କ୍ରିକେଟ୍‌ରୁ ୬ ମାସ ପାଇଁ ବାସନ୍ଦ ହେଲେ ମାଲିଙ୍ଗା: ଶ୍ରୀଲଙ୍କାର କ୍ରୀଡ଼ାମନ୍ତ୍ରୀଙ୍କୁ ମାଙ୍କଡ଼ ସହ କରିଥିଲେ ତୁଳନା

ମୁମ୍ବାଇ: ଶ୍ରୀଲଙ୍କାର ଫାଷ୍ଟ ବୋଲର ଲାସିଥ୍ ମାଲିଙ୍ଗା କ୍ରିକେଟ୍‌ରୁ 6 ମାସ ବାସନ୍ଦ। ଶ୍ରୀଲଙ୍କାର କ୍ରୀଡା ମନ୍ତ୍ରୀ ଦୟାସିରୀ ଜୟଶେଖରାଙ୍କ ବିରୁଦ୍ଧରେ ବିବାଦୀୟ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ଶ୍ରୀଲଙ୍କା  କ୍ରିକେଟ୍ ବୋର୍ଡ ମାଲିଙ୍ଗାଙ୍କ ଉପରେ ଏପରି ପଦକ୍ଷପ ନେଇଛି। ଏହା ସହ ତାଙ୍କୁ ମ୍ୟାଚ ଫିସ୍‌ର 50 ପ୍ରତିଶତ ଜୋରିମାନା ମଧ୍ୟ ଦେବାକୁ ପଡିବ। ହେଲେ ବର୍ତ୍ତମାନ ଚାଲିଥିବା ଜିମ୍ବାୱେ ସିରିଜ୍ ଉପରେ ଏହାର କୌଣସି ପ୍ରଭାବ ପଡିବ ନାହିଁ ବୋଲି ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ ସ୍ପଷ୍ଟ […]

mallinga_1498639188_749x421

mallinga_1498639188_749x421

Rakesh Mallick
  • Published: Wednesday, 28 June 2017
  • Updated: 28 June 2017, 05:47 PM IST

Sports

Latest News

ମୁମ୍ବାଇ: ଶ୍ରୀଲଙ୍କାର ଫାଷ୍ଟ ବୋଲର ଲାସିଥ୍ ମାଲିଙ୍ଗା କ୍ରିକେଟ୍‌ରୁ 6 ମାସ ବାସନ୍ଦ। ଶ୍ରୀଲଙ୍କାର କ୍ରୀଡା ମନ୍ତ୍ରୀ ଦୟାସିରୀ ଜୟଶେଖରାଙ୍କ ବିରୁଦ୍ଧରେ ବିବାଦୀୟ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ଶ୍ରୀଲଙ୍କା  କ୍ରିକେଟ୍ ବୋର୍ଡ ମାଲିଙ୍ଗାଙ୍କ ଉପରେ ଏପରି ପଦକ୍ଷପ ନେଇଛି। ଏହା ସହ ତାଙ୍କୁ ମ୍ୟାଚ ଫିସ୍‌ର 50 ପ୍ରତିଶତ ଜୋରିମାନା ମଧ୍ୟ ଦେବାକୁ ପଡିବ। ହେଲେ ବର୍ତ୍ତମାନ ଚାଲିଥିବା ଜିମ୍ବାୱେ ସିରିଜ୍ ଉପରେ ଏହାର କୌଣସି ପ୍ରଭାବ ପଡିବ ନାହିଁ ବୋଲି ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ ସ୍ପଷ୍ଟ କରିଛି।

ବାସ୍ତବରେ ଚାମ୍ପିୟନ୍ସ୍ ଟ୍ରଫିରୁ ଶ୍ରୀଲଙ୍କା ବାହାରିଯିବା ପରେ କ୍ରୀଡା ମନ୍ତ୍ରୀ ଦୟାସିରୀ ଜୟଶେଖରା ଖେଳାଳିମାନଙ୍କ ଫିଟନେସ୍ ଉପରେ ପ୍ରଶ୍ନ ଉଠାଇଥିଲେ। ଏବଂ ଭବିଷ୍ୟତରେ ଖେଳାଳି ମାନଙ୍କ ଫିଟନେସକୁ ନେଇ ଟିମ୍‌ ଚୟନ କରାଯିବା ନେଇ ସେ  କହିଥିଲେ। ଏହାକୁ ନେଇ ମାଲିଙ୍ଗା କିଛି ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଥିଲେ। ସେ କହିଥିଲେ ଯେ ଏପରି  ଲୋକଙ୍କ ଆଲୋଚନାରୁ କୌଣସି ଫରକ ପଡେନାହିଁ, ଯେଉଁମାନେ କେବଳ ବସି ବସି ନିଜ ଚୌକି ଗରମ କରିଥାନ୍ତି।

ମାଲିଙ୍ଗା ଏହା ମଧ୍ୟ  କହିଥିଲେ  ଯେ ‘ଏକ ମାଙ୍କଡ କଣ ଜାଣିବ ପକ୍ଷୀର ବସା ସମ୍ବନ୍ଧରେ, ଏପରି ଲାଗୁଛି ଯେପରି ଏକ ମାଙ୍କଡ ପକ୍ଷୀର ବସା ମଧ୍ୟରେ ବସି ସେଇ ବସା ସମ୍ବନ୍ଧରେ କହୁଛି’’। ଅନ୍ୟପଟେ ଏହାକୁ ନେଇ ମୁହଁ ଖୋଲିଛନ୍ତି ଶ୍ରୀଲଙ୍କାର ପୂର୍ବତନ କ୍ରିକେଟର ଜୟସୁରିୟା । ସେ କହିଛନ୍ତି, ଖୋଳାଳିଙ୍କ ଫିଟନେସକୁ ନେଇ କରିଥିବା ଆଲୋଚନାରେ କ୍ରୀଡାମନ୍ତ୍ରୀ ମାଲିଙ୍ଗାଙ୍କ ନାଁ ମଧ୍ୟ ନେଇ ନ ଥିଲେ। କିନ୍ତୁ ମାଲିଙ୍ଗା ସାର୍ବଜନୀକ ଭାବେ ମନ୍ତ୍ରୀଙ୍କୁ ଅପମାନ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story