ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଫିଫା ବିଶ୍ୱକପରେ ଆଜି ଶେଷ ହେଉଛି ଲିଗ୍ ପର୍ଯ୍ୟାୟ। ଆଜି ଖେଳାଯିବ ୪ ଟି ମ୍ୟାଚ୍। ପ୍ରି-କ୍ୱାର୍ଟର ଫାଇନାଲରେ ୧୨ଟି ଟିମ୍ ନିଜ ସ୍ଥାନ ପକ୍କା କରିଥିବା ବେଳେ ଆଜି ଆଉ ୪ ଟି ଦଳ ପ୍ରି-କ୍ୱାର୍ଟରକୁ ଉନ୍ନୀତ ହେବେ। ତେବେ ଗ୍ରୁପ Gର ଇଂଲଣ୍ଡ-ବେଲଜିୟମ୍ ନକ୍ଆଉଟ ପର୍ଯ୍ୟାୟରେ ପହଞ୍ଚିସାରିଛନ୍ତି। ତେବେ ଆଜିର ମ୍ୟାଚରେ ନିର୍ଦ୍ଧାରିତ ହେବ ଗ୍ରୁପର ପ୍ରଥମ ସ୍ଥାନ କିଏ ହାସଲ କରିବ। ଆଜି ରାତି ୧୧ଟା ୩୦ରେ ଖେଳାଯିବ ଇଂଲଣ୍ଡ-ବେଲଜିୟମ୍ ମ୍ୟାଚ। ଦୁଇ ଦଳଙ୍କ ମଧ୍ୟରେ କ଼ଡ଼ା ଟକ୍କର ସମ୍ଭାବନା ରହିଛି। ଗ୍ରୁପ ଜିର ଆଉ ଏକ ମ୍ୟାଚରେ ସାମ୍ନାସାମ୍ନି ହେବେ ପାନାମା-ଟ୍ୟୁନେସିଆ।
ସେହିଭଳି ସଂଧ୍ୟା ସାଢେ ୭ଟାରେ ଖେଳାଯାଉଛି ଗ୍ରୁପ୍ H ର ଦୁଇଟି ମ୍ୟାଚ। କଲମ୍ବିଆ ଓ ସେନେଗାଲ ମଧ୍ୟରେ କଡା ଟକ୍କର ହେଉଥିବା ବେଳେ ଜାପାନକୁ ଭେଟିଛି ପୋଲାଣ୍ଡ। ଗ୍ରୁପ-H ରେ କିଏ ଜିବ ପ୍ରି-କ୍ୱାଟର୍କୁ ସେ ନେଇ କହିବା ମୁସ୍କିଲ। ଆଜି ମ୍ୟାଚ୍ର ଫଳାଫଳକୁ ନେଇ ଜଣାପଡ଼ିବ ଏହି ଗ୍ରୁପରେ କେଉଁ ଟିମ୍ ଯାଉଛି ପରବର୍ତ୍ତୀ ରାଉଣ୍ଡକୁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
କେବଳ ଲୋକସଭା ନିର୍ବାଚନ ପାଇଁ ଗଠନ ହୋଇଥିଲା 'ଇଣ୍ଡିଆ' ମେଣ୍ଟ: ଶରଦ ପାୱାର
ରାଜ୍ୟ ଓ ଆଞ୍ଚଳିକ ନିର୍ବାଚନରେ ଏକାଠି ଲଢ଼ିବାକୁ ଆଲୋଚନା ହୋଇନଥିଲା ବୋଲି କହିଲେ ଶରଦ ପାୱାର।
National
‘ପ୍ୟାରିସ୍ ଭଳି ଦିଲ୍ଲୀ’ କହି କେଜ୍ରିୱାଲଙ୍କୁ ରାହୁଲଙ୍କ କଟାକ୍ଷ, ଦେଖନ୍ତୁ ଭିଡିଓ
ଇଣ୍ଡି ବ୍ଲକ୍ ମଧ୍ୟରେ ସବୁ କିଛି ଠିକ୍ଠାକ୍ ଚାଲି ନଥିବା ବେଳେ ଉଭୟ ଆପ୍ ଓ କଂଗ୍ରେସ ସଦସ୍ୟଙ୍କ ମଧ୍ୟରେ କାନ୍ଦୁଆ ଫିଙ୍ଗାଫିଙ୍ଗି ବଢ଼ିଯାଇଛି। ଏମିତିକି ଅନ୍ୟ ଦଳ ସହିତ ଆଲୋଚନା କଲା ପରେ କଂଗ୍ରେସକୁ ଇଣ୍ଡି ବ୍ଳକ୍ରୁ ବାହାର କରି ଦେବାକୁ ଧମକ ଦେଇଛି ଆପ୍।
Crime
ଦିଲ୍ଲୀରେ ୪୦୦ ସ୍କୁଲକୁ ବୋମା ଧମକ ଦେଇଥିଲା ନାବାଳକ, ଆପ୍-ବିଜେପି ମୁହାଁମୁହିଁ
ଗତ ୮ତାରିଖରେ ମିଳିଥିବା ମେଲକୁ ଟ୍ରାକ୍ କରି ଜଣେ ଯୁକ୍ତ୨ ଛାତ୍ରକୁ ଧରିଛି ପୁଲିସ। ଛାତ୍ର ଓ ଏହାର ଅଭିଭାବକ ଏକ ଏନଜିଓ ସହ ଜଡ଼ିତ। ଏନଜିଓ ଏକ ରାଜନୈତିକ ଦଳ ସହ ଜଡ଼ିତ ବୋଲି କହିଛି ପୁଲିସ।
National
କୁମ୍ଭମେଳାରେ ଅସୁସ୍ଥ ହୋଇ ପଡ଼ିଲେ ଷ୍ଟିଭ୍ ଜବ୍ସଙ୍କ ପତ୍ନୀ
ପ୍ରଥମ ଥର ପାଇଁ କୁମ୍ଭମେଳାରେ ଭାଗ ନେବାକୁ ଆସିଥିବା ଲରେନ୍ ପାୱେଲ ପୂର୍ବରୁ କେବେ ଏପରି ଭିଡ଼ ଦେଖିନଥିଲେ। ରବିବାର ରାତିରୁ ସେ ପ୍ରୟାଗରାଜରେ ସ୍ୱାମୀ କୈଳାଶନନ୍ଦ ଗିରିଙ୍କ ଶିବିରରେ ରହୁଛନ୍ତି।
National
ମା' ବିକି ଦେଲା ବୁଲେଟ୍, ନିଜକୁ ଗୁଳି କରିଦେଲା ପୁଅ
ନବମ ଶ୍ରେଣୀ ଛାତ୍ର ଜଣକ ରାଗରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।