ଲାହଲି ରଣଜୀ: ହରିଆଣା ଫୋଲୋନ୍, ଓଡ଼ିଶା ପ୍ରଥମ ଇନିଂସରେ ୩୧୩ ରନରେ ଆଗୁଆ

ଲାହଲି: ହରିଆଣା ବିପକ୍ଷ ରଣଜୀ ମ୍ୟାଚରେ ଓଡ଼ିଶା ପ୍ରଥମ ଇନିଂସରେ ଅଗ୍ରଣୀ ହାସଲ କରିଛି। ଆଜି ଘରୋଇ ଟିମ୍ ୨୧୬ରନରେ ଅଲଆଉଟ୍ ହୋଇଯିବା ଫଳରେ ଓଡ଼ିଶା ପ୍ରଥମ ଇନିଂସରେ ୩୧୩ ରନରେ ଆଗୁଆ ରହିଛି। ହରିଆଣା ପକ୍ଷରୁ ଏନ.ସାଇନି ୧୪୬ ବଲରୁ ୫୧ରନ, ଆର.ଦିୱାନ ୫୫ ବଲରୁ ୩୦ ରନ, ଜେ.ଯାଦବ୍ ୧୦୦ ବଲରୁ ୪୬ ରନ କରିଥିଲେ। ଓଡ଼ିଶା ପକ୍ଷରୁ ବସନ୍ତ ମହାନ୍ତି ଓ ସୂର୍ଯ୍ୟକାନ୍ତ ପ୍ରଧାନ ୩ଟି ଲେଖାଏଁ ୱିକେଟ୍ ନେଇଛନ୍ତି। ହରିଆଣା ପ୍ରଥମ […]

hariyana vs odisha

hariyana vs odisha

Rakesh Mallick
  • Published: Tuesday, 17 November 2015
  • Updated: 17 November 2015, 11:43 AM IST

Sports

Latest News

ଲାହଲି: ହରିଆଣା ବିପକ୍ଷ ରଣଜୀ ମ୍ୟାଚରେ ଓଡ଼ିଶା ପ୍ରଥମ ଇନିଂସରେ ଅଗ୍ରଣୀ ହାସଲ କରିଛି। ଆଜି ଘରୋଇ ଟିମ୍ ୨୧୬ରନରେ ଅଲଆଉଟ୍ ହୋଇଯିବା ଫଳରେ ଓଡ଼ିଶା ପ୍ରଥମ ଇନିଂସରେ ୩୧୩ ରନରେ ଆଗୁଆ ରହିଛି। ହରିଆଣା ପକ୍ଷରୁ ଏନ.ସାଇନି ୧୪୬ ବଲରୁ ୫୧ରନ, ଆର.ଦିୱାନ ୫୫ ବଲରୁ ୩୦ ରନ, ଜେ.ଯାଦବ୍ ୧୦୦ ବଲରୁ ୪୬ ରନ କରିଥିଲେ। ଓଡ଼ିଶା ପକ୍ଷରୁ ବସନ୍ତ ମହାନ୍ତି ଓ ସୂର୍ଯ୍ୟକାନ୍ତ ପ୍ରଧାନ ୩ଟି ଲେଖାଏଁ ୱିକେଟ୍ ନେଇଛନ୍ତି।

ହରିଆଣା ପ୍ରଥମ ଇନିଂସରେ ୨୧୬ ରନରେ ଆଉଟ ହୋଇଯିବା ପରେ ଓଡ଼ିଶା ଫୋଲୋଅନ ଦେଇଥିଲା। ଫଳରେ ଘରୋଇ ଦଳ ତାର ଦ୍ୱିତୀୟ ଇନିଂସ ଆରମ୍ଭ କରି ଥିଲା। ଆଜି ଷ୍ଟମ୍ପ ଅପସାରଣ ବେଳକୁ ଦଳ ଗୋଟିଏ ୱିକେଟ ହରାଇ ୪୬ ରନ୍ ସଂଗ୍ରହ କରିଛି।

ହରିୟାଣାର ଲାହଲିରେ ଖେଳାଯାଉଥିବା ଏହି ମ୍ୟାଚରେ ଓଡ଼ିଶା ୬ ୱିକେଟ ହରାଇ ୫୨୯ ରନରେ ପ୍ରଥମ ଇନିଂସ୍ ଘୋଷଣା କରିଥିଲା। କ୍ୟାପଟେନ୍ ନଟରାଜ ବେହେରା ଅପରାଜିତ ୨୫୫ ରନ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story