ଉଭୟ ଟିମ୍‌ ପାଇଁ କର ବା ମର ସ୍ଥିତି: ପ୍ରଥମ ଟି-ଟ୍ୱେଣ୍ଟି ସିରିଜ କବ୍‌ଜା ଲକ୍ଷ୍ୟରେ ଭାରତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଟିମ୍ ଇଣ୍ଡିଆ ପାଇଁ କର ବା ମର ପରିସ୍ଥିତି। କେରଳ ଟି-୨୦ କବ୍ଜା କରି ସିରିଜ ଜିତିବା ଲକ୍ଷ୍ୟରେ ମେନ୍ ଇନ୍ ବ୍ଲୁ ଲକ୍ଷ୍ୟ ରଖିଛି। ସେପଟେ କିୱି ଟିମ୍ ଏହି ମ୍ୟାଚ ଜିତି ୨୦୧୨ ସଫଳତା ଦୋହରାଇବାକୁ ଲକ୍ଷ୍ୟ ରଖିଛି। ଆଜିର ମ୍ୟାଚ ଜିତିଲେ ନ୍ୟୁଜିଲାଣ୍ଡକୁ ହେବ ଡବଲ ଫାଇଦା। ସିରିଜ କବ୍ଜା, ତା ସହ ଫଟାଫଟ୍ କ୍ରିକେଟ୍‌ରେ ଆଇସିସି ମାନ୍ୟତାରେ ମଧ୍ୟ ଏକ ନମ୍ବରରେ ପହଞ୍ଚିବ। ତେଣୁ ଏହି ମ୍ୟାଚ ଜିତିବାକୁ […]

Rakesh Mallick
  • Published: Tuesday, 07 November 2017
  • Updated: 07 November 2017, 04:21 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଟିମ୍ ଇଣ୍ଡିଆ ପାଇଁ କର ବା ମର ପରିସ୍ଥିତି। କେରଳ ଟି-୨୦ କବ୍ଜା କରି ସିରିଜ ଜିତିବା ଲକ୍ଷ୍ୟରେ ମେନ୍ ଇନ୍ ବ୍ଲୁ ଲକ୍ଷ୍ୟ ରଖିଛି। ସେପଟେ କିୱି ଟିମ୍ ଏହି ମ୍ୟାଚ ଜିତି ୨୦୧୨ ସଫଳତା ଦୋହରାଇବାକୁ ଲକ୍ଷ୍ୟ ରଖିଛି। ଆଜିର ମ୍ୟାଚ ଜିତିଲେ ନ୍ୟୁଜିଲାଣ୍ଡକୁ ହେବ ଡବଲ ଫାଇଦା। ସିରିଜ କବ୍ଜା, ତା ସହ ଫଟାଫଟ୍ କ୍ରିକେଟ୍‌ରେ ଆଇସିସି ମାନ୍ୟତାରେ ମଧ୍ୟ ଏକ ନମ୍ବରରେ ପହଞ୍ଚିବ। ତେଣୁ ଏହି ମ୍ୟାଚ ଜିତିବାକୁ ଜି ଜାନ୍ ଲଗାଇବେ ଉଭୟ ଟିମ୍।

ଟିମ୍ ଇଣ୍ଡିଆର ୩ଜଣ ବ୍ୟାଟ୍ସମ୍ୟାନ, ବିରାଟ କୋହଲି ଏବଂ ଦୁଇ ଓପ୍ନର ଧାୱନ ଓ ରୋହିତ ଶର୍ମା ଚମତ୍କାର ଫର୍ମରେ ଅଛନ୍ତି ହେଲେ ମିଡିଲ ଅର୍ଡର ବ୍ୟାଟିଂ ବିପର୍ଯ୍ୟୟର କାରଣ ପାଲଟିଛି। ସେପଟେ କିନ୍ତୁ ନ୍ୟୁଜିଲାଣ୍ଡ ସବୁ ବିଭାଗରେ ଜବରଦସ୍ତ ପ୍ରଦର୍ଶନ କରୁଛି। ଦଳ ପାଇଁ ଟ୍ରମ୍ପ କାର୍ଡ ହୋଇଛନ୍ତି ମୁନ୍ରୋ, ଯିଏ ରାଜକୋଟରେ ଜବରଦସ୍ତ ଶତକ ହାସଲ କରିଥିଲେ। ସେହିପରି ଦୁଇ ସ୍ପିନର ସୋଧି ଏବଂ ସାଣ୍ଟନର ବି ବିରାଟ ବାହିନୀଙ୍କୁ ଅଡୁଆରେ ପକାଉଛନ୍ତି।

ସେପଟେ ଆଜିର  ଟି-୨୦ ପୂର୍ବରୁ ଧୋନିଙ୍କ ଦକ୍ଷତାକୁ ନେଇ ପ୍ରଶ୍ନ ଉଠିଛି। ଟି-୨୦ରେ ଧୋନି ବ୍ୟାଟିଂ ପାଇଁ ଅନଫିଟ୍ ବୋଲି କିଛି ପୂର୍ବତନ କ୍ରିକେଟର ମତ ଦେଇଥିବା ବେଳେ ବିରାଟ କୋହଲି ଏବଂ ଭୁବନେଶ୍ୱର କୁମାର ଧୋନିଙ୍କ ସପକ୍ଷରେ ମତ ରଖିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story