ପ୍ରଥମ ଶ୍ରେଣୀ କ୍ରିକେଟରୁ ଲକ୍ଷ୍ମୀପତି ବାଲାଜୀଙ୍କ ଅବସର

ନୂଆଦିଲ୍ଲୀ: ପ୍ରଥମ ଶ୍ରେଣୀ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି ତାମିଲନାଡୁ ସ୍ୱିଙ୍ଗ ବୋଲର ଲକ୍ଷ୍ମୀପତି ବାଲାଜୀ। ସେ ଏବେ ତାମିଲନାଡୁ ପ୍ରିମିୟର ଲିଗ୍‌ର ଟୁଟି ପାଟ୍ରିଓଟ୍ସ ପକ୍ଷରୁ ଖେଳୁଛନ୍ତି। ସେ ଆଇପିଏଲ୍‌ ଓ ଟିଏନ୍‌ପିଏଲ୍‌ରେ ଖେଳିବେ। ସେ କହିଛନ୍ତି,“୧୬ ବର୍ଷର ପ୍ରଥମ ଶ୍ରେଣୀ କ୍ରିକେଟ ଖେଳିବା ପରେ ବହୁତ କିଛି ସଫଳତା ପାଇଛି। ମୁଁ ଭାବୁଛି ଅବସର ନେବାର ଓ ଯୁବ ଖେଳାଳିଙ୍କୁ ସୁଯୋଗ ଦେବାର ଏବେ ସମୟ ଆସିଛି। ଏବେ ଆଇପିଏଲ୍‌ ଓ ଟିଏନ୍‌ପିଏଲ୍‌ରେ ଖେଳିବି।” […]

balaji

balaji

Rakesh Mallick
  • Published: Thursday, 15 September 2016
  • Updated: 17 September 2016, 03:44 PM IST

Sports

Latest News

ନୂଆଦିଲ୍ଲୀ: ପ୍ରଥମ ଶ୍ରେଣୀ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି ତାମିଲନାଡୁ ସ୍ୱିଙ୍ଗ ବୋଲର ଲକ୍ଷ୍ମୀପତି ବାଲାଜୀ। ସେ ଏବେ ତାମିଲନାଡୁ ପ୍ରିମିୟର ଲିଗ୍‌ର ଟୁଟି ପାଟ୍ରିଓଟ୍ସ ପକ୍ଷରୁ ଖେଳୁଛନ୍ତି। ସେ ଆଇପିଏଲ୍‌ ଓ ଟିଏନ୍‌ପିଏଲ୍‌ରେ ଖେଳିବେ।

ସେ କହିଛନ୍ତି,“୧୬ ବର୍ଷର ପ୍ରଥମ ଶ୍ରେଣୀ କ୍ରିକେଟ ଖେଳିବା ପରେ ବହୁତ କିଛି ସଫଳତା ପାଇଛି। ମୁଁ ଭାବୁଛି ଅବସର ନେବାର ଓ ଯୁବ ଖେଳାଳିଙ୍କୁ ସୁଯୋଗ ଦେବାର ଏବେ ସମୟ ଆସିଛି। ଏବେ ଆଇପିଏଲ୍‌ ଓ ଟିଏନ୍‌ପିଏଲ୍‌ରେ ଖେଳିବି।”

ସୂଚନାଯୋଗ୍ୟ ୨୦୦୨ରେ ପାକିସ୍ତାନ ବିପକ୍ଷରେ ଦିନିକିଆରେ ପଦାର୍ପଣ କରିଥିବା ବେଳେ ୨୦୦୩ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଟେଷ୍ଟରେ ପଦାର୍ପଣ କରିଥିଲେ। ସେ ମୋଟ ୮ଟି ଟେଷ୍ଟ, ୩୦ଟି ଦିନିକିଆ ଓ ୫ଟି ଟି-୨୦ ଖେଳିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story