ମକାଓ ଓପନ୍‌ କ୍ୱାର୍ଟର ଫାଇନାଲରେ ସାଇନା

ମକାଓ: ମକାଓ ଓପନ ଗ୍ରାଣ୍ଡ ପିକ୍ସ ଗୋଲ୍‌ ଚାମ୍ପିଅନସିପ୍‌ର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ସାଇନା ନେହୱାଲ। ବୁଧବାର ରାତିରେ ଖେଳା ଯାଇଥିବା ରାଉଣ୍ଡ-16ର ଏକ ମ୍ୟାଚ୍‌ରେ ସାଇନା ଇଣ୍ଡୋନେସିଆର ଡି.ଡି. ଆୟୁସଷ୍ଟିନ୍‌ଙ୍କୁ ୧୭-୨୧, ୨୧-୧୮ ଓ ୨୧-୧୨ ସେଟ୍‌ରେ ପରାସ୍ତ କରିଛନ୍ତି। ପ୍ରଥମ ରାଉଣ୍ଡକୁ ସାଇନା ୧୭-୨୧ ସେଟ୍‌ରେ ହାରିବା ପରେ କମ୍‌ବ୍ୟାକ୍‌ କରିଥିଲେ। ପରବର୍ତ୍ତି ଦୁଇଟି ରାଉଣ୍ଡରେ ସେ ଆୟୁସ୍‌ଷ୍ଟିନ୍‌ଙ୍କୁ ୨୧-୧୮ ଓ ୨୧-୧୨ ସେଟ୍‌ରେ ପରାସ୍ତ କରିଥିଲେ। କ୍ୱାଟର ଫାଇନାଲରେ ସାଇନା ଚାଇନାର […]

saina-nehwal

Rakesh Mallick
  • Published: Thursday, 01 December 2016
  • , Updated: 03 December 2016, 07:17 AM IST

ମକାଓ: ମକାଓ ଓପନ ଗ୍ରାଣ୍ଡ ପିକ୍ସ ଗୋଲ୍‌ ଚାମ୍ପିଅନସିପ୍‌ର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ସାଇନା ନେହୱାଲ। ବୁଧବାର ରାତିରେ ଖେଳା ଯାଇଥିବା ରାଉଣ୍ଡ-16ର ଏକ ମ୍ୟାଚ୍‌ରେ ସାଇନା ଇଣ୍ଡୋନେସିଆର ଡି.ଡି. ଆୟୁସଷ୍ଟିନ୍‌ଙ୍କୁ ୧୭-୨୧, ୨୧-୧୮ ଓ ୨୧-୧୨ ସେଟ୍‌ରେ ପରାସ୍ତ କରିଛନ୍ତି।

ପ୍ରଥମ ରାଉଣ୍ଡକୁ ସାଇନା ୧୭-୨୧ ସେଟ୍‌ରେ ହାରିବା ପରେ କମ୍‌ବ୍ୟାକ୍‌ କରିଥିଲେ। ପରବର୍ତ୍ତି ଦୁଇଟି ରାଉଣ୍ଡରେ ସେ ଆୟୁସ୍‌ଷ୍ଟିନ୍‌ଙ୍କୁ ୨୧-୧୮ ଓ ୨୧-୧୨ ସେଟ୍‌ରେ ପରାସ୍ତ କରିଥିଲେ।

କ୍ୱାଟର ଫାଇନାଲରେ ସାଇନା ଚାଇନାର ଝାଙ୍ଗ ୟିମାନଙ୍କୁ ଭେଟିବେ।

Related story