ଫିଫା ବିଶ୍ୱକପରେ ଆଜି ଶେଷ ହେଉଛି ଲିଗ୍ ମ୍ୟାଚ୍‌: ଇଂଲଣ୍ଡ-ବେଲଜିୟମ୍ ମ୍ୟାଚ ଉପରେ ଫ୍ୟାନଙ୍କ ନଜର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଫିଫା ବିଶ୍ୱକପରେ ଆଜି ଶେଷ ହେଉଛି ଲିଗ୍ ପର୍ଯ୍ୟାୟ। ଆଜି ଖେଳାଯିବ ୪ ଟି ମ୍ୟାଚ୍। ପ୍ରି-କ୍ୱାର୍ଟର ଫାଇନାଲରେ ୧୨ଟି ଟିମ୍‌ ନିଜ ସ୍ଥାନ ପକ୍କା କରିଥିବା ବେଳେ ଆଜି ଆଉ ୪ ଟି ଦଳ ପ୍ରି-କ୍ୱାର୍ଟରକୁ ଉନ୍ନୀତ ହେବେ। ତେବେ ଗ୍ରୁପ Gର ଇଂଲଣ୍ଡ-ବେଲଜିୟମ୍ ନକ୍ଆଉଟ ପର୍ଯ୍ୟାୟରେ ପହଞ୍ଚିସାରିଛନ୍ତି। ତେବେ ଆଜିର ମ୍ୟାଚରେ ନିର୍ଦ୍ଧାରିତ ହେବ ଗ୍ରୁପର ପ୍ରଥମ ସ୍ଥାନ କିଏ ହାସଲ କରିବ।  ଆଜି ରାତି ୧୧ଟା ୩୦ରେ ଖେଳାଯିବ ଇଂଲଣ୍ଡ-ବେଲଜିୟମ୍ […]

13 (3)

13 (3)

Rakesh Mallick
  • Published: Thursday, 28 June 2018
  • Updated: 28 June 2018, 08:05 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଫିଫା ବିଶ୍ୱକପରେ ଆଜି ଶେଷ ହେଉଛି ଲିଗ୍ ପର୍ଯ୍ୟାୟ। ଆଜି ଖେଳାଯିବ ୪ ଟି ମ୍ୟାଚ୍। ପ୍ରି-କ୍ୱାର୍ଟର ଫାଇନାଲରେ ୧୨ଟି ଟିମ୍‌ ନିଜ ସ୍ଥାନ ପକ୍କା କରିଥିବା ବେଳେ ଆଜି ଆଉ ୪ ଟି ଦଳ ପ୍ରି-କ୍ୱାର୍ଟରକୁ ଉନ୍ନୀତ ହେବେ। ତେବେ ଗ୍ରୁପ Gର ଇଂଲଣ୍ଡ-ବେଲଜିୟମ୍ ନକ୍ଆଉଟ ପର୍ଯ୍ୟାୟରେ ପହଞ୍ଚିସାରିଛନ୍ତି। ତେବେ ଆଜିର ମ୍ୟାଚରେ ନିର୍ଦ୍ଧାରିତ ହେବ ଗ୍ରୁପର ପ୍ରଥମ ସ୍ଥାନ କିଏ ହାସଲ କରିବ।  ଆଜି ରାତି ୧୧ଟା ୩୦ରେ ଖେଳାଯିବ ଇଂଲଣ୍ଡ-ବେଲଜିୟମ୍ ମ୍ୟାଚ। ଦୁଇ ଦଳଙ୍କ ମଧ୍ୟରେ କ଼ଡ଼ା ଟକ୍କର ସମ୍ଭାବନା ରହିଛି। ଗ୍ରୁପ ଜିର ଆଉ ଏକ ମ୍ୟାଚରେ ସାମ୍ନାସାମ୍ନି ହେବେ ପାନାମା-ଟ୍ୟୁନେସିଆ।Image result for england vs belgium

ସେହିଭଳି ସଂଧ୍ୟା ସାଢେ ୭ଟାରେ ଖେଳାଯାଉଛି ଗ୍ରୁପ୍ H ର ଦୁଇଟି ମ୍ୟାଚ। କଲମ୍ବିଆ ଓ ସେନେଗାଲ ମଧ୍ୟରେ କଡା ଟକ୍କର ହେଉଥିବା ବେଳେ ଜାପାନକୁ ଭେଟିଛି ପୋଲାଣ୍ଡ। ଗ୍ରୁପ-H ରେ କିଏ ଜିବ ପ୍ରି-କ୍ୱାଟର୍‌କୁ ସେ ନେଇ କହିବା ମୁସ୍କିଲ। ଆଜି ମ୍ୟାଚ୍‌ର ଫଳାଫଳକୁ ନେଇ ଜଣାପଡ଼ିବ ଏହି ଗ୍ରୁପରେ କେଉଁ ଟିମ୍‌ ଯାଉଛି ପରବର୍ତ୍ତୀ ରାଉଣ୍ଡକୁ।Image result for colombia vs senegal

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story