ସମ୍ବର୍ଦ୍ଧିତ ହେଲେ ଲିଆଣ୍ଡର୍ ପେସ୍‌

ବେଙ୍ଗାଲୁରୁ: ବେଙ୍ଗାଲୁରୁ ଓପନ୍ ଜରିଆରେ ଘରୋଇ ମାଟିରେ ନିଜର ଅନ୍ତିମ ଏଟିପି ଟୁର୍ଣ୍ଣାମେଣ୍ଟ ଖେଳୁଥିବା ଭାରତର ମହାନ୍ ଟେନିସ୍ ଖେଳାଳି ଲିଆଣ୍ଡର୍ ପେସଙ୍କୁ ରବିବାର କେଏସଏଲଟିଏ ଷ୍ଟାଡିୟମରେ ପୂର୍ବତନ ଅଲିମ୍ପିଆନ୍ ଓ କ୍ରୀଡ଼ାବିତ୍ ସମ୍ବର୍ଦ୍ଧିତ କରିଛନ୍ତି। ପେସାଦାର ଟେନିସରେ ଅନ୍ତିମ ସେସନ୍ ଖେଳୁଥିବା ପେସ୍ ଓ ତାଙ୍କ ଅଷ୍ଟ୍ରେଲୀୟ ଯୋଡ଼ିଦାର ମାଥ୍ୟୁ ଏଡବେନ୍ ଶନିବାର ପୁରୁଷ ଡବଲ୍ସ ଫାଇନାଲରେ ପୂରବ ରାଜା ଓ ରାମକୁମାର ରାମନାଥନଙ୍କଠାରୁ ପରାସ୍ତ ହୋଇଥିଲେ। ରବିବାର ସିଙ୍ଗଲ୍ସ ଫାଇନାଲ୍ ପୂର୍ବରୁ ୪୬ ବର୍ଷୀୟ […]

paes

paes

Ranjit Kumar Jena
  • Published: Sunday, 16 February 2020
  • Updated: 16 February 2020, 09:46 PM IST

Sports

Latest News

ବେଙ୍ଗାଲୁରୁ: ବେଙ୍ଗାଲୁରୁ ଓପନ୍ ଜରିଆରେ ଘରୋଇ ମାଟିରେ ନିଜର ଅନ୍ତିମ ଏଟିପି ଟୁର୍ଣ୍ଣାମେଣ୍ଟ ଖେଳୁଥିବା ଭାରତର ମହାନ୍ ଟେନିସ୍ ଖେଳାଳି ଲିଆଣ୍ଡର୍ ପେସଙ୍କୁ ରବିବାର କେଏସଏଲଟିଏ ଷ୍ଟାଡିୟମରେ ପୂର୍ବତନ ଅଲିମ୍ପିଆନ୍ ଓ କ୍ରୀଡ଼ାବିତ୍ ସମ୍ବର୍ଦ୍ଧିତ କରିଛନ୍ତି। ପେସାଦାର ଟେନିସରେ ଅନ୍ତିମ ସେସନ୍ ଖେଳୁଥିବା ପେସ୍ ଓ ତାଙ୍କ ଅଷ୍ଟ୍ରେଲୀୟ ଯୋଡ଼ିଦାର ମାଥ୍ୟୁ ଏଡବେନ୍ ଶନିବାର ପୁରୁଷ ଡବଲ୍ସ ଫାଇନାଲରେ ପୂରବ ରାଜା ଓ ରାମକୁମାର ରାମନାଥନଙ୍କଠାରୁ ପରାସ୍ତ ହୋଇଥିଲେ।

ରବିବାର ସିଙ୍ଗଲ୍ସ ଫାଇନାଲ୍ ପୂର୍ବରୁ ୪୬ ବର୍ଷୀୟ ପେସଙ୍କୁ ଭବ୍ୟ ବିଦାୟ ଦିଆଯାଇଥିଲା। ଏହା ମଧ୍ୟରେ ବିଭିନ୍ନ ଖେଳର ଷ୍ଟାର୍ ଖେଳାଳି ଉପସ୍ଥିତ ରହିଥିଲେ, ଯେଉଁଥିରେ ପୂର୍ବତନ ହକତ ଖେଳାଳି ଜ୍ୟୁଡ୍ ଫେଲିକ୍ସ, ଭିଆର୍ ରଘୁନାଥ, ଅର୍ଜୁନ ହଲପ୍ପା, ପୂର୍ବତନ ଟ୍ରାକ୍ ଓ ଫିଲ୍ଡ ଆଥଲେଟ୍ ଅଶ୍ୱିନୀ ନାଚାପ୍ପା ଓ ଡେଭିସ୍ କପ୍ ଖେଳାଳି ପ୍ରହ୍ଲାଦ ଶ୍ରୀନାଥ ଆଦି ସାମିଲ୍ ଥିଲେ।

ଦର୍ଶକ ଏବଂ ପୂର୍ବତନ ଖେଳାଳିଙ୍କଠାରୁ ଅଭିବାଦନ ଜ୍ଞାପନ କରି ପେସ୍ କହିଥିଲେ, ଆପଣମାନେ ମୋତେ ଶିଖାଇଛନ୍ତି ଯେ କିପରି ଖେଳ ପ୍ରତି ଉତ୍କଣ୍ଠା, ଉତ୍ସର୍ଗୀକୃତ ଓ କଠିନ ପରିଶ୍ରମ ଦ୍ୱାରା ଆମକୁ ସଫଳତା ହାସଲ କରିବାରେ ସହାୟତା ମିଳେ। ଏହି ଅବସରରେ ପୂର୍ବତନ ସ୍ୱିମର୍ ରେଶମା, ନିଶା ମିଲେଟ୍‌, ପୂର୍ବତନ ହେପ୍ଟାଥ୍ଲେଟ୍ ପ୍ରମିଳା ଆୟାପ୍ପା ଓ ପୂର୍ବତନ ଲଙ୍ଗଜମ୍ପର୍ ରୀତା ଆବ୍ରାହମ ମଧ୍ୟ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story