ଜାପାନ ଓପନ: କ୍ୱାର୍ଟରରେ ଶ୍ରୀକାନ୍ତ

ଟୋକିଓ: ଜାପାନ ଓପନ୍‌ ପୁରୁଷ ଏକକ ବର୍ଗରେ ଭାରତର ଅଜୟ ଜୟରାମକୁ ହରାଇଛନ୍ତି କେ. ଶ୍ରୀକାନ୍ତ। ଏକ ମାତ୍ର ଭାରତୀୟ ଭାବେ ସେ ଏହି ଟୁର୍ଣ୍ଣାମେଣ୍ଟରେ ତିଷ୍ଠି ରହିଛନ୍ତି। କ୍ୱାର୍ଟର ଫାଇନାଲରେ ମ୍ୟାଚ୍‌ରେ ଜୟରାମ ଆହତ ହେବା ପରେ ଶ୍ରୀକାନ୍ତଙ୍କ ପଥ ପରିଷ୍କାର ହୋଇଯାଇଛି। ସେମି ଫାଇନାଲରେ ସେ ଜର୍ମାନୀର ମାର୍କ ଜ୍ୱିବ୍ଲରଙ୍କୁ ଭେଟିବେ।

k-srikanta

Rakesh Mallick
  • Published: Thursday, 22 September 2016
  • , Updated: 23 September 2016, 10:55 AM IST

ଟୋକିଓ: ଜାପାନ ଓପନ୍‌ ପୁରୁଷ ଏକକ ବର୍ଗରେ ଭାରତର ଅଜୟ ଜୟରାମକୁ ହରାଇଛନ୍ତି କେ. ଶ୍ରୀକାନ୍ତ। ଏକ ମାତ୍ର ଭାରତୀୟ ଭାବେ ସେ ଏହି ଟୁର୍ଣ୍ଣାମେଣ୍ଟରେ ତିଷ୍ଠି ରହିଛନ୍ତି।

କ୍ୱାର୍ଟର ଫାଇନାଲରେ ମ୍ୟାଚ୍‌ରେ ଜୟରାମ ଆହତ ହେବା ପରେ ଶ୍ରୀକାନ୍ତଙ୍କ ପଥ ପରିଷ୍କାର ହୋଇଯାଇଛି। ସେମି ଫାଇନାଲରେ ସେ ଜର୍ମାନୀର ମାର୍କ ଜ୍ୱିବ୍ଲରଙ୍କୁ ଭେଟିବେ।

Related story