ଲାହଲି ରଣଜୀ ମ୍ୟାଚ୍: ନଟରାଜଙ୍କ ଅପରାଜିତ ୨୫୫ରନ, ଓଡ଼ିଶାର ୫୨୯/୬ରେ ପାଳି ଘୋଷଣା

ଲାହଲି: ହରିଆଣାର ଲାହଲି ସ୍ଥିତ ଚୌଧୁରୀ ବଂଶୀ ଲାଲ୍ କ୍ରିକେଟ ଷ୍ଟାଡିୟମରେ ଚାଲିଥିବା ଓଡ଼ିଶା-ହରିଆଣା ରଣଜୀରେ ଅଧିନାୟକ ନଟରାଜଙ୍କ ଅପରାଜିତ ୨୫୫ ରନର ଦ୍ୱିଶତକ ବଳରେ ଓଡ଼ିଶା ବିଶାଳ ୫୨୯ ରନ ଛିଡା କରିଛି। ଦ୍ୱିତୀୟ ଦିନରେ ଓଡ଼ିଶା ଦଳ ୨୮୦/୧ରୁ ଖେଳ ଆରମ୍ଭ କରିଥିଲା। ଦଳ ୬ ୱିକେଟ ହରାଇ ୫୨୯ରେ ପାଳି ଘୋଷଣା କରିଥିଲା। ଯବାବରେ ହରିଆଣା ଦଳ ଷ୍ଟମ୍ପ ଅପସାରଣ ସୁଦ୍ଧା ୩୮/୦ ରନ କରିଛି। ହାତରେ ରହୁରି ଦୁଇଦିନ ବାକି ଥିବାରୁ […]

nataraj-behera

nataraj-behera

Rakesh Mallick
  • Published: Monday, 16 November 2015
  • Updated: 16 November 2015, 02:44 PM IST

ଲାହଲି: ହରିଆଣାର ଲାହଲି ସ୍ଥିତ ଚୌଧୁରୀ ବଂଶୀ ଲାଲ୍ କ୍ରିକେଟ ଷ୍ଟାଡିୟମରେ ଚାଲିଥିବା ଓଡ଼ିଶା-ହରିଆଣା ରଣଜୀରେ ଅଧିନାୟକ ନଟରାଜଙ୍କ ଅପରାଜିତ ୨୫୫ ରନର ଦ୍ୱିଶତକ ବଳରେ ଓଡ଼ିଶା ବିଶାଳ ୫୨୯ ରନ ଛିଡା କରିଛି। ଦ୍ୱିତୀୟ ଦିନରେ ଓଡ଼ିଶା ଦଳ ୨୮୦/୧ରୁ ଖେଳ ଆରମ୍ଭ କରିଥିଲା। ଦଳ ୬ ୱିକେଟ ହରାଇ ୫୨୯ରେ ପାଳି ଘୋଷଣା କରିଥିଲା। ଯବାବରେ ହରିଆଣା ଦଳ ଷ୍ଟମ୍ପ ଅପସାରଣ ସୁଦ୍ଧା ୩୮/୦ ରନ କରିଛି। ହାତରେ ରହୁରି ଦୁଇଦିନ ବାକି ଥିବାରୁ ମ୍ୟାଚର ଫଳାଫଳ ବାହାରିବା ନେଇ ଆଶା ପ୍ରକାଶ ପାଇଛି।

ଓଡ଼ିଶା ପକ୍ଷରୁ ଅନ୍ୟତମ ବ୍ୟାଟ୍ସମ୍ୟାନ ରଞ୍ଜିତ ସିଂହ ୨୮୯ ବଲରୁ ୧୧୨ ରନ, ଗୋବିନ୍ଦ ପୋଦ୍ଦାର ୫୫ ବଲରୁ ୨୮ ଓ ହଳଧର ଦାସ ୧୫୫ ବଲରୁ ୯୩ ରନ ସଂଗ୍ରହ କରିଛନ୍ତି। ଅଧିନାୟକ ନଟରାଜ ବେହେରା ଏଯାଏଁ ମୋଟ ୪୫ ଫ।ଷ୍ଟକ୍ଳାସ୍ ମ୍ୟାଚ୍ ଖେଳି ୨ହଜାର ୫୭୧ ରନ୍ କରିଛନ୍ତି। ଏହାମଧ୍ୟରେ ତାଙ୍କର ୮ଟି ଶତକ ରହିଛି। ଏହି ଫର୍ମାଟରେ ପୂର୍ବରୁ ତାଙ୍କର ସର୍ବୋଚ୍ଚ ସ୍କୋର ଥିଲା ୨୦୯। ସେହିପରି ଲିଷ୍ଟ୍-ଏ'ରେ ନଟରାଜ ୩୧ ମ୍ୟାଚ୍ ଖେଳି ୭୬୧ରନ୍ କରିଛନ୍ତି। ଆଜିର ମ୍ୟାଚରେ କାମ ଦେଇ ନ ଥିଲା ହରିଆଣାର ବୋଲିଂ। ଦଳପକ୍ଷରୁ ହର୍ସେଲ ପଟେଲ, ଜୟନ୍ତ ଯାଦବ୍ ୨ଟି ୱିକେଟ, ୱାଇ ଛାହାଲ ଓ ମୋହିତ ଶର୍ମା ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ। ଷ୍ଟମ୍ପ ଅପସାରଣ ପୂର୍ବରୁ ହରିଆଣା ଦଳ ବିନା ୱିକେଟ ହରାଇ ୩୮ରନ ସଂଗ୍ରହ କରିଛି। ଦଳପକ୍ଷରୁ ରାହୁଲ ଦିୱାନ୍ ୪୮ ବଲରୁ ୨୬ ରନ ଓ ନୀତୀନ୍ ସାଇନି ୪୨ ବଲରୁ ୧୨ ରନ କରି ଅପରାଜିତ ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story