ଜାଡ଼େଜା ଓ ଅଶ୍ୱିନଙ୍କ କ୍ରିକେଟ୍‌ କ୍ୟାରିୟର ହୋଇପାରେ ସମାପ୍ତ: କୁଲଦୀପ ଓ ଚହଲ ନେଇପାରନ୍ତି ତାଙ୍କ ସ୍ଥାନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭାରତୀୟ ବୋଲର ତଥା ଚାଇନାମ୍ୟାନ୍‌ କୁଲଦୀପ ଯାଦବଙ୍କୁ ନେଇ ଏବେ ଚର୍ଚ୍ଚା। ଗୁରୁବାର ଖେଳାଯାଇଥିବା କୋଲକାତା ଦିନିକିଆରେ ଭାରତୀୟ ସ୍ପିନର୍‌ କୁଲଦୀପ ଯାଦାବ ହ୍ୟାଟ୍ରିକ୍‌ ୱିକେଟ୍‌ ନେବାପରେ ଚାରିଆଡୁ ପ୍ରଶଂସାର ସୁଅ ଛୁଟିଛି। କେବଳ କୁଲଦୀପ ଯାଦାବ ନୁହଁନ୍ତି ଚହଲ ମଧ୍ୟ ତାଙ୍କ ଆକର୍ଷଣୀୟ ବୋଲିଂରେ ବିପକ୍ଷ ଟିମ୍‌କୁ ଅଡ଼ୁଆରେ ପକାଉଛନ୍ତି। ଚଳିତ ସିରିଜରେ ଅଷ୍ଟ୍ରେଲିଆ ବିପକ୍ଷରେ ଦୁଇଟି ମ୍ୟାଚ୍‌ ଖେଳାଯାଇଥିବା ବେଳେ ଏହି ଦୁଇଟି ମ୍ୟାଚ୍‌ରେ ଭାରତ ବିଜୟୀ ହୋଇଛି। ଏବଂ […]

Who-Should-Play

Who-Should-Play

Rakesh Mallick
  • Published: Saturday, 23 September 2017
  • Updated: 23 September 2017, 10:08 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭାରତୀୟ ବୋଲର ତଥା ଚାଇନାମ୍ୟାନ୍‌ କୁଲଦୀପ ଯାଦବଙ୍କୁ ନେଇ ଏବେ ଚର୍ଚ୍ଚା। ଗୁରୁବାର ଖେଳାଯାଇଥିବା କୋଲକାତା ଦିନିକିଆରେ ଭାରତୀୟ ସ୍ପିନର୍‌ କୁଲଦୀପ ଯାଦାବ ହ୍ୟାଟ୍ରିକ୍‌ ୱିକେଟ୍‌ ନେବାପରେ ଚାରିଆଡୁ ପ୍ରଶଂସାର ସୁଅ ଛୁଟିଛି। କେବଳ କୁଲଦୀପ ଯାଦାବ ନୁହଁନ୍ତି ଚହଲ ମଧ୍ୟ ତାଙ୍କ ଆକର୍ଷଣୀୟ ବୋଲିଂରେ ବିପକ୍ଷ ଟିମ୍‌କୁ ଅଡ଼ୁଆରେ ପକାଉଛନ୍ତି। ଚଳିତ ସିରିଜରେ ଅଷ୍ଟ୍ରେଲିଆ ବିପକ୍ଷରେ ଦୁଇଟି ମ୍ୟାଚ୍‌ ଖେଳାଯାଇଥିବା ବେଳେ ଏହି ଦୁଇଟି ମ୍ୟାଚ୍‌ରେ ଭାରତ ବିଜୟୀ ହୋଇଛି। ଏବଂ ଏହି ବିଜୟର ମୁଖ୍ୟ ନାୟକ ସାଜିଥିଲେ ଏହି ଦୁଇ ସ୍ପିନର। ଚହଲ ଓ କୁଲଦୀପ, ଖେଳାଯାଇଥିବା ଦୁଇଟି ମ୍ୟାଚ୍‌ରେ ୫ଟି ଲେଖାଏଁ ୱିକେଟ୍‌ ହାସଲ କରିଛନ୍ତି। ଯେଉଁଥିରେ କୁଲଦୀପଙ୍କର ଏକ ହ୍ୟାଟ୍ରିକ୍‌ ୱିକେଟ୍‌ ରହିଛି। ଏଭଳି ପରିସ୍ଥିତିରେ ଷ୍ଟାର୍ କ୍ରିକେଟର୍‌ ହରଭଜନ ସିଂ କୁଲଦୀପଙ୍କୁ ପ୍ରଶଂସା ନ କରି ରହିପାରିନାହଁନ୍ତି। ସେ କହିଛନ୍ତି ଯେ କୁଲଦୀପଙ୍କ ବୋଲିଂ ତାଙ୍କୁ ୨୦୦୧ର ଟେଷ୍ଟ ମ୍ୟାଚ୍‌ କଥା ମନେପକାଇଦେଇଛି। ଏହାସହ ସେ କହିଛନ୍ତି କୁଲଦୀପ କୋଲକାତା ମ୍ୟାଚ୍‌ରେ ହ୍ୟାଟ୍ରିକ୍‌ ନେବା ପରେ ଟିମ୍‌ରେ ତାଙ୍କ ସ୍ଥାନ ସେ ପକ୍କା କରିଦେଇଛନ୍ତି। ଅନ୍ୟପଟେ ଚହଲ ଯେଉଁଭଳି ବୋଲିଂ କରୁଛନ୍ତି ସେ ବି ଟିମ୍‌ ଇଣ୍ଡିଆରେ ଜଣେ ନିୟମିତ ବୋଲର ହୋଇପାରନ୍ତି। ଏଭଳି ସ୍ଥତିରେ ସେ କହିଛନ୍ତି ଏବେ ଅଶ୍ୱିନ ଓ ଜାଡେଜାଙ୍କୁ ଟିମ୍‌ରେ ସ୍ଥାନ ପାଇବାକୁ ହେଲେ ବହୁ କଷ୍ଟ କରିବାକୁ ପଡିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story