ବିରାଟଙ୍କ ପାର୍ଟିକୁ ଗଲେ ନାହିଁ: କିନ୍ତୁ ଏହି କ୍ରିକେଟ୍‌ରଙ୍କ ରିସେପ୍‌ସନ୍‌ରେ ସାମିଲ ହେଲା ପୂରା ଅମ୍ବାନୀ ପରିବାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିରାଟ କୋହିଲଙ୍କ ପରେ ଟିମ୍‌  ଇଣ୍ଡିଆର ଷ୍ଟାର୍ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଡ଼ ଭାଇ କ୍ରୁନାଲ ପାଣ୍ଡ୍ୟା ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। କ୍ରୁନାଲ ପାଣ୍ଡ୍ୟା ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସର ଷ୍ଟାର ଅଲରାଉଣ୍ଡର। ବୁଧବାର କ୍ରୁନାଲଙ୍କ ବିବାହ ତାଙ୍କ ଗାର୍ଲଫ୍ରେଣ୍ଡ ପଙ୍ଖୁରି ଶର୍ମାଙ୍କ ସହ ହୋଇଥିଲା। ସକାଳେ ବିବାହ ହୋଇଥିବା ବେଳେ ସନ୍ଧ୍ୟାରେ ଗ୍ରାଣ୍ଡ ରିସେପ୍‌ସନ୍‌ ଅନୁଷ୍ଠିତ ହୋଇଥିଲା। ଏହି ଗ୍ରାଣ୍ଡ ରିସେପସନ ମୁମ୍ବାର ଏକ ପଞ୍ଚ ତାରକା  ହୋଟଲରେ ଆୟୋଜନ କରାଯାଇଥିଲା। ଏହି ପାର୍ଟିରେ […]

krunal

krunal

Rakesh Mallick
  • Published: Friday, 29 December 2017
  • Updated: 29 December 2017, 09:39 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିରାଟ କୋହିଲଙ୍କ ପରେ ଟିମ୍‌  ଇଣ୍ଡିଆର ଷ୍ଟାର୍ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଡ଼ ଭାଇ କ୍ରୁନାଲ ପାଣ୍ଡ୍ୟା ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। କ୍ରୁନାଲ ପାଣ୍ଡ୍ୟା ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସର ଷ୍ଟାର ଅଲରାଉଣ୍ଡର। ବୁଧବାର କ୍ରୁନାଲଙ୍କ ବିବାହ ତାଙ୍କ ଗାର୍ଲଫ୍ରେଣ୍ଡ ପଙ୍ଖୁରି ଶର୍ମାଙ୍କ ସହ ହୋଇଥିଲା। ସକାଳେ ବିବାହ ହୋଇଥିବା ବେଳେ ସନ୍ଧ୍ୟାରେ ଗ୍ରାଣ୍ଡ ରିସେପ୍‌ସନ୍‌ ଅନୁଷ୍ଠିତ ହୋଇଥିଲା। ଏହି ଗ୍ରାଣ୍ଡ ରିସେପସନ ମୁମ୍ବାର ଏକ ପଞ୍ଚ ତାରକା  ହୋଟଲରେ ଆୟୋଜନ କରାଯାଇଥିଲା। ଏହି ପାର୍ଟିରେ ସବୁଠୁ ମୁଖ୍ୟ ଆକର୍ଷଣ ସାଜିଥିଲେ ଅମ୍ବାନୀ ପରିବାର।

ଏହି ଗ୍ରାଣ୍ଡ ରିସେପସନ୍‌ ଗୋଟିଏ ଦିନ ପୂର୍ବରୁ ବିରାଟ ଓ ଅନୁଷ୍କା ଶର୍ମାଙ୍କ ଦ୍ୱିଦୀୟ ରିସେପସନ୍‌ ପାର୍ଟି ମୁମ୍ବାରେ ଅନୁଷ୍ଠିତ ହୋଇଥିଲା। ଏହା ଏକ ହାଇପ୍ରୋଫାଇଲ୍‌ ପାର୍ଟି ହୋଇଥିଲେ ମଧ୍ୟ ଅମ୍ବାନୀ ପରିବାରରୁ କେବଳ ୨ଜଣ ଲୋକ ସାମିଲ ହୋଇଥିଲେ। ନୀତା ଅମ୍ବାନୀ ଓ ତାଙ୍କ ବଡ଼ ପୁଅ ଆକାଶ ଅମ୍ବାନୀ ହିଁ ବିରାଟଙ୍କ ରିସେପସନ୍‌ ପାର୍ଟିରେ ସାମିଲ ଥିଲେ। କିନ୍ତୁ ଏହି ପରିବାରର ମୁଖ୍ୟ ତଥା ବିଶିଷ୍ଟ ବ୍ୟବସାୟୀ ମୁକେଶ ଅମ୍ବାନୀ ଏହି ପାର୍ଟିକୁ ଯାଇନଥିଲେ।

ହେଲେ କ୍ରୁନାଲ ପାଣ୍ଡ୍ୟାଙ୍କ ରିସେପସନ୍‌ ପାର୍ଟିରେ ପୂରା ଅମ୍ବାନୀ ପରିବାର ସାମିଲ ଥିଲା। କ୍ରୁନାଲ ପାଣ୍ଡ୍ୟାଙ୍କ ରିସେପସନ୍‌ ପାର୍ଟିରେ ପୂରା ଅମ୍ବାନୀ ପରିବାର ଅତିଥି ହେବାର କାରଣ  ହାର୍ଦ୍ଦିକ ଓ କ୍ରୁନାଲ ଉଭୟ ମୁମ୍ବାଇ ଇଣ୍ଡିଆନ୍ସର ଷ୍ଟାର ଖେଳାଳି। ନୀତା ଅମ୍ବାନୀ ଏହି ମୁମ୍ବାଇ ଇଣ୍ଡିଆନ୍ସର ଓନର୍‌।

ଆପଣଙ୍କୁ ଜଣାଇଦେବାକୁ ଚାହୁଁଛୁ କ୍ରୁନାଲ ପାଣ୍ଡ୍ୟାଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ୨ କୋଟି ଟଙ୍କାରେ କିଣିଥିଲା। ଏହାପରେ ଏହି ଖେଳାଳି ମୁମ୍ବାଇ ପକ୍ଷରୁ ୨ଟି ସିଜିନ୍‌ ଖେଳିସାରିଛନ୍ତି। ୨୦୧୬ ଆଇପିଏଲରେ କ୍ରୁନାଲ ୧୨ଟି ମ୍ୟାଚ୍‌ ଖେଳି ୨୩୭ ରନ କରିବା ସହ ୬ଟି ୱିକେଟ୍‌ ହାସଲ କରିଥିଲେ। ୨୦୧୭ରେ କିନ୍ତୁ କ୍ରୁନାଲ ମୁମ୍ବାଇ ପକ୍ଷରୁ ଆକର୍ଷଣୀୟ ପ୍ରଦର୍ଶନ କରିଥିଲେ। ୨୦୧୭ ଆଇପିଏଲରେ ସେ ୨୪୩ ରନ୍‌ କରିବା ସହ ୧୦ଟି ୱିକେଟ୍‌ ନେଇଥିଲେ।

https://www.youtube.com/watch?v=edcvvDdPwJ0

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story