାତା:  କ୍ରିକେଟ ପଡିଆରେ ଖେଳାଳିଙ୍କ ମୃତ୍ୟୁ। ମଙ୍ଗଳବାର କୋଲକାତାର ଏକ ପଡ଼ିଆରେ ପ୍ରାକ୍ଟିସ୍‌ କରୁଥିବାବେଳେ ଉଦୀୟମାନ କ୍ରିକେଟର୍‌ ଅନିକେତ୍‌ ଶର୍ମାଙ୍କ ଅକାଳ ମୃତ୍ୟୁ ଘଟିଛି। ଅନିକେତ୍‌ ପଡ଼ିଆରେ ଅଭ୍ୟାସ କରୁଥିବାବେଳେ ହଠାତ ତଳେ ଖସିପଡ଼ିଥିଲେ। ତୁରନ୍ତ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଡାକ୍ତର ଅନିକେତ୍‌ଙ୍କୁ ମୃତ ଘୋଷଣା କରିଥିଲେ। ୨୧ ବର୍ଷୀୟ ଅନିକେତ୍‌ ଜଣେ ଭଲ ସ୍ପିନର୍‌ ଥିଲେ। ଏହା ସହ ତାଙ୍କର ବ୍ୟାଟିଂ ଦକ୍ଷତା ମଧ୍ୟ ଥିଲା ବୋଲି ଅନିକେତ୍‌ଙ୍କ କୋଚ୍‌ କହିଛନ୍ତି।

field

field

Chinmayee Roy
  • Published: Wednesday, 16 January 2019
  • Updated: 16 January 2019, 07:10 PM IST

Sports

Latest News

କୋଲକାତା:  କ୍ରିକେଟ ପଡିଆରେ ଖେଳାଳିଙ୍କ ମୃତ୍ୟୁ। ମଙ୍ଗଳବାର କୋଲକାତାର ଏକ ପଡ଼ିଆରେ ପ୍ରାକ୍ଟିସ୍‌ କରୁଥିବାବେଳେ ଉଦୀୟମାନ କ୍ରିକେଟର୍‌ ଅନିକେତ୍‌ ଶର୍ମାଙ୍କ ଅକାଳ ମୃତ୍ୟୁ ଘଟିଛି। ଅନିକେତ୍‌ ପଡ଼ିଆରେ ଅଭ୍ୟାସ କରୁଥିବାବେଳେ ହଠାତ ତଳେ ଖସିପଡ଼ିଥିଲେ। ତୁରନ୍ତ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଡାକ୍ତର ଅନିକେତ୍‌ଙ୍କୁ ମୃତ ଘୋଷଣା କରିଥିଲେ।

୨୧ ବର୍ଷୀୟ ଅନିକେତ୍‌ ଜଣେ ଭଲ ସ୍ପିନର୍‌ ଥିଲେ। ଏହା ସହ ତାଙ୍କର ବ୍ୟାଟିଂ ଦକ୍ଷତା ମଧ୍ୟ ଥିଲା ବୋଲି ଅନିକେତ୍‌ଙ୍କ କୋଚ୍‌ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story