ରିଚାର୍ଡସନଙ୍କ ପରେ ଏହି ନ୍ୟୁଜିଲ୍ୟାଣ୍ଡ୍ ପେସରଙ୍କ କରୋନା ରିପୋର୍ଟ ବି ଆସିଲା

ସିଡନୀ: ଅଷ୍ଟ୍ରେଲିଆର ପେସ୍ ବୋଲର କେନ୍ ରିଚାର୍ଡସନଙ୍କ ପରେ ନ୍ୟୁଜିଲ୍ୟାଣ୍ଡର ଷ୍ଟାର୍ ପେସ୍ ବୋଲର ଲକି ଫର୍ଗୁସନଙ୍କ କରୋନା ଭାଇରସ୍ ରିପୋର୍ଟ ମଧ୍ୟ ନେଗେଟିଭ୍ ଆସିଛି। ଯଦ୍ଦ୍ୱାରା ନ୍ୟୁଜିଲ୍ୟାଣ୍ଡ୍ ଟିମକୁ ଏହା ବହୁତ ଆଶ୍ୱସ୍ତି ଦେଇଛି। ଫର୍ଗୁସନ୍ ନିଜ ତଣ୍ଟିରେ ଯନ୍ତ୍ରଣା ହେଉଥିବା ନେଇ ସୂଚନା ଦେଇଥିଲେ, ଯାହା ପରେ ତାଙ୍କର କରୋନା ଭାଇରସ୍ ଟେଷ୍ଟ କରାଯାଇଥିଲା। ତେବେ ଶନିବାର ତାଙ୍କର ରିପୋର୍ଟ ଆସିଛି, ଯେଉଁଥିରେ ଜଣାପଡ଼ିଛି ଯେ ସେ ଏହି ମହାମାରୀ ଭୂତାଣୁ ସଂକ୍ରମଣରେ ଆକ୍ରାନ୍ତ […]

lockie

lockie

Ranjit Kumar Jena
  • Published: Saturday, 14 March 2020
  • Updated: 14 March 2020, 06:05 PM IST

ସିଡନୀ: ଅଷ୍ଟ୍ରେଲିଆର ପେସ୍ ବୋଲର କେନ୍ ରିଚାର୍ଡସନଙ୍କ ପରେ ନ୍ୟୁଜିଲ୍ୟାଣ୍ଡର ଷ୍ଟାର୍ ପେସ୍ ବୋଲର ଲକି ଫର୍ଗୁସନଙ୍କ କରୋନା ଭାଇରସ୍ ରିପୋର୍ଟ ମଧ୍ୟ ନେଗେଟିଭ୍ ଆସିଛି। ଯଦ୍ଦ୍ୱାରା ନ୍ୟୁଜିଲ୍ୟାଣ୍ଡ୍ ଟିମକୁ ଏହା ବହୁତ ଆଶ୍ୱସ୍ତି ଦେଇଛି। ଫର୍ଗୁସନ୍ ନିଜ ତଣ୍ଟିରେ ଯନ୍ତ୍ରଣା ହେଉଥିବା ନେଇ ସୂଚନା ଦେଇଥିଲେ, ଯାହା ପରେ ତାଙ୍କର କରୋନା ଭାଇରସ୍ ଟେଷ୍ଟ କରାଯାଇଥିଲା।

ତେବେ ଶନିବାର ତାଙ୍କର ରିପୋର୍ଟ ଆସିଛି, ଯେଉଁଥିରେ ଜଣାପଡ଼ିଛି ଯେ ସେ ଏହି ମହାମାରୀ ଭୂତାଣୁ ସଂକ୍ରମଣରେ ଆକ୍ରାନ୍ତ ନାହାନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦିନିକିଆ ପରେ ଫର୍ଗୁସନଙ୍କୁ ହୋଟେଲର ଗୋଟିଏ ରୁମରେ ୨୪ ଘଣ୍ଟା ଡାକ୍ତରଙ୍କ ନୀରିକ୍ଷଣରେ ରଖାଯାଇଥିଲା। ବର୍ତ୍ତମାନ ଫର୍ଗୁସନ୍ ସୁସ୍ଥ ଅଛନ୍ତି ଏବଂ ଖୁବ୍ ଶୀଘ୍ର କ୍ରିକେଟ୍ ମଇଦାନକୁ ଫେରିବେ ବୋଲି ନ୍ୟୁଜିଲ୍ୟାଣ୍ଡ୍ କ୍ରିକେଟ୍ ପକ୍ଷରୁ କୁହାଯାଇଛି।

ସୂଚନାଯୋଗ୍ୟ, ଶୁକ୍ରବାର ଅଷ୍ଟ୍ରେଲୀୟ ପେସର ରିଚାର୍ଡସନଙ୍କ କୋଭିଡ୍‌-୧୯ ରିପୋର୍ଟ ମଧ୍ୟ ନେଗେଟିଭ୍ ଆସିଥିଲା। ରିଚାର୍ଡସନ୍ ନିଜ ତଣ୍ଟିରେ ଯନ୍ତ୍ରଣା ଅନୁଭୂତ କରିଥିଲେ, ଯେଉଁ କାରଣରୁ ତାଙ୍କୁ ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ପ୍ରଥମ ଦିନିକିଆରେ ଟିମରୁ ବାହାରେ ରଖାଯାଇଥିଲା। କରୋନା ଭାଇରସରେ ଏପର୍ଯ୍ୟନ୍ତ ସାରା ବିଶ୍ୱରେ ୫ହଜାରରୁ ଊର୍ଦ୍ଧ୍ୱ ଲୋକେ ପ୍ରାଣ ହରାଇ ସାରିଛନ୍ତି। ଏପରିକି ଏହି ମହାମାରୀ ଭୂତାଣୁରେ ୧ଲକ୍ଷ ୩୦ହଜାରରୁ ଅଧିକ ଲୋକେ ଆକ୍ରାନ୍ତ ମଧ୍ୟ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story