ସ୍କଟିଶ୍ ଓପନ୍ ଜିତିଲେ ଲକ୍ଷ୍ୟ ସେନ୍‌

ଗ୍ଲାସଗୋ: ଭାରତର ଉଦୀୟମାନ ଶଟଲର୍ ଲକ୍ଷ୍ୟ ସେନ୍ ଏଠାରେ ଅନୁଷ୍ଠିତ ସ୍କଟିଶ୍ ଓପନ୍ ଟାଇଟଲ୍ ଜିତିଛନ୍ତି। ଗତ ତିନିମାସ ଭିତରେ ଲକ୍ଷ୍ୟଙ୍କର ଏହା ଚତୁର୍ଥ ଟାଇଟଲ୍। ସେ ଫାଇନାଲରେ ବ୍ରାଜିଲର ଗୋର୍ କୋଏଲହୋଙ୍କୁ ହରାଇ ଏହି ସଫଳଜା ଅର୍ଜନ କରିଛନ୍ତି। ଏହି ଟପ୍‌-ସିଡ୍ ଭାରତୀୟ ଖେଳାଳି ୫୬ ମିନିଟ୍ ଧରି ଚାଲିଥିବା ଫାଇନାଲକୁ ୧୮-୨୧, ୨୧-୧୮, ୨୧-୧୯ ଗେମରେ ଜିତିଥିଲେ। ଚଳିତ ବର୍ଷ ସେପ୍ଟେମ୍ବରରୁ ଏପର୍ଯ୍ୟନ୍ତ ଲକ୍ଷ୍ୟ ୪ଟିରୁ ତିନୋଟି ଟାଇଟଲ୍ ଜିତିଛନ୍ତି, ଯେଉଁଥିରେ ସାରଲୋରକ୍ସ ଓପନ୍‌, […]

lakshay-sen

lakshay-sen

Ranjit Kumar Jena
  • Published: Monday, 25 November 2019
  • Updated: 25 November 2019, 06:04 PM IST

Sports

Latest News

ଗ୍ଲାସଗୋ: ଭାରତର ଉଦୀୟମାନ ଶଟଲର୍ ଲକ୍ଷ୍ୟ ସେନ୍ ଏଠାରେ ଅନୁଷ୍ଠିତ ସ୍କଟିଶ୍ ଓପନ୍ ଟାଇଟଲ୍ ଜିତିଛନ୍ତି। ଗତ ତିନିମାସ ଭିତରେ ଲକ୍ଷ୍ୟଙ୍କର ଏହା ଚତୁର୍ଥ ଟାଇଟଲ୍। ସେ ଫାଇନାଲରେ ବ୍ରାଜିଲର ଗୋର୍ କୋଏଲହୋଙ୍କୁ ହରାଇ ଏହି ସଫଳଜା ଅର୍ଜନ କରିଛନ୍ତି। ଏହି ଟପ୍‌-ସିଡ୍ ଭାରତୀୟ ଖେଳାଳି ୫୬ ମିନିଟ୍ ଧରି ଚାଲିଥିବା ଫାଇନାଲକୁ ୧୮-୨୧, ୨୧-୧୮, ୨୧-୧୯ ଗେମରେ ଜିତିଥିଲେ।

ଚଳିତ ବର୍ଷ ସେପ୍ଟେମ୍ବରରୁ ଏପର୍ଯ୍ୟନ୍ତ ଲକ୍ଷ୍ୟ ୪ଟିରୁ ତିନୋଟି ଟାଇଟଲ୍ ଜିତିଛନ୍ତି, ଯେଉଁଥିରେ ସାରଲୋରକ୍ସ ଓପନ୍‌, ଡଚ୍ ଓପନ୍ ଏବଂ ବେଲଜିଆନ୍ ଇଣ୍ଟରନ୍ୟାଶନାଲ୍ ସାମିଲ୍ ଅଛି। ଆଇରିଶ୍ ଓପନର ଦ୍ୱିତୀୟ ରାଉଣ୍ଡରେ ହାରି ବିଦାୟ ନେଇଥିବା ଲକ୍ଷ୍ୟ ଚଳିତ ଓପନରେ ଦମଦାର ପ୍ରଦର୍ଶନ କରିଥିଲେ। ସେ ଅଷ୍ଟ୍ରିଆର ଲୁକା ରାବରଙ୍କୁ ସିଧାସଳଖ ଗେମରେ ହରାଇ ଅଭିଯାନ ଆରମ୍ଭ କରିଥିଲେ।

ଏହା ପରେ ସେ ନିଜ ଦେଶର କିରନ୍ ଜର୍ଜଙ୍କୁ ହରାଇ କ୍ୱାର୍ଟରଫାଇନାଲରେ ପ୍ରବେଶ କରିଥିଲେ। ଅନ୍ତିମ-୮ରେ ଲକ୍ଷ୍ୟ ଷଷ୍ଠ ସିଡ୍ ବ୍ରାଏନ୍ ୟାଙ୍ଗଙ୍କୁ ହରାଇ ସେମିଫାଇନାଲରେ ପହଞ୍ଚିଥିଲେ। ଏହି ବିଜୟ ସହ ଲକ୍ଷ୍ୟ ବିଡବ୍ଲ୍ୟୁଏଫ୍ ରାଙ୍କିଙ୍ଗାର ଟପ୍‌-୪୦ରେ ପ୍ରବେଶ କରିଥିଲେ। ସ୍କଟିଶ୍ ଓପନ୍ ଜିତିବାରେ ଲକ୍ଷ୍ୟ ଏବେ ନିଜ ଦେଶର ଆନନ୍ଦ ପାୱାର (୨୦୧୦ ଓ ୨୦୧୨), ଅରବିନ୍ଦ ଭଟ୍ଟ (୨୦୦୪), ପୁଲେଲା ଗୋପୀଚାନ୍ଦ (୧୯୯୯)ଙ୍କ କ୍ଲବରେ ସାମିଲ୍ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story